କେନ୍ଦ୍ରାପଡା: ବିଜେପିକୁ ଫେରିଛନ୍ତି ବିଜୟ ମହାପାତ୍ର। ଦଳକୁ ପୁଣି ଥରେ ବିଜୟ ଫେରିବା ପରେ ଜିଲ୍ଲା ରାଜନୀତି ରୋଚକ ମୋଡରେ ପହଞ୍ଚିଛି। ଗତ ନଭେମ୍ବର ୩୦ରେ ବିଜୟ ମହାପାତ୍ର ବିଜେପି ଛାଡିଥିଲେ। ଯାହାକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ଅଦିନିଆ ଦୀପାବଳୀ ପାଳନ ହେବା ସହ ବିଜୟଙ୍କୁ ତାତ୍ସଲ୍ୟ କରାଯାଇଥିଲା। ଦଳ ଛାଡିବା ସମୟରେ ବିଜୟଙ୍କୁ ତାତ୍ସଲ୍ୟ କରିଥିବା ଜିଲ୍ଲାର ନେତାମାନେ ଏବେ ଦୋଛକିରେ ପଡିଥିବା କୁହାଯାଉଛି । ତେବେ ଏନେଇ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୂବୋନମୋହନ ଜେନାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ରାଧାକାନ୍ତ ମହାନ୍ତି ।
ବିଜୟ ମହାପାତ୍ରଙ୍କ ଘର ବାହୁଡା, ଦୋଛକିରେ ଜିଲ୍ଲା ବିଜେପି - member
ବିଜେପିକୁ ଫେରିଛନ୍ତି ବିଜୟ ମହାପାତ୍ର। ଦଳକୁ ପୁଣି ଥରେ ବିଜୟ ଫେରିବା ପରେ ଜିଲ୍ଲା ରାଜନୀତି ରୋଚକ ମୋଡରେ ପହଞ୍ଚିଛି। ଦଳ ଛାଡିବା ସମୟରେ ବିଜୟଙ୍କୁ ତାତ୍ସଲ୍ୟ କରିଥିବା ଜିଲ୍ଲାର ନେତାମାନେ ଏବେ ଦୋଛକିରେ ପଡିଥିବା କୁହାଯାଉଛି।
କେନ୍ଦ୍ରାପଡା: ବିଜେପିକୁ ଫେରିଛନ୍ତି ବିଜୟ ମହାପାତ୍ର। ଦଳକୁ ପୁଣି ଥରେ ବିଜୟ ଫେରିବା ପରେ ଜିଲ୍ଲା ରାଜନୀତି ରୋଚକ ମୋଡରେ ପହଞ୍ଚିଛି। ଗତ ନଭେମ୍ବର ୩୦ରେ ବିଜୟ ମହାପାତ୍ର ବିଜେପି ଛାଡିଥିଲେ। ଯାହାକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ଅଦିନିଆ ଦୀପାବଳୀ ପାଳନ ହେବା ସହ ବିଜୟଙ୍କୁ ତାତ୍ସଲ୍ୟ କରାଯାଇଥିଲା। ଦଳ ଛାଡିବା ସମୟରେ ବିଜୟଙ୍କୁ ତାତ୍ସଲ୍ୟ କରିଥିବା ଜିଲ୍ଲାର ନେତାମାନେ ଏବେ ଦୋଛକିରେ ପଡିଥିବା କୁହାଯାଉଛି । ତେବେ ଏନେଇ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୂବୋନମୋହନ ଜେନାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ରାଧାକାନ୍ତ ମହାନ୍ତି ।
Bhubaneswar: The BJD on Wednesday fielded Odia film star and its Rajya Sabha MP Anubhav Mohanty against BJP national vice-president and spokesperson and four-time MP Baijayant Panda in Kendrapara Lok Sabha seat, party sources said.
Panda had quit BJD last year following differences of opinion with Chief Minister and BJD chief Naveen Patnaik and had joined the saffron party earlier this month.
Mohanty is among the nine nominees announced by the BJD, which denied rickets to six of its sitting MPs, the sources said.
The sitting BJD MPs who have been denied tickets are Prasanna Patsani (Bhubaneswar), Nagendra Pradhan (Sambalpur), Kulamani Samal (Jagatsinghpur), Ramchandra Hansda (Mayurbhanj), Arjun Sethi (Bhadrak) and Rita Tarai (Jajpur)
Conclusion: