ETV Bharat / state

କେନ୍ଦ୍ରାପଡାରେ ସିଏଏ ସମର୍ଥନ ରାଲି - ସିଏଏ ସମର୍ଥନ ରାଲି

ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ବିଜେପି ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଛି । ବିରୋଧି ନାଗରିକତା ସଂଶୋଧନ ଆଇନ ବା CAA ବିରୋଧରେ ଯେଉଁ ଅପପ୍ରଚାର ଚଳାଇଛନ୍ତି ତାହାକୁ ନେଇ ଲୋକଙ୍କୁ ସଚେତନ କରାଇବା ଏହି ଶୋଭାଯାତ୍ରାର ଉଦ୍ଦେଶ୍ୟ । ଅଧିକ ପଢନ୍ତୁ...

CAA support rally organised in kendrapara
କେନ୍ଦ୍ରାପଡାରେ ସିଏଏ ସମର୍ଥନ ରାଲି
author img

By

Published : Jan 14, 2020, 5:40 PM IST

କେନ୍ଦ୍ରାପଡା: ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ବିଜେପି ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଛି । ବିରୋଧି ନାଗରିକତା ସଂଶୋଧନ ଆଇନ ବା CAA ବିରୋଧରେ ଯେଉଁ ଅପପ୍ରଚାର ଚଳାଇଛନ୍ତି ତାହାକୁ ନେଇ ଲୋକଙ୍କୁ ସଚେତନ କରାଇବା ଏହି ଶୋଭାଯାତ୍ରାର ଉଦ୍ଦେଶ୍ୟ ବୋଲି କହିଛନ୍ତି ବିଜେପି ଜିଲ୍ଲା ସଭାପତି କିଶୋର ଚନ୍ଦ୍ର ପଣ୍ଡା ।

କେନ୍ଦ୍ରାପଡାରେ ସିଏଏ ସମର୍ଥନ ରାଲି

ଅନ୍ୟପକ୍ଷେ ଏହି ସମ୍ମିଳନୀ ପାଇଁ ବିଜେପିକୁ ଅନୁମତି ଦିଆଯାଇନଥିବା ଅଭିଯୋଗ ହୋଇଥିବା ବେଳେ ବିଶୃଙ୍ଖଳା ଆଶଙ୍କା କରି ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏହି ସମର୍ଥନ ଶୋଭାଯାତ୍ରା ତିନିମୁହାଣୀ ରାମ ମନ୍ଦିର ନିକଟରୁ ବାହାରି ଗୋପସ୍ଥିତ ରାମ ମନ୍ଦିର ପର୍ଯ୍ୟନ୍ତ ଚାଲିବାକୁ କାର୍ଯ୍ୟକ୍ରମ ଥିଲା । ମାତ୍ର ପୋଲିସ ପ୍ରଶାସନର ହସ୍ତକ୍ଷେପ ଫଳରେ ଏହାକୁ ସ୍ଥଗିତ ରଖାଯାଇ ତିନିମୁହାଣୀ ଛକ ନିକଟରେ ଏକ ସାଧାରଣ ସଭା କରାଯାଇ ଲୋକମାନଙ୍କୁ CAA ବିଷୟରେ ଅବଗତ କରାଯାଇଥିଲା।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତିଙ୍କ ରିପୋର୍ଟ, ଇଟିଭି ଭାରତ

Intro:14.01.2020
Radhakanta Mohanty, Kendrapada
Slug-od_kpr_bjp caa_script_7204459
Anchor-ନାଗରିକ ସଂଶୋଧନ ଆଇନକୁ ସମର୍ଥନ କରି ଆଜି ବିଜେପି ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା।ବିରୋଧିମାନେ ନାଗରିକ ସଂଶୋଧନ ଆଇନ ବା CAA ବିରୋଧରେ ଯେଉଁ ଅପପ୍ରଚାର ଚଳାଇଛନ୍ତି ତାହାକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଲୋକମାନଙ୍କୁ ସଚେତନ କରାଇବା ଏହି ଶୋଭାଯାତ୍ରାର ଉଦ୍ଦେଶ୍ୟ ବୋଲି କହିଛନ୍ତି ବିଜେପି ଜିଲ୍ଲା ସଭାପତି କିଶୋର ଚନ୍ଦ୍ର ପଣ୍ଡା।ସେହିପରି ଏହି ଶୋଭାଯାତ୍ରା ବା ଲୋକ ମାନଙ୍କ ସମ୍ମିଳନୀ ପାଇଁ ବିଜେପିକୁ ଅନୁମତି ଦିଆଯାଇନଥିବା ଓ ଏକ ବିଶୃଙ୍ଖଳା ଆଶଙ୍କା କରି ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।ଏହି ସମର୍ଥନ ଶୋଭାଯାତ୍ରାଟି ତିନିମୁହାଣୀ ରାମ ମନ୍ଦିର ନିକଟରୁ ବାହାରି ଗୋପସ୍ଥିତ ରାମ ମନ୍ଦିର ପର୍ଯ୍ୟନ୍ତ ଚାଲିବାକୁ କାର୍ଯ୍ୟକ୍ରମ ଥିଲେ ମଧ୍ୟ ପୋଲିସ ପ୍ରଶାସନର ହସ୍ତକ୍ଷେପ ଫଳରେ ଏହାକୁ ସ୍ଥଗିତ ରଖାଯାଇ ତିନିମୁହାଣୀ ଛକ ନିକଟରେ ଏକ ସାଧାରଣ ସଭା କରାଯାଇ ଲୋକମାନଙ୍କୁ CAA ବିଷୟରେ ଅବଗତ କରାଯାଇଥିଲା।
Body:Byt-କିଶୋର ଚନ୍ଦ୍ର ପଣ୍ଡା(ବିଜେପି ଜିଲ୍ଲା ସଭାପତି,କେନ୍ଦ୍ରାପଡ଼ା)Conclusion:Sent Through Wrap
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.