ETV Bharat / state

ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ - student

ସଦର ଥାନାର ଦୁହୁରିଆ ନିକଟରେ ଥିବା ଏକ ଘରୋଇ କଲେଜର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Jul 2, 2019, 11:11 PM IST

Updated : Jul 2, 2019, 11:17 PM IST

କେନ୍ଦ୍ରାପଡା: ସଦର ଥାନାର ଦୁହୁରିଆ ନିକଟରେ ଥିବା ଏକ ଘରୋଇ କଲେଜର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ୍ୟୁର କାରଣ ଅସ୍ପଷ୍ଟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ନୟନବିହାରରେ ଥିବା ହଷ୍ଟେଲ(ଛାତ୍ରୀନିବାସ)ରେ ସନ୍ଧ୍ୟା ସମୟରେ ଛାତ୍ରୀମାନେ ପ୍ରାର୍ଥନା କରୁଥିବା ସମୟରେ ହଷ୍ଟେଲର ପରିଚାଳିକା ଛାତ୍ରୀଜଣଙ୍କ ଆତ୍ମହତ୍ୟା କରିଥିବା ଜାଣି ଜିଲ୍ଲା ଚିକିତ୍ସାଳୟକୁ ନେଇଥିଲେ । ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ଘୋଷଣା ପରେ ତାଙ୍କୁ ଡାକ୍ତରଖାନା ଆଣି ଆସିଥିବା ପରିଚାଳିକା ଜଣଙ୍କ ସେଠାରୁ ଫେରାର ହୋଇଯାଇଥିଲେ ।

ଫଳରେ ସାଙ୍ଗରେ ଆସିଥିବା ଅନ୍ୟ ଛାତ୍ରୀମାନଙ୍କୁ ଅଟକ ରଖି ପୋଲିସ ଏହି ମୃତ୍ୟୁ ସମ୍ପର୍କରେ ତଦନ୍ତ ଚଳାଇଛି । ତେବେ ଛାତ୍ରୀଟିର ପରିଚୟ ସ୍ପଷ୍ଟ ହୋଇନାହିଁ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:02.07.2019
Radhakanta Mohanty, Kendrapada
Slug-od_kpr_02_suspected death_script_7204459
Anchor_କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦୁହୁରିଆ ନିକଟରେ ଥିବା ଏକ ଘରୋଇ ବେସରକାରୀ କଲେଜର ଜନୈକା +୨ ବିଜ୍ଞାନ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି।ଉକ୍ତ ଛାତ୍ରୀଜଣଙ୍କ ଦୁହୁରିଆରେ ଥିବା ଘରୋଇ ଟାଗୋର ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ।ଆଜି ସନ୍ଧ୍ୟାରେ ନୟନବିହାରରେ ଥିବା ହଷ୍ଟେଲ(ଛାତ୍ରୀନିବାସ)ରେ ଛାତ୍ରୀମାନେ ସନ୍ଧ୍ୟା ପ୍ରାର୍ଥନା କରୁଥିବା ବେଳେ ହଷ୍ଟେଲର ପରିଚାଳିକା ଜନୈକା ଛାତ୍ରୀ ଆତ୍ମହତ୍ୟା କରିଥିବା ଜାଣି କିଛି ଛାତ୍ରୀଙ୍କୁ ଡାକ ପକାଇଥିଲେ ଓ ପରେ ଛାତ୍ରୀ ମାନଙ୍କ ସହ ଉକ୍ତ ଛାତ୍ରୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ।ତେବେ ସେଠାରେ ଡାକ୍ତର ଛାତ୍ରୀ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଛାତ୍ରୀ ଜଣଙ୍କୁ ଆଣିଥିବା ପରିଚାଳିକା ଜଣଙ୍କ ସେଠାରୁ ଫେରାର ହୋଇଯାଇଥିଲେ।ଫଳରେ ସାଙ୍ଗରେ ଆସିଥିବା ଅନ୍ୟ ଛାତ୍ରୀମାନଙ୍କୁ ଅଟକ ରଖି ପୋଲିସ ଏହି ମୃତ୍ୟୁ ସମ୍ପର୍କରେ ତଦନ୍ତ ଚଳାଇଛି।ଏପର୍ଯ୍ୟନ୍ତ ଛାତ୍ରୀଜଣଙ୍କର ପରିଚୟ ସ୍ପଷ୍ଟ ହୋଇନଥିବା ପୋଲିସ କହିଛି।Body:BreakingConclusion:Breaking
Last Updated : Jul 2, 2019, 11:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.