ETV Bharat / state

କେନ୍ଦ୍ରାପଡ଼ାର ଟପ୍ପର ସମୀକ୍ଷା ଶର୍ମା - topper

ଚଳିତ ମାଟ୍ରିକ୍ ପରୀକ୍ଷାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ ନମ୍ଵର୍ ରଖିଛନ୍ତି ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ ସମୀକ୍ଷା ଶର୍ମା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡ଼ା
author img

By

Published : May 21, 2019, 11:02 PM IST

କେନ୍ଦ୍ରାପଡା: ପ୍ରକାଶ ପାଇଛି ଚଳିତ ବର୍ଷର ବିଏସଇ ମାଟ୍ରିକ ପରୀକ୍ଷାଫଳ । ଚଳିତ ମାଟ୍ରିକ ପରୀକ୍ଷାରେ ଝିଅମାନେ ଅଧିକ ପାସ କରିଛନ୍ତି । ଚଳିତ ମାଟ୍ରିକ୍ ପରୀକ୍ଷାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ ନମ୍ଵର୍ ରଖିଛନ୍ତି ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ ସମୀକ୍ଷା ଶର୍ମା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡ଼ା

ସମୀକ୍ଷା ସର୍ବମୋଟ 560 ନମ୍ଵର୍ ରଖି A1 ଗ୍ରେଡ ହାସଲ କରିଛନ୍ତି । ସମୀକ୍ଷା ନିଜର ସଫଳତା ପାଇଁ ବାପା, ମାଆ ଏବଂ ଶିକ୍ଷକମାନଙ୍କୁ ଶ୍ରେୟ ଦେଇଛନ୍ତି । ଭବିଷ୍ୟତରେ ପ୍ରଶାସନିକ ଅଧିକାରୀ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ସମୀକ୍ଷା । ତେଣୁ ଆଗକୁ ସେ ବହୁତ ପରିଶ୍ରମ କରିବେ ବୋଲି କହିଛନ୍ତି ସେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

21.05.2019
Radhakanta Mohanty, Kendrapada (AVO)
Slug-od_kpr_topper matric_script_7204459
Anchor-ଚଳିତ ମାଟ୍ରିକ୍ ପରୀକ୍ଷା ରେ କେନ୍ଦ୍ରାପଡ଼ା ଜିଲାରେ ସର୍ବାଧିକ ନମ୍ଵର୍ ରଖିଛନ୍ତି ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ ସମୀକ୍ଷା ଶର୍ମା | ସମୀକ୍ଷା ସର୍ବମୋଟ 560 ନମ୍ଵର୍ ରଖି A1 rank ହାସଲ କରିଛନ୍ତି | ସମୀକ୍ଷା ନିଜ ସଫଳତା ପାଇଁ ବାପା ମା ଏବଂ ଶିକ୍ଷକ ମାନଙ୍କୁ ଶ୍ରେୟ ଦେଇଛନ୍ତି | ସମୀକ୍ଷା ଭବିଷ୍ୟତରେ ପ୍ରାଶାସନିକ ଅଧିକାରୀ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି |
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.