ETV Bharat / state

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୮ ବଖରା ଘର, ଦୁଇ ଗାଈ ଜୀବନ୍ତ ଦଗ୍ଧ - କେନ୍ଦ୍ରାପଡ଼ାରେ ଭୟାବହ ଅଗ୍ନିକାଣ୍ଡ

କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ନନ୍ଦୀମାହାରା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଜଳି ପୋଡି ପାଉଁଶ ହୋଇଗଲା ୮ ବଖରା ଘର । ଅଧିକ ପଢନ୍ତୁ

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୮ ବଖରା ଘର, ଦୁଇ ଗାଈ ଜୀବନନ୍ତ ଦଗ୍ଧ

author img

By

Published : May 31, 2022, 1:35 PM IST

କେନ୍ଦ୍ରାପଡ଼ା: ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଜଳିଗଲା ୮ ବଖରା ଘର । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ନନ୍ଦୀମାହାରା ଗ୍ରାମରେ । ଗତକାଲି ସନ୍ଧ୍ୟାରେ ବନମାଳୀ ଧଳଙ୍କ ଘରେ ନିଆଁ ଲାଗିବାରୁ ୮ ବଖରା ଘର ସହ ସମସ୍ତ ଆସବାବପତ୍ର ଓ ନଗଦ ଟଙ୍କା ଜଳି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ଦୁଇଟି ନୀରିହ ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୮ ବଖରା ଘର, ଦୁଇ ଗାଈ ଜୀବନନ୍ତ ଦଗ୍ଧ

ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ । ଖବର ପାଇ ଦମକଳ ବାହିନୀ ପହଁଚିଲା ବେଳକୁ ଘର ସମ୍ପୂର୍ଣ୍ଣ ଜଳିଯାଇଥିଲା । ଅନ୍ୟପଟେ ଗାଈକୁ ବଞ୍ଚାଇବାକୁ ଯାଇ ଗାଁର ରଞ୍ଜନ ବେହେରା ଗୁରୁତର ଆହତ ଅବସ୍ଥାରେ ପ୍ରଥମେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ସୂଚନା ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.