ETV Bharat / state

ଅଗ୍ନିକାଣ୍ଡରେ ଜଣେ ଗୁରୁତର - କେନ୍ଦ୍ରାପଡା ନ୍ୟୁଜ

କେନ୍ଦ୍ରପଡାର ବଡିହ ପଞ୍ଚାୟତ ଅଧିନସ୍ଥ ରାମଚନ୍ଦ୍ରପୁର ଗାଁରେ ହୋଇଥିବା ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡିଛି। ଖବର ପାଇ ମହାକାଳପଡା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ରାମଚନ୍ଦ୍ରପୁର
author img

By

Published : Nov 15, 2019, 10:57 AM IST

କେନ୍ଦ୍ରାପଡା: ଜିଲ୍ଲାର ମହାକାଳପଡା ବ୍ଲକ ଅଧିନସ୍ଥ ବଡିହ ପଞ୍ଚାୟତର ରାମଚନ୍ଦ୍ରପୁର ଗାଁରେ ଅଗ୍ନିକାଣ୍ଡ। ଏ ଦୁର୍ଘଟଣାରେ ବିବେକାନନ୍ଦ ନାୟକ ନାମକ ଜଣେ ବ୍ୟକ୍ତି ପୋଡିଯାଇ ଗୁରୁତର ଆହତ ହୋଇଛନ୍ତି। ଅନ୍ୟପଟେ ଅଗ୍ନିକାଣ୍ଡ ଯୋଗୁଁ ତିନିଟି ଗୋରୁ ମଧ୍ୟ ଆହତ ହୋଇଥିବା ଜଣାପଡିଛି। ଏହା ସହ ତାଙ୍କର ଘର ଏବଂ ଗୁହାଳ ମଧ୍ୟ ଜଳିଯାଇଛି।

ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡି ନାହିଁ। ନିଆଁ କବଳରୁ ଗୋରୁଙ୍କ ଉଦ୍ଧାର କରିବାକୁ ଯାଇ ଗୁରୁତର ହୋଇଥିଲେ ବିବେକାନନ୍ଦ। ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଉଛି। ଅଗ୍ନିକାଣ୍ଡରେ ପୋଡି ହୋଇଯିବାରୁ ଗୋଟିଏ ଗାଇର ମୃତ୍ୟୁ ଘଟିଛି। ଏ ଖବର ପାଇ ଘଟଣାସ୍ଥଳରେ ମହାକାଳପଡା ଅଗ୍ନିଶମ ବିଭାଗ ପହଞ୍ଚିଥିଲା। ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ଗ୍ରାମବାସୀ।

ରାମଚନ୍ଦ୍ରପୁର ଗାଁରେ ଅଗ୍ନିକାଣ୍ଡ , ଜଣେ ଗୁରୁତର

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:15.11.2019
Radhakanta Mohanty,Kendrapada
Slug-od_kpr_01_house burnt_script_7204459
Anchor-ମହାକାଳପଡ଼ା ବ୍ଲକ ବଡିହ ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ଜଳିଯାଇଛି।ଅଗ୍ନିକାଣ୍ଡରେ ରାମଚନ୍ଦ୍ରପୁର ଗ୍ରାମର ବିବେକାନନ୍ଦ ନାୟକ ନିଆଁରେ ପୋଡିଯାଇ ଗୁରୁତର ଆହତ ହୋଇଥିବା ବେଳେ ତିନିଟି ଗୋରୁ ମଧ୍ୟ ପୋଡିଯାଇ ଆହତ ହୋଇଥିବା ଜଣାପଡିଛି।ଅନ୍ୟ ଗୋଟିଏ ଗାଈ ପୋଡିଯାଇ ମୃତ୍ୟୁ ଘଟିଛି ।ବିବେକାନନ୍ଦ ନାୟକଙ୍କ ଗୋଟିଏ ବାସଗୃହ ସମେତ ଗୋଟିଏ ଗୁହାଳ ଘର ଜଳିଯାଇଛି ।ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡି ନାହିଁ।ନିଆଁ କବଳରୁ ଗୋରୁଗାଈଙ୍କ ଉଦ୍ଧାର କରିବାକୁ ଯାଇ ବିବେକାନନ୍ଦ ନିଆଁରେ ପୋଡି ହୋଇ ଗୁରୁତର ଆହତ ହୋଇଛନ୍ତି।ତାଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସା କରାଯାଉଛି।ଘଟଣା ସ୍ଥଳରେ ମହାକାଳପଡ଼ା ଅଗ୍ନିଶମ ବିଭାଗ ପଂହଁଚି ନିଆଁ କୁ ଆୟତ କରିଛି।ଅଗ୍ନିକାଣ୍ଡ ରେ ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।Body:2Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.