ETV Bharat / state

ଅନଲାଇନ ମଦ ଡେଲିଭରି ନେଇ କେନ୍ଦ୍ରାପଡା ପ୍ରଶାସନର ପ୍ରସ୍ତୁତି - online wine delivery

ମଦ ହୋମ ଡେଲିଭରି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି l

kendrapara-administration-prepares-for-online-wine-delivery
ଅନଲାଇନ ମଦ ଡେଲିଭରି ନେଇ କେନ୍ଦ୍ରାପଡା ପ୍ରଶାସନର ପ୍ରସ୍ତୁତି
author img

By

Published : May 23, 2020, 8:14 PM IST

କେନ୍ଦ୍ରାପଡା: ଆସନ୍ତାକାଲି ଠୁ ସାରା ରାଜ୍ୟରେ ଅଲଲାଇନରେ ମିଲିବ ମଦ । ମଦ ହୋମ ଡେଲିଭରି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି l

ଅନଲାଇନ ମଦ ଡେଲିଭରି ନେଇ କେନ୍ଦ୍ରାପଡା ପ୍ରଶାସନର ପ୍ରସ୍ତୁତି

ଶନିବାର ଜିଲ୍ଲା ଏକସାଇଜ୍‌ ଡେପୁଟି ସୁପରିଟେଣ୍ଡେଣ୍ଟ ଭିଡିଓ କନଫରେନ୍ସ ଜରିଆରେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି l ତେବେ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଗ୍ରାହକଙ୍କୁ ପ୍ରତ୍ୟେକ କ୍ରୟ ଉପରେ ୫୦ ପ୍ରତିଶତ କୋଭିଡ ଟ୍ୟାକ୍ସ ଦେବାକୁ ପଡିବ l କେନ୍ଦ୍ରାପଡ଼ାରେ ଯେଉଁଠାରେ ଅନଲାଇନ୍ ବୁକିଂର ବ୍ୟବସ୍ଥା ନଥିବ ସେଠାରେ ଗ୍ରାହକ ଫୋନ୍ ଯୋଗେ ଅର୍ଡ଼ର ଦେଇ ପାରିବେ l ସେହିପରି କ୍ୟାସ୍‌-ଅନ୍ ଡେଲିଭରି ବ୍ୟବସ୍ଥା ମଧ୍ୟ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ ବୋଲି ଜିଲ୍ଲା ଅବକାରୀ ଡେପୁଟି ସୁପରିଟେଣ୍ଡେଣ୍ଟ ବାସନ୍ତୀପ୍ରଭା ନାୟକ ସୂଚନା ଦେଇଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.