ETV Bharat / state

ଯୁବକଙ୍କୁ ନୃଶଂସ ହତ୍ୟା, ପଡିଆରୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର - ନୃଶଂସ ହତ୍ୟା

କାସିନିପଦର ଦାସୁରି ସାହିର ବିମଳ କହଁର (24)ଙ୍କୁ ନିର୍ମମ ହତ୍ୟା । ଭେଣ୍ଡ୍ରାପାଲି ଗାଁ ନିକଟ ପଡିଆରେ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Sep 3, 2019, 11:04 AM IST

ଫୁଲବାଣୀ: ଫିରିଙ୍ଗିଆ ଥାନା ଅନ୍ତର୍ଗତ କାସିନିପଦର ଦାସୁରି ସାହିର ବିମଳ କହଁର (24)ଙ୍କୁ ନିର୍ମମ ହତ୍ୟା । ଭେଣ୍ଡ୍ରାପାଲି ଗାଁ ନିକଟ ପଡିଆରେ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣା ପରେ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ମାତ୍ର ଏ ପର୍ଯ୍ୟନ୍ତ ପୋଲିସକୁ ହତ୍ୟାକାଣ୍ଡ ସମ୍ପର୍କରେ କୌଣସି ବି ସୁରାକ ମିଳି ପାରିନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ସୂଚନା ଅନୁସାରେ ମୃତ ବିମଳ ବାଙ୍ଗାଲୁରୁରେ କାମ କରୁଥିବା ବେଳେ ଘରକୁ ଆସୁଥିଲେ। ବାଟରେ କେହି ତାଙ୍କୁ ମାରଣାସ୍ତ୍ରରେ ଅତି ନୃଶଂସ ଭାବରେ ଆକ୍ରମଣ କରି ହତ୍ୟା କରିଥିବା ସନ୍ଦେହ କରାଯାଇଛି । ସାଇନଟିଫିକ ଟିମ୍ ତଦନ୍ତ ଆରମ୍ଭ କରିଛି ।

ଆବଶ୍ୟକ ପଡିଲେ ଏହି ଅଭିଯୋଗକୁ ରେଡ୍ ଫ୍ଲାଗ ମାମଲା ଭାବେ ଗ୍ରହଣ କରାଯିବ ବୋଲି ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କାସିନିପଦର ଦାସୁରି ସାହିର ବିମଳ କହଁର (24)ଙ୍କୁ ନିର୍ମମ ହତ୍ୟା । ଭେଣ୍ଡ୍ରାପାଲି ଗାଁ ନିକଟ ପଡିଆରେ ମିଳିଛି ରକ୍ତ ଜୁଡୁବୁଡୁ ଶବ । ପୋଲିସ ତଦନ୍ତ ଆରମ୍ଭ କରିଛି। କିନ୍ତୁ କିଛି ସୁରାକ ପାଇ ନାହିଁ ।Body:ମୃତ ବିମଳ ବାଙ୍ଗାଲୁରୁରେ କାମ କରୁଥିବା ବେଳେ ଘରକୁ ଆସୁଥିଲେ। ବାଟରେ ହିଁ କିଏ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ସନ୍ଦେହ କରାଯାଇଛି । ସାଇନଟିଫିକ ଟିମ୍ ତଦନ୍ତ କରିଛି ।Conclusion:ଆବଶ୍ଯକ ହେଲେ ରେଡ୍ ଫ୍ଲାଗ ମାମଲା କରିବ ପୋଲିସ ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.