ETV Bharat / state

ଲୋକଙ୍କ ଆଶୀର୍ବାଦ ନେଇ ନିର୍ବାଚନ ଲଢୁଛି: ଧରଣୀଧର ନାୟକ

author img

By

Published : Apr 29, 2019, 12:16 PM IST

Updated : Apr 29, 2019, 2:43 PM IST

କେନ୍ଦ୍ରପଡା ଲୋକସଭା ଆସନରୁ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢୁଛନ୍ତି ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ। ଏଥର ଜନସମର୍ଥନ ପାଇବା ନେଇ ଆଶାବାଦୀ ଅଛନ୍ତି ସେ।

ଫଟୋ ସୌଜନ୍ୟ:ଫେସବୁକ@Dharanidhar Nayak

କେନ୍ଦ୍ରପଡା: ମୋ ପ୍ରତି ଲୋକଙ୍କ ଆଶୀର୍ବାଦ ରହିଛି। ଏହାକୁ ପାଥେୟ କରି ମୁଁ ଏଥର ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଛି । ଏହା କହିଛନ୍ତି କେନ୍ଦ୍ରାପଡା ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ହୋଇଥିବା ଧରଣୀଧର ନାୟକ । ଗତ 2014 ଲୋକସଭା ନିର୍ବାଚନରେ ଏଠାରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ସେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କ୍ରମାଗତ ଭାବେ ଦ୍ବିତୀୟ ଥର ପାଇଁ କେନ୍ଦ୍ରପଡା ଆସନରୁ ପ୍ରତିଦ୍ବନ୍ଦିତା କରୁଛନ୍ତି ଧରଣୀଧର । ଚଳିତ ଥର ନିର୍ବାଚନ ଲଢିବା ସମ୍ପର୍କରେ ମତ ରଖି ସେ କହିଛନ୍ତି ଯେ, ଲୋକଙ୍କ ଆଶୀର୍ବାଦରୁ ଗତ ଥର ମୁଁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ଦ୍ବିତୀୟ ସ୍ଥାନରେ ରହିଥିଲି । ଏଥର ବିପୁଳ ଜନସମର୍ଥନ ପାଇବା ନେଇ ମୁଁ ବ୍ୟକ୍ତିଗତ ଭାବେ ଆଶାବାଦୀ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

blank

Conclusion:
Last Updated : Apr 29, 2019, 2:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.