ETV Bharat / state

ଏସଟିଏଫ ହାତରେ ଗ୍ୟାଙ୍ଗଷ୍ଟାର ଟିଟୋର ସହଯୋଗୀ ଡାଙ୍ଗ - କ୍ରାଇମବ୍ରାଞ୍ଚ

ଗ୍ୟାଙ୍ଗଷ୍ଟାର ଟିଟୋର ଅନ୍ୟତମ ସହଯୋଗୀ ସେଖ ଜାଭିଦ ଗିରଫ । କ୍ରାଇମବ୍ରାଞ୍ଚ ଏସଟିଏଫ ତାକୁ ଗିରଫ କରିଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ : ସମ୍ବାଦଦାତା,କେନ୍ଦ୍ରାପଡା
author img

By

Published : Oct 5, 2019, 10:27 PM IST

କେନ୍ଦ୍ରାପଡା : ଗ୍ୟାଙ୍ଗଷ୍ଟାର ଟିଟୋର ସହଯୋଗୀ ସେଖ ଜାଭିଦ ଓରଫ ଡାଙ୍ଗକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଠିକାଦାର ଶିବପ୍ରସାଦ ପରିଡା ଅପହରଣ ମାମଲାରେ ଏସଟିଏଫ ଜାଭିଦକୁ ଗିରଫ କରିଛି ।

ଗ୍ୟାଙ୍ଗଷ୍ଟାର ଟିଟୋର ସହଯୋଗୀ ଗିରଫ

ଗ୍ୟାଙ୍ଗଷ୍ଟାର ଟିଟୋର ଅନ୍ୟତମ ସହଯୋଗୀ ସେଖ ଜାଭିଦ ଓରଫ୍ ଡାଙ୍ଗକୁ ଗିରଫ କରିଛି ଏସଟିଏଫ । ଏହା ପରେ ଅଭିଯୁକ୍ତ ଜାଭିଦକୁ କେନ୍ଦ୍ରାପଡ଼ା ଏସଡିଜେଏମ କୋର୍ଟରେ ହାଜର କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ | ଠିକାଦାର ଶିବପ୍ରସାଦ ପରିଡା ଓରଫ ରନ୍ଥା ଅପହରଣ ମାମଲାରେ ଏସଟିଏଫ ଜାଭିଦକୁ ଗିରଫ କରାଯାଇଛି |

ତେବେ ଏହି ଅପହରଣ ମାମଲାରେ ଏସଟିଏଫ ପୂର୍ବରୁ ଜି ବାବୁ, ସେକ ଚାନ୍ଦ ଓ ମଜୋକୁ ଗିରଫ କରିଛି | ଦୀର୍ଘଦିନ ଧରି ଏସ ଟିଏଫ ସେକ ଜାଭିଦକୁ ଧରିବା ପାଇଁ ଜାଲ ବିଛାଯାଇଥିଲା | ଶେଷରେ ଜାଭିଦକୁ ତାର ଇମାମ ବାଡ଼ି ମସଜିଦ ଗଳି ସ୍ଥିତ ଘରୁ ଗିରଫ କରିଥିଲା ଏସଟିଏଫ | ଏହା ପରେ ଏସଟିଏଫ ଜାଭେଦ କୁ ରିମାଣ୍ଡରେ ନେଇ ପଚରା ଉଚରା କରିପାରେ |

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:05.10.2019
Radhakanta Mohanty, Kendrapada
Slug-od_kpr_03_court forward_script_7204459
Anchor-ଗାଙ୍ଗ୍ ଷ୍ଟାର୍ ଟିଟୋ ର ଅନ୍ୟତମ ସହଯୋଗୀ ସେକ୍ ଜାଭିଦ ଓରଫ୍ ଡାଙ୍ଗ କୁ ଗିରଫ୍ ପରେ କେନ୍ଦ୍ରାପଡ଼ା sdjm କୋର୍ଟ ରେ ହାଜର କରିଛି କ୍ରାଇମବ୍ରାଞ୍ଚ ଏସ୍ ଟିଏଫ | ଠିକାଦାର ଶିବପ୍ରସାଦ ପରିଡା ଓରଫ୍ ରନ୍ଥା ଅପହରଣ ମାମଲlରେ ଏସ୍ ଟିଏଫ ଜାଭିଦ କୁ ଗିରଫ୍ କରିଥିବା ଜଣାପଡିଛି | ତେବେ ଏହି ମାମଲରେ ଏସ୍ ଟିଏଫ ପୂର୍ବରୁ ଜି ବାବୁ, ସେକ ଚାନ୍ଦ ଓ ମଜୋ କୁ ଗିରଫ୍ କରିଛି | ଦୀର୍ଘଦିନ ଧରି ଏସ୍ ଟିଏଫ ସେକ୍ ଜାଭିଦ କୁ ଧରିବା ପାଇଁ ଜାଲ ବିଛାଯାଇଥିଲା | ଶେଷରେ ଜାଭିଦ କୁ ତାର ଇମାମ ବାଡ଼ି ମସଜିଦ୍ ଗଳି ସ୍ଥିତ ଘରୁ ଗିରଫ୍ କରିଥିଲା | ୟା ପରେ ଏସ୍ ଟିଏଫ ଜାଭେଦ୍ କୁ ରିମାଣ୍ଡରେ ନେଇ ପଚରା ଉଚରା କରିପାରେ |
Byt. ନିରଞ୍ଜନ ବଳ, ସରକାରୀ ଓକିଲBody:2Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.