ETV Bharat / state

କଡା ସୁରକ୍ଷା ମଧ୍ୟରେ କନ୍ଧମାଳରେ ଭୋଟଗଣତି

କଡା ସୁରକ୍ଷା ବଳରେ କନ୍ଧମାଳରେ ଚାଲିଛି ଭୋଟ ଗଣତି । ଉଭୟ ଲୋକସଭା ଓ ବିଧାନସଭା ପାଇଁ ଭୋଟଗଣତି ଆରମ୍ଭ ।

author img

By

Published : May 23, 2019, 9:43 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

କନ୍ଧମାଳ: ଜିଲ୍ଲା ସଦରମହକୁମା ସ୍ଥିତ ସରକାରୀ ପଲିଟେକନିକରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଭୋଟଗଣତି ଆରମ୍ଭ ହୋଇଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ସକାଳୁ ପୋଲିସର କଡା ସୁରକ୍ଷା ବଳରେ ସମସ୍ତ କର୍ମଚାରୀଙ୍କୁ ଛଡା ଯାଉଛି ।

ମୋଟ 23ଟି ରାଉଣ୍ଡରେ ଏଠାରେ ଗଣତି ହେବ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:Body:

BLANK

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.