ETV Bharat / state

ଭିଜିଲାନ୍ସ ଜାଲରେ ଆଇସିଡିଏସ ସୁପରଭାଇଜର କବିତା ବେହେରା - କବିତା ବେହେରା

ଗରଦପୁର ବ୍ଲକ ସମନ୍ବିତ ଶିଶୁ ବିକାଶ ଯୋଜନା(ICDS)ର ବରିଷ୍ଠ ସୁପରଭାଇଜର କବିତା ବେହେରା ୫୦୦୦ ଟଙ୍କା ଲାଞ୍ଚ ନେବା ସମୟରେ କେନ୍ଦ୍ରାପଡ଼ା ଭିଜିଲାନ୍ସ ଦ୍ବାରା ଗିରଫ ।

ଡିଜାଇନ ଫଟୋ
author img

By

Published : Aug 8, 2019, 3:11 PM IST

Updated : Aug 8, 2019, 3:18 PM IST

କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ ଆଇସିଡିଏସ ସୁପରଭାଇଜର । ଗରଦପୁର ବ୍ଲକ ସମନ୍ବିତ ଶିଶୁ ବିକାଶ ଯୋଜନା(ICDS)ର ବରିଷ୍ଠ ସୁପରଭାଇଜର କବିତା ବେହେରା ୫୦୦୦ ଟଙ୍କା ଲାଞ୍ଚ ନେବା ସମୟରେ କେନ୍ଦ୍ରାପଡ଼ା ଭିଜିଲାନ୍ସ ଦ୍ବାରା ଗିରଫ । ୩ମାସର ରନ୍ଧାଖାଦ୍ୟ ବିଲ୍‌ କ୍ଲିଅର ପାଇଁ ଅଙ୍ଗନବାଡ଼ି କର୍ମୀ ବିନୋଦିନୀ ମହାରାଜାଙ୍କ ଠାରୁ ନେଉଥିଲେ ଲାଞ୍ଚ ।

କବିତା ବେହେରା ପଦ୍ମପୁର ପଞ୍ଚାୟତର ମହମୁଦା ସେଣ୍ଟରରେ କାର୍ଯ୍ୟରତ । ଗୁରୁବାର ବିଲ୍‌ କାମ ରଫା ଦଫା ପାଇଁ 5ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଚଢ଼ାଉ କରି ଅଧିକାରୀଙ୍କ ଠାରୁ 5ହଜାର ଟଙ୍କା ସହ ଗିରଫ କରିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Breaking*
.କେନ୍ଦ୍ରାପଡ଼ା ଗରଦପୁର ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା(ICDS)ର ବରିଷ୍ଠ ସୁପରଭାଇଜର କବିତା ବେହେରା ୫୦୦୦ ଟଙ୍କା ଲାଞ୍ଚ ନେବା ସମୟରେ କେନ୍ଦ୍ରାପଡ଼ା ଭିଜିଲାନ୍ସ ଦ୍ୱାରା ଗିରଫ।
.୩ମାସର ରନ୍ଧାଖାଦ୍ୟ ବିଲ କ୍ଲିଅର ପାଇଁ ଅଙ୍ଗନବାଡ଼ି କର୍ମୀ ବିନୋଦିନୀ ମହାରାଜାଙ୍କ ଠାରୁ ନେଉଥିଲେ ଲାଞ୍ଚ।
.ଅଙ୍ଗନବାଡ଼ି କର୍ମୀ ପଦ୍ମପୁର ପଞ୍ଚାୟତର ମହମୁଦା ସେଣ୍ଟରରେ କାର୍ଯ୍ୟରତ।Body:BreakConclusion:Break
Last Updated : Aug 8, 2019, 3:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.