ETV Bharat / state

ଡାକ୍ତରଖାନାକୁ ଅନୁଭବଙ୍କ ଅଚାନକ ଗସ୍ତ, ପରଖିଲେ ପରିସ୍ଥିତି

author img

By

Published : Sep 3, 2019, 10:42 AM IST

ସ୍ବାସ୍ଥ୍ୟସେବାକୁ ନେଇ ତତ୍ପର ସାଂସଦ ଅନୁଭବ ମହାନ୍ତି ରବିବାର ବିଳମ୍ବିତ ରାତିରେ ସେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟକୁ ଅଚାନକ ଗସ୍ତ କରିଥିଲେ । ଚିକିତ୍ସାଳୟରେ ବିଭିନ୍ନ ପ୍ରକାରର ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ଫଟୋ ସୌଜନ୍ୟ :ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ସ୍ବାସ୍ଥ୍ୟସେବାକୁ ନେଇ ତତ୍ପର ସାଂସଦ ଅନୁଭବ ମହାନ୍ତି । ଏହି କ୍ରମରେ ରବିବାର ବିଳମ୍ବିତ ରାତିରେ ସେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟକୁ ଅଚାନକ ଗସ୍ତ କରିଥିଲେ । ସେଠାରେ ବିଭିନ୍ନ ପ୍ରକାରର ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏଥିସହିତ ଡ୍ୟୁଟିରେ ଥିବା ଡାକ୍ତରଙ୍କ ସହ ଆଲୋଚନା କରି ସ୍ଥାନୀୟ ଯୁବକଙ୍କୁ ନେଇ ଏକ ଟିମ ଗଠନ କରିବା ସହ ଲୋକମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, କେନ୍ଦ୍ରାପଡା

ସୂଚନାନୁସାରେ, ଗତ କିଛି ଦିନ ତଳେ ଅନୁଭବ ଅଚାନକ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରିଥିଲେ । ଗସ୍ତ ସମୟରେ ସେ ସିଡିଏମଓ, କର୍ମଚାରୀ ଓ ରୋଗୀଙ୍କ ସହ ଆଲୋଚନା କରିଥିଲେ । ଚିକିତ୍ସାଳୟର କର୍ମଚାରୀମାନେ ଚିକିତ୍ସା ପାଇଁ ଟଙ୍କା ମାଗୁଥିବା ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗକୁ ଅନୁଭବ ଟ୍ବିଟର ଓ ଫେସବୁକ ଜରିଆରେ ସେୟାର କରିଥିଲେ ।

ANUBHAV MOHANTY SURPRISE VISIT
ଫଟୋ ସୌଜନ୍ୟ : ସୋସିଆଲ ମିଡିଆ@AnubhavMohanty_
ANUBHAV MOHANTY SURPRISE VISIT
ଫଟୋ ସୌଜନ୍ୟ : ସୋସିଆଲ ମିଡିଆ@AnubhavMohanty_

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭ ଭାରତ

Intro:03.09.2019
Radhakanta Mohanty,Kendrapada
Slug-od_kpr_01_anubhab visit_script_7204459
Anchor-ସ୍ୱାସ୍ଥ୍ୟ ସେବାକୁ ନେଇ ତତ୍ପର ହୋଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି।ଗତ କିଛିଦିନ ତଳେ ଅଚାନକ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି ସିଡିଏମଓ,କର୍ମଚାରୀ ଓ ରୋଗୀଙ୍କ ସହ ଆଲୋଚନା କରିବା ପରେ ଚିକିତ୍ସାଳୟ କର୍ମଚାରୀ ଟଙ୍କା ମାଗିବା କଥା ଅଭିଯୋଗ କରିଥିଲେ ରୋଗୀ ଏବଂ ସମ୍ପର୍କୀୟ ଯାହାକୁ ଟ୍ୱିଟର ଓ ଫେସବୁକ ମାଧ୍ୟମରେ ସେୟାର କରିଥିଲେ ଅନୁଭବ।ସେହିପରି ଗତକାଲି ବିଳମ୍ବିତ ରାତିରେ ଅନୁଭବ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟକୁ ଅଚାନକ ଗସ୍ତକରି ସେଠାକାର ଅବ୍ୟବସ୍ଥା ଦେଖି ଅସନ୍ତୋଷ ବ୍ୟକ୍ତ କରିଥିଲେ।ଏଥିସହ ଡ୍ୟୁଟିରେ ଥିବା ଡାକ୍ତରଙ୍କ ସହ ଆଲୋଚନା କରିବା ପରେ ସ୍ଥାନୀୟ ଯୁବକ ମାନଙ୍କୁ ନେଇ ଏକ ଟିମ ଗଠନ କରି ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ।
Byte-ଅନୁଭବ ମହାନ୍ତି(ସାଂସଦ,କେନ୍ଦ୍ରାପଡ଼ା)Body:2Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.