ETV Bharat / state

ଆଜିଠୁ ଇକୋ ରିଟ୍ରିଟ, ସଜେଇ ହୋଇଛି ଭିତରକନିକା - eco retreat festival

ଆଉ କିଛି ସମୟ ପରେ ଆରମ୍ଭ ହେବ ଭିତରକନିକା ଇକୋ ରିଟ୍ରିଟ ମହୋତ୍ସବ । ଏହାକୁ ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିବାକୁ ଥିବା ବେଳେ ଭିରରକନିକାର ନଳିତା ପାଟିଆ ଠାରେ ପହଞ୍ଚଲେଣି ନେତା ଠୁ ଜନତା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଆଜିଠୁ ଇକୋ ରିଟ୍ରିଟ, ସଜେଇ ହୋଇଛି ଭିତରକନିକା
ଆଜିଠୁ ଇକୋ ରିଟ୍ରିଟ, ସଜେଇ ହୋଇଛି ଭିତରକନିକା
author img

By

Published : Dec 9, 2020, 12:02 PM IST

କେନ୍ଦ୍ରାପଡା: ବାସ୍ କିଛି ସମୟର ଅପେକ୍ଷା । ପର୍ଯ୍ୟଟକଙ୍କୁ ଆନନ୍ଦର ସମ୍ଭାର ଦେବାକୁ ଆରମ୍ଭ ହୋଇଯିବ ଇକୋ ରିଟ୍ରିଟ । ଚନ୍ଦ୍ରଭାଗା ବେଳାଭୂମି ଠୁ ଆରମ୍ଭ କରି ରାଜ୍ୟର 5ଟି ସ୍ଥାନରେ ଆୟୋଜିତ ହେଉଛି ଇକୋ ରିଟ୍ରିଟ । ଭର୍ଚୁଆଲ ମାଧ୍ୟରେ ଏହି ମହୋତ୍ସବକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜିଠୁ ଇକୋ ରିଟ୍ରିଟ, ସଜେଇ ହୋଇଛି ଭିତରକନିକା

ଚଳିତଥର ପ୍ରଥମଥର ପାଇଁ କେନ୍ଦ୍ରାପଡାର ଭିତରକନିକାରେ ଇକୋ ରିଟ୍ରିଟ ହେଉଥିବାରୁ ଲୋକଙ୍କ ମନରେ ଖୁସି କହିଲେ ନସରେ । ଆଉ ନଳିତା ପାଟିଆକୁ ଲାଗିଲାଣି ନେତାଠୁ ଜନତା । ବିଶ୍ବ ପ୍ରସିଦ୍ଧ ଭିତରକନିକାର ଶୋଭା ବର୍ଦ୍ଧନ କରୁଥିବା ଗୋରୀ କୁମ୍ଭୀର ଦେଖିବା ସହ ଏଠାକାର ବଗଗହନ ଓ ବିଭିନ୍ନ ପ୍ରକାର ପ୍ରାକୃତିକ ପରିବେଶର ମଜ୍ଜା ଉଠାଇ ପାରିବେ ପର୍ଯ୍ୟଟକ । ଏଥିପାଇଁ ସମସ୍ତ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.