ETV Bharat / state

ଭୁଜାଲି ଦେଖାଇ ଘରୋଇ କମ୍ପାନୀ କର୍ମଚାରୀଙ୍କ ଠୁ ସାଢ଼େ 6 ଲକ୍ଷ ଲୁଟ - 6 lakh rupee looted by lootera

କଟକ-ଚାନ୍ଦବାଲି ରାସ୍ତାର ପଥରକଣି ନିକଟରେ ଏକ ଘରୋଇ କମ୍ପାନୀର 4 କର୍ମଚାରୀଙ୍କ ନିକଟରୁ ଭୁଜାଲି ଦେଖାଇ ସାଢ଼େ 6ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଭୁଜାଲି ଦେଖାଇ ଘରୋଇ କମ୍ପାନୀ କର୍ମଚାରୀଙ୍କ ଠୁ ସାଢ଼େ 6 ଲକ୍ଷ ଲୁଟ

author img

By

Published : Aug 6, 2020, 10:13 PM IST

Updated : Aug 6, 2020, 10:36 PM IST

କେନ୍ଦ୍ରାପଡ଼ା: କଟକ-ଚାନ୍ଦବାଲି ରାସ୍ତାର ପଥରକଣି ନିକଟରେ ଏକ ଘରୋଇ କମ୍ପାନୀର 4 କର୍ମଚାରୀଙ୍କ ନିକଟରୁ ଭୁଜାଲି ଦେଖାଇ ଲୁଟ । ଭୁଜାଲି ଦେଖାଇ କମ୍ପାନୀ କର୍ମଚାରୀଙ୍କ ନିକଟରୁ ସାଢ଼େ 6ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି ।

ଭୁଜାଲି ଦେଖାଇ ଘରୋଇ କମ୍ପାନୀ କର୍ମଚାରୀଙ୍କ ଠୁ ସାଢ଼େ 6 ଲକ୍ଷ ଲୁଟ

ଦୁର୍ବୃତ୍ତ ମାନେ ବାଇକରେ ଆସି ଗାଡ଼ି ଅଟକାଇ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଲୁଟ କରି ଦୁର୍ବୁତ୍ତ ଚମ୍ପଟ ମାରିଥିବା ବେଳେ ଦୁର୍ବୃତ୍ତ ମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଅନତି ଦୂରରେ ଏଭଳି ଘଟଣା ଘଟିଥିବା ବେଳେ ପୋଲିସକୁ କଡା ଚ୍ୟାଲେଞ୍ଜ ଦେଇ ଖସି ଯାଇଛନ୍ତି ଦୁର୍ବୃତ୍ତ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Aug 6, 2020, 10:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.