ETV Bharat / state

ପାଟକୁରା ଫାଇଟ: ପ୍ରଚାର ମଇଦାନରେ ବୈଜୟନ୍ତ - bijay mohapatra

ପାଟକୁରା ଲେଢେଇ ନେଇ ଶୁକ୍ରବାର ମଇଦାନକୁ ଓହ୍ଲାଇଛନ୍ତି ବୈଜୟନ୍ତ । ଯାହାକୁ ନେଇ ସରଗରମ ରାଜ୍ୟ ରାଜନୀତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Jul 12, 2019, 4:36 PM IST

କେନ୍ଦ୍ରାପଡା: ପ୍ରଚାର ମଇଦାନରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ପାଟକୁରା ଲେଢେଇ ନେଇ ଆଜି(ଶୁକ୍ରବାର) ମଇଦାନକୁ ଓହ୍ଲାଇଛନ୍ତି ବୈଜୟନ୍ତ । ଯାହାକୁ ନେଇ ସରଗରମ ରାଜ୍ୟ ରାଜନୀତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଆଜି(ଶୁକ୍ରବାର) ଅପରାହ୍ନରେ ବୈଜୟନ୍ତ ନିଜ ଆଦର୍ଶ ପଞ୍ଚାୟତ ଗୋଲରାହାଟରୁ ଆରମ୍ଭ କରିଥିଲେ ପ୍ରଚାର । ପ୍ରଥମେ ତିଲକପୁର ପରେ ପଣ୍ଡିତପାଟଣା, ଦୁମୁକା ଦୁମୁକାହାଟ, ଗୋଲରାହାଟ ବସ୍ତି, ଡେରାବିଶ୍ ବଜାର, ଚଷାଖଣ୍ଡ, କାଜିପୁରପାଟଣା ଗାଁର ଘର ଘର ବୁଲି ପ୍ରଚାର କରିଥିଲେ ।

ତେବେ ବିଜୟ ମହାପାତ୍ର ବହୁ ଭୋଟ ବ୍ୟବଧାନରେ ବିଜୟୀ ହେବା ସହ ସେ ଜଣେ ଉପଯୁକ୍ତ ପ୍ରାର୍ଥୀ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ବୈଜୟନ୍ତ । ଏହାସହ ବିଜେପିର ଭୋଟହାର ଗତ ଲୋକସଭା ନିର୍ବାଚନରେ 10 ପ୍ରତିଶତ ବଢିଥିବା କହିଥିଲେ ବୈଜୟନ୍ତ ।

ଏଠାରେ ସୂଚନାଯୋଗ୍ୟ, ଗତକାଲି (ଗୁରୁବାର) ବିଜେପି ପ୍ରଭାରୀ ଅରୁଣ ସିଂହଙ୍କ ସାମ୍ବାଦିକ ସମ୍ମିଳନୀ ପରେ ବିଜେପି ତାର 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଥିଲା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:12.07.2019
Radhakanta Mohanty, Kendrapada
Slug-od_kpr_02_baijayanta_script_7204459
Anchor-ପାଟକୁରା ପ୍ରଚାର ମଇଦାନରେ ବୈଜୟନ୍ତ।ଗତକାଲି ବିଜେପି ପ୍ରଭାରୀ ଅରୁଣ ସିଂହଙ୍କ ସାମ୍ବାଦିକ ସମ୍ମିଳନୀ ପରେ ବିଜେପି ଜାରି କରିଥିବା ୪୦ଜଣିଆ ଷ୍ଟାର ପ୍ରଚାରକର ମଙ୍ଗ ଧରିବା ପାଇଁ ଆଜି ବୈଜୟନ୍ତଙ୍କର ମଇଦାନକୁ ଓହ୍ଲାଇବା ପ୍ରଚାର ସରଗରମ କରିଛି।ଆଜି ଅପରାହ୍ନରେ ବୈଜୟନ୍ତ ନିଜ ଆଦର୍ଶ ପଞ୍ଚାୟତ ଗୋଲରାହାଟରୁ ପ୍ରଚାର ଆରମ୍ଭ କରିଛନ୍ତି।ବୈଜୟନ୍ତ ପ୍ରଥମେ ତିଲକପୁରରୁ ପ୍ରଚାର ଆରମ୍ଭ କରି ପଣ୍ଡିତପାଟଣା,ଦୁମୁକା ଦୁମୁକାହାଟ, ଗୋଲରାହାଟ ବସ୍ତି,ଡେରାବିଶ୍ ବଜାର,ଚଷାଖଣ୍ଡ, କାଜିପୁରପାଟଣା ଗାଁର ଘରକୁ ଘର ବୁଲି ପ୍ରଚାର କରିଛନ୍ତି।ବିଜୟ ମହାପାତ୍ର ବହୁ ଭୋଟ ବ୍ୟବଧାନରେ ବିଜୟୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିବା ସହ ବିଜେପିର ଭୋଟ ହାର ଗତ ଲୋକସଭା ନିର୍ବାଚନରେ ୧୦%ବଢିଥିବା କହିଛନ୍ତି ବୈଜୟନ୍ତ।ଏହାସହ ଗତକାଲି କେନ୍ଦ୍ରାପଡ଼ା ଲୋକସଭା ସାଂସଦ ଅନୁଭବ ମହାନ୍ତି ବୈଜୟନ୍ତଙ୍କର ଦିଲ୍ଲୀ ସରକାରୀ ଘର ଉପରେ କବ୍ଜା କରିବା ଅଭିଯୋଗକୁ ଭିତ୍ତିହୀନ କହିବା ସହ ସେ ସରକାରୀ ଘର ଛାଡିସାରିଛନ୍ତି ଅନ୍ୟ ସାଂସଦମାନେ ଆସି ସେହି ଘର ଦେଖି ଯାଇଥିବା ମଧ୍ୟ କହିଛନ୍ତି।ଉକ୍ତ ଘରେ ବୈଜୟନ୍ତଙ୍କର ଜେନେରେଟର ଓ କ୍ୟାବିନ ରହିଛି ଓ ଏହାକୁ ସିଫ୍ଟ କରିବା ପାଇଁ ଟିକିଏ ସମୟ ଲାଗୁଛି ବୋଲି ପ୍ରତିକ୍ରିୟାରେ କହିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।
Byt-ବୈଜୟନ୍ତ ପଣ୍ଡା(ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୁର୍ବତନ ସାଂସଦ)Body:BreakingConclusion:Breaking
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.