ETV Bharat / state

ତାଳଚୁଆରେ ବିରଳ ମାଛ 'ମୟୂର': କିଲୋ ପିଛା 10 ହଜାର - Fisherman catch mayur named unique fish

ରାଜନଗର ତାଳଚୁଆ ଠାରେ ଧରା ହେଲା ମୟୂର ନାମକ ଏକ ବିରଳ ପ୍ରଜାତିର ମାଛ । କିଲୋ ପିଛା ଏହାର ମୂଲ୍ୟ 10 ହଜାର ଟଙ୍କା ହୋଇଥିବାବେଳେ ମାଛର ମୂଲ୍ୟ 2 ଲକ୍ଷ ଟଙ୍କା ହେବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Nov 1, 2019, 12:53 PM IST

କେନ୍ଦ୍ରାପଡା: ରାଜନଗର ତାଳଚୁଆ ଠାରେ ଏକ ବିରଳ ପ୍ରଜାତିର ମାଛ ଧରାପଡିଛି । ଏହି ମାଛର ମୂଲ୍ୟ 2 ଲକ୍ଷ ଟଙ୍କା ହେବ । କିଲୋ ପିଛା ଏହାର ମୂଲ୍ୟ 10 ହଜାର ଟଙ୍କା । ଏହି ମାଛକୁ ଦୀଘାରେ ବିକ୍ରି କରାଯିବ । ବିରଳ ମାଛର ନାମ ହେଉଛି ମୟୂର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଧରାପଡିଥିବା ମୟୂର ନାମକ ଏହି ବିରଳ ମାଛକୁ ଦେଖିବାକୁ ରାଜନଗର ତାଳରୁଆ ଠାରେ ଲୋକଙ୍କ ଭିଡ ଜମୁଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:01.11.2019
Radhakanta Mohanty, Kendrapada
Slug-od_kpr_02_fishing_script_7204459
Anchor-କେନ୍ଦ୍ରାପଡ଼ା ରାଜନଗର ତାଳଚୁଆ ଠାରେ ଦେଖିବାକୁ ମିଳିଛି ଏକ ବିରଳ ମାଛ । ଏହି ମାଛ ଦୀଘାରେ ବିକ୍ରି କରାଯିବ ଯାହାର ମୁଲ୍ୟ ୧ କେଜିକୁ ୧୦ ହଜାର ଟଙ୍କା । ମାଛର ମୁଲ୍ୟ ପାଖାପାଖି ୨ ଲକ୍ଷ ଟଙ୍କା ହେବ । ଏହି ମାଛକୁ ମୟୂର ମାଛ କୁହାଯାଏ । ଏହି ବିରଳ ମାଛକୁ ଦେଖିବାକୁ ଲୋକଙ୍କ ଭିଡ ଜମୁଛି ରାଜନଗର ତାଳଚୁଆ ଠାରେ ।Body:2Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.