ETV Bharat / state

ବେଇମାନୀ ଓ ସ୍ବାଭିମାନୀ ଭିତରେ ହେବ ପ୍ରତିଦ୍ବନ୍ଦ୍ବିତା: ଅନୁଭବ - Roadshow

ଚତୁର୍ଥ ପର୍ଯ୍ୟାୟ ନିର୍ବାଚ ପାଖେଇ ଆସୁଥିବାବେଳେ ଏହାକୁ ନେଇ ନିଜ ପ୍ରଚାରକୁ ଜୋରଦାର କରିଛନ୍ତି କେନ୍ଦ୍ରାପଡା ଲୋକସଭା ଆସନରୁ ଛିଡା ହୋଇଥିବା ବିଜେଡି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Apr 19, 2019, 8:34 AM IST

କେନ୍ଦ୍ରାପଡା: ବିଜେଡ଼ି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ମେଗା ରୋଡ଼ ସୋ। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଖେଇ ଆସୁଥିବାବେଳେ ଏହାକୁ ନେଇ ନିଜ ପ୍ରଚାରକୁ ଜୋରଦାର କରିଛନ୍ତି କେନ୍ଦ୍ରାପଡା ଲୋକସଭା ଆସନରୁ ଛିଡା ହୋଇଥିବା ବିଜେଡି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି। ଏହି ରୋଡ଼ ସୋରେ ନବୀନ ଯୁବ ସଦସ୍ୟମାନେ ଉପସ୍ଥିତ ରହି ପାଟକୁରା ଜନସାଧାରଣଙ୍କୁ ବିଜେଡ଼ି ସପକ୍ଷରେ ଭୋଟ ମାଗିଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଏହି ରୋଡ଼ ସୋ ରେ ନିଜକୁ ମୁଁ ଜଣେ ନେତା, ବିଜେଡିର ଶୃଙ୍ଖଳିତ କର୍ମୀ ବୋଲି କହିଛନ୍ତି ଅନୁଭବ ମହାନ୍ତି। ଲୋପାଟଣା ହାଟ ପଡିଆ ଠାରୁ ଆରମ୍ଭ ହୋଇ ପେଣ୍ଠ ହନୁମାନ ମନ୍ଦିର ନିକଟରେ ଶେଷ ହୋଇଥିଲା। ଏଥିରେ କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ସମେତ ବିଜେଡିରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡା,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ରଥ ମଧ୍ୟ ଯୋଗ ଦେଇ ଭୋଟଭିକ୍ଷା କରିଥିଲେ।

ତେବେ ପ୍ରଚାର ବେଳେ ବେଇମାନ ଓ ଅହଙ୍କାରୀ ନେତାଙ୍କୁ କେନ୍ଦ୍ରାପଡ଼ା ଭୋଟର ଉଚିତ ଶିକ୍ଷା ଦେବା କଥା ଦୋହରାଇ ଲୋକଙ୍କୁ ଭୋଟ ଭିକ୍ଷା କରିଛନ୍ତି। ଅନ୍ୟପଟେ ଗତ ବୁଧବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବୈଜୟନ୍ତ ଓ ବିଜୟ କରିଲୋପାଟଣାଠାରେ ବିଜେଡ଼ି ଉପରେ ଆଟାକ କରିଥିଲେ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.