ETV Bharat / state

48 ଘଣ୍ଟିଆ କଣ୍ଟେନମେଣ୍ଟ ଜୋନରେ କେଉଟକଣ୍ଡିଆ ଗାଁ - corona

ଯାଜପୁର ବରୀ ଅଞ୍ଚଳର ପ୍ରବାସୀ ଯୁବକ କୋରୋନା ପଜିଟିଭ ପରେ କେନ୍ଦ୍ରପଡାର କେଉଟକଣ୍ଡିଆ ଗାଁକୁ 48 ଘଣ୍ଟିଆ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । 27 ଜଣ ସ୍ବାବ ଟେଷ୍ଟ ପରୀକ୍ଷା କରାଯିବା ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

48 ଘଣ୍ଟିଆ କଣ୍ଟେନମେଣ୍ଟ ଜୋନରେ କେଉଟକଣ୍ଡିଆ ଗାଁ

author img

By

Published : Jun 22, 2020, 12:20 PM IST

କେନ୍ଦ୍ରାପଡା: ଡେରାବିଶ ବ୍ଲକ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର କେଉଟକଣ୍ଡିଆକୁ ଗାଁକୁ 48 ଘଣ୍ଟିଆ କଣ୍ଟେନମେଣ୍ଟ ଜୋନ ଘୋଷଣା । ଯାଜପୁର ବରୀ ଅଞ୍ଚଳର ପ୍ରବାସୀ ଯୁବକ କୋରୋନା ପଜିଟିଭ ପରେ କେଉଟକଣ୍ଡିଆ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଉକ୍ତ ପ୍ରବାସୀଙ୍କ ସହ ଅନେକ ଲୋକେ ସଂସ୍ପର୍ଶରେ ଆସିଥିବା ନେଇ ଜଣାପଡିଛି ।

48 ଘଣ୍ଟିଆ କଣ୍ଟେନମେଣ୍ଟ ଜୋନରେ କେଉଟକଣ୍ଡିଆ ଗାଁ

ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ଜଣେ ଯୁବକ ତାମିଲନାଡୁରୁ ଫେରିବାପରେ ୧୪ ଦିନ TMC ସେଣ୍ଟରରେ ରହିଥିଲେ । ପରେ ୭ ଦିନ ଗୃହ ସଙ୍ଗରୋଧରେ ରହିବାକୁ କୁହାଯାଇଥିଲା । ହେଲେ ସେ ସଙ୍ଗରୋଧରେ ନ ରହି ତାଙ୍କ ଶ୍ୱଶୁର ଘର କେନ୍ଦ୍ରାପଡାର କେଉଟକଣ୍ଡିଆ ଗାଁକୁ ଆସିଥିଲେ । ପରେ ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି ।

ଯାହାକୁ ନେଇ ଜିଲ୍ଲାପାଳ ସମ୍ପୂର୍ଣ୍ଣ ଗାଁକୁ 48 ଘଣ୍ଟିଆ କଣ୍ଟେନମେଣ୍ଟ ଜୋନ ଘଟଣା କରିଛନ୍ତି । ୨୭ ଜଣଙ୍କ ସ୍ୱାବ ଟେଷ୍ଟ କରାଯିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି। କଣ୍ଟେନମେଣ୍ଟ ଜୋନର ୨୦୦ ପରିବାରର ୬୦୦ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ମେଡିକାଲ ସୁବିଧା ଯୋଗାଇ ଦେବା ପାଇଁ ଜିଲ୍ଳାପାଳଙ୍କ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.