ETV Bharat / state

କେନ୍ଦ୍ରାପଡାରେ 'ପୁଣିଥରେ ନବୀନ' କାର୍ଯ୍ୟକ୍ରମ - patkura

"ପୁଣିଥରେ ନବୀନ"। ରାଜ୍ୟ ଶାସନରେ ପଞ୍ଚମ ଥର ପାଇଁ ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଶାସନ ଗାଦିରେ ବସାଇବା ଲକ୍ଷ୍ୟରେ ଦଳର ସମସ୍ତ କର୍ମୀ। ରବିବାର ଅପରାହ୍ନରେ କେନ୍ଦ୍ରାପଡ଼ା ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାନ୍ଦୋଳ ଖରିଦାସାହି ଛକ ନିକଟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Mar 4, 2019, 2:31 AM IST

କେନ୍ଦ୍ରାପଡା: "ପୁଣିଥରେ ନବୀନ"। ରାଜ୍ୟ ଶାସନରେ ପଞ୍ଚମ ଥର ପାଇଁ ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଶାସନ ଗାଦିରେ ବସାଇବା ଲକ୍ଷ୍ୟରେ ଦଳର ସମସ୍ତ କର୍ମୀ। ରବିବାର ଅପରାହ୍ନରେ କେନ୍ଦ୍ରାପଡ଼ା ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାନ୍ଦୋଳ ଖରିଦାସାହି ଛକ ନିକଟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ସଭାପତି ତେଜେଶ୍ୱର ପରିଡାଙ୍କ ନେତୃତ୍ୱରେ "ପୁଣିଥରେ ନବୀନ" କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀର ପ୍ରାୟ ୫୦୦୦ରୁ ଉର୍ଦ୍ଧ୍ଵ ମହିଳା, ପୁରୁଷ ଯୋଗଦେଇ ନବୀନ ପଟ୍ଟନାୟକଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ଶପଥ ନେଇଥିଲେ। ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ସଭାପତି ତେଜେଶ୍ୱର ପରିଡା ରାଜ୍ୟ ସରକାରଙ୍କର ବହୁମୁଖୀ କାଳିଆ ଯୋଜନା, ବିଜୁ ଯୁବବାହିନୀ ଗଠନ କରି ଯୁବକ ମାନଙ୍କୁ ସ୍ବେଚ୍ଛାକୃତ ସେବା ପାଇଁ ପ୍ରୋତ୍ସାହନ ଓ ମହିଳା ମାନଙ୍କ ପାଇଁ ଆସନ ସଂରକ୍ଷଣ ଉପରେ ନିଜର ବକ୍ତବ୍ୟ ରଖିଥିଲେ।

ପାଟକୁରା ନିର୍ବାଚନ ମଣ୍ଡଳୀର ୫୧ଟି ପଞ୍ଚାୟତରେ ନବୀନଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମର ବାର୍ତ୍ତା ପହଞ୍ଚାଇବା ପାଇଁ ତେଜେଶ୍ୱର ପରିଡା ନିର୍ବାଚନ ମଣ୍ଡଳୀର ପ୍ରତିଘରକୁ ଯିବା ସହିତ କର୍ମୀମାନେ ମଧ୍ୟ ସାମିଲ ହେବେ ବୋଲି କହିଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

କେନ୍ଦ୍ରାପଡାରେ 'ପୁଣିଥରେ ନବୀନ' କାର୍ଯ୍ୟକ୍ରମ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.