ETV Bharat / state

Eid-Ul-Fitr 2022: କେନ୍ଦ୍ରପଡାରେ ଭାଇଚାରାର ପର୍ବ ଇଦ୍‌ ପାଳିତ

କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ମୁସଲିମ ସମ୍ପ୍ରଦାୟ ପକ୍ଷରୁ ବଡ଼ ଧୁମଧାମରେ ପବିତ୍ର ଇଦ୍ ପର୍ବ ପାଳନ ହୋଇଯାଇଛି । ଅଧିକ ପଢ଼ନ୍ତୁ

eid celebrated in kendrapada
Eid-Ul-Fitr 2022:ଭାଇଚାରାର ବାର୍ତ୍ତା ବାଣ୍ଟିଲେ ଉଭୟ ସମ୍ପ୍ରଦାୟ
author img

By

Published : May 3, 2022, 2:08 PM IST

କେନ୍ଦ୍ରାପଡ଼ା: ଆଜି ଭାଇଚାରାର ପର୍ବ ଇଦ୍ । କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ମୁସଲିମ ସମ୍ପ୍ରଦାୟ ପକ୍ଷରୁ ବଡ଼ ଧୁମଧାମରେ ପବିତ୍ର ଇଦ୍ ପାଳନ ହୋଇଯାଇଛି । ଦୁଇ ବର୍ଷର ବ୍ୟବଧାନ ପରେ ସାମୂହିକ ପର୍ବ ପାଳନକୁ ଅନୁମତି ମିଳିଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି ।

Eid-Ul-Fitr 2022:ଭାଇଚାରାର ବାର୍ତ୍ତା ବାଣ୍ଟିଲେ ଉଭୟ ସମ୍ପ୍ରଦାୟ

ଦୀର୍ଘ ଏକ ମାସଧରି ରୋଜା ରଖିବା ପରେ ଆଜି ଇଦ୍ ପର୍ବ ପାଳିତ ହୋଇଛି । ସକାଳୁ କେନ୍ଦ୍ରାପଡ଼ା ସହର ପୁରୁଣା ବସଷ୍ଟାଣ୍ଡ ଠାରେ ଥିବା ଜାମା ମସଜିଦ, ଫକିରାବାଦ, ଦିଲାରପୁର, ରାଜା ମସଜିଦ ଓ ଜିଲ୍ଲାରେ ଥିବା ଅନ୍ୟାନ୍ୟ ମସଜିଦରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ସମୂହ ନମାଜ ପାଠ କରାଯାଇଥିଲା ।

ମୁସଲିମ ଶ୍ରଦ୍ଧାଳୁ ମାନେ ପରସ୍ପରକୁ ଇଦ୍‌ ଶୁଭେଚ୍ଛା ଜଣାଇବା ସହ ନିଜ ନିଜ ଘରେ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିଛନ୍ତି । କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା ଓ ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା ମୁସଲିମ ସମ୍ପ୍ରଦାୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.