ETV Bharat / state

ଶିଶୁ ଦିବସରେ ଶିଶୁ ସୁରକ୍ଷା ନେଇ ଶପଥ ପାଠ

କେନ୍ଦ୍ରାପଡାରେ ଶିଶୁ ସୁରକ୍ଷା ଶପଥ ପାଠ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସାମିଲ । ଶିଶୁମାନଙ୍କ ପ୍ରତି ବଢୁଥିବା ବିପଦକୁ ସମସ୍ତ ସରକାରୀ କର୍ମଚାରୀମାନେ ବିରୋଧ କରିଥିଲା । ଆଗକୁ ପଢନ୍ତୁ...

ଶିଶୁ ସୁରକ୍ଷା ଶପଥ ପାଠ
author img

By

Published : Nov 14, 2019, 11:04 PM IST

କେନ୍ଦ୍ରାପଡା: ଶିଶୁ ଦିବସ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଉନ ହଲରେ ଏକ ଶିଶୁ ଦିବସ କାର୍ଯ୍ୟକ୍ରମ ଓ ଶିଶୁ ସୁରକ୍ଷା ଶପଥ ପାଠ କରାଯାଇଛି ।

ଶିଶୁ ସୁରକ୍ଷା ଶପଥ ପାଠ

ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ମାନଙ୍କ ଦ୍ବାରା ଏକ ସୁନ୍ଦର ରାଷ୍ଟ୍ରର ପରିକଳ୍ପନା କରାଯାଇପାରିବ । ଶିଶୁ ହସିଲେ ଦୁନିଆ ହସିବ ବୋଲି ବକ୍ତବ୍ୟ ରଖିଥିଲେ।

ସେହିପରି ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ ଶିଶୁ ସୁରକ୍ଷା ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଶିଶୁମାନଙ୍କ ପ୍ରତି ବଢୁଥିବା ବିପଦକୁ ସମସ୍ତ ସରକାରୀ କର୍ମଚାରୀ ମାନଙ୍କ ଦ୍ବାରା ବିରୋଧ କରାଯାଇଥିଲା । ଏହାସହ ଅନେକ ସମୟରେ ଶିଶୁକନ୍ୟାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ଅସଦାଚରଣକୁ ବିରୋଧ କରିବେ ବୋଲି କର୍ମଚାରୀ ମାନେ ଶପଥ ନେଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:14.11.2019
Radhakanta Mohanty, Kendrapada
Slug-od_kpr_01_childrens day_script_7204459
Anchor-ଆଜି ସାରା ଭାରତ ପାଳନ କରୁଛି ଜବାହରଲାଲ ନେହେରୁଙ୍କ ଜୟନ୍ତୀ ଓ ଶିଶୁଦିବସ।ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଉନ ହଲରେ ଏକ ଶିଶୁଦିବସ କାର୍ଯ୍ୟକ୍ରମ ଓ ଶିଶୁ ସୁରକ୍ଷା ଶପଥ ପାଠ କରାଯାଇଛି।ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିଶୁ ମାନଙ୍କ ଦ୍ୱାରା ଏକ ସୁନ୍ଦର ରାଷ୍ଟ୍ରର ପରିକଳ୍ପନା କରାଯାଇପାରିବ,ଶିଶୁ ହସିଲେ ଦୁନିଆ ହସିବ ବୋଲି ବକ୍ତବ୍ୟ ରଖିଥିଲେ।ସେହିପରି ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ ଶିଶୁ ସୁରକ୍ଷା ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଶିଶୁମାନଙ୍କ ପ୍ରତି ବଢୁଥିବା ବିପଦକୁ ସମସ୍ତ ସରକାରୀ କର୍ମଚାରୀ ମାନଙ୍କ ଦ୍ୱାରା ବିରୋଧର ଶପଥ କରିବା ସହ ଅନେକ ସମୟରେ ଦେଖାଯାଉଥିବା ଶିଶୁ କନ୍ୟା ମାନଙ୍କ ଉପରେ ଅତ୍ୟାଚାର ଓ ଅସଦାଚରଣ କୁ ବିରୋଧ କରିବେ ବୋଲି କର୍ମଚାରୀ ମାନେ ଶପଥ ନେଇଥିଲେ।ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁ ମାନଙ୍କ ଦ୍ୱାରା ଆଜିର କାର୍ଯ୍ୟକ୍ରମକୁ ଆୟୋଜନ, ସଞ୍ଚାଳନ କରାଯାଇଥିଲା।Body:2Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.