ETV Bharat / state

କନ୍ଧମାଳରେ ଆରମ୍ଭ ହେଲା ଭୋଟଗ୍ରହଣ

କନ୍ଧମାଳରେ 659ଟି ବୁଥରେ ଆରମ୍ଭ ହୋଇଛି ଭୋଟ ଗ୍ରହଣ। 659 ବୁଥ ମଧ୍ୟରୁ 257 ଟି ନକ୍ସଲ ପ୍ରବଣ ଅଞ୍ଚଳ। ତଥାପି ଧାଡିରେ ଛିଡା ହୋଇ ଭୋଟଦାନ କରୁଛନ୍ତି ଭୋଟର।

ଫଟୋ ସୌଜନ୍ୟ: ସମ୍ବାଦଦାତା,କନ୍ଧମାଳ
author img

By

Published : Apr 18, 2019, 8:51 AM IST

କନ୍ଧମାଳ : କନ୍ଧମାଳରେ 659ଟି ବୁଥରେ ଆରମ୍ଭ ହୋଇଛି ଭୋଟ ଗ୍ରହଣ। 659 ବୁଥ ମଧ୍ୟରୁ 257 ଟି ନକ୍ସଲ ପ୍ରବଣ ଅଞ୍ଚଳ ରହିଛି । ଜିଲ୍ଳାର ବୁଥ ମାନଙ୍କରେ ଜମିଛି ଭୋଟରଙ୍କ ଭିଡ। ଲମ୍ବା ଧାଡିରେ ଠିଆ ହୋଇଛନ୍ତି ଭୋଟର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,କନ୍ଧମାଳ

ବୁଧବାର ନକ୍ସଲ ଆକ୍ରମଣ ପରେ କେତୋଟି ବୁଥରେ ଭୋଟକୁ ନେଇ ରହିଛି ଅନିଶ୍ଚିତତା। ଜନତାଙ୍କ ସୁରକ୍ଷାକୁ ଆଖିରେ ରଖି ପୋଲିଂ ବୁଥରେ 80ରୁ ଅଧିକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଅତିରିକ୍ତ ପୋଲିସ ମହାନିର୍ଦେଶକ ଆର ପି କୋଚେ ଏବଂ ଆର ଡ଼ି ସି କନ୍ଧମାଳରେ ପହଞ୍ଚିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଭୋଟ ଗ୍ରହଣ। ଜିଲ୍ଲାର 659ଟି ବୁଥରେ ଆରମ୍ଭ ହୋଇଛି ଭୋଟ ଗ୍ରହଣ। 659 ବୁଥ ମଧ୍ୟରୁ 257 ଟି ନକ୍ସଲ ପ୍ରବଣ ରହିଛି। ଜିଲ୍ଳାର ବୁଥ ମାନଙ୍କରେ ଭୋଟରଙ୍କ ଲମ୍ବା ଲାଇନ ଆରମ୍ଭ ହେଲାଣି। ଗତ କାଲି ନକ୍ସଲ ଆକ୍ରମଣ ପରେ କେତେଟି ବୁଥ ରେ ଭୋଟକୁ ନେଇ ରହିଛି ଅନିଶ୍ଚିତତା। 80ରୁ ଅଧିକ ପ୍ଲାଟୁନ ଫୋର୍ସ ଜିଲ୍ଲାରେ ମୃତୟନ ହେଲେଣି। ଅତିରିକ୍ତ ପୋଲିସ ମହାନିର୍ଦେଶକ ଆର ପି କୋଚେ,ଆର ଡ଼ି ସି ପହଞ୍ଚିଛନ୍ତି କନ୍ଧମାଳରେ।

Body:କନ୍ଧମାଳ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଭୋଟ ଗ୍ରହଣ। ଜିଲ୍ଲାର 659ଟି ବୁଥରେ ଆରମ୍ଭ ହୋଇଛି ଭୋଟ ଗ୍ରହଣ। 659 ବୁଥ ମଧ୍ୟରୁ 257 ଟି ନକ୍ସଲ ପ୍ରବଣ ରହିଛି। ଜିଲ୍ଳାର ବୁଥ ମାନଙ୍କରେ ଭୋଟରଙ୍କ ଲମ୍ବା ଲାଇନ ଆରମ୍ଭ ହେଲାଣି। ଗତ କାଲି ନକ୍ସଲ ଆକ୍ରମଣ ପରେ କେତେଟି ବୁଥ ରେ ଭୋଟକୁ ନେଇ ରହିଛି ଅନିଶ୍ଚିତତା। 80ରୁ ଅଧିକ ପ୍ଲାଟୁନ ଫୋର୍ସ ଜିଲ୍ଲାରେ ମୃତୟନ ହେଲେଣି। ଅତିରିକ୍ତ ପୋଲିସ ମହାନିର୍ଦେଶକ ଆର ପି କୋଚେ,ଆର ଡ଼ି ସି ପହଞ୍ଚିଛନ୍ତି କନ୍ଧମାଳରେ।

Conclusion:କନ୍ଧମାଳ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଭୋଟ ଗ୍ରହଣ। ଜିଲ୍ଲାର 659ଟି ବୁଥରେ ଆରମ୍ଭ ହୋଇଛି ଭୋଟ ଗ୍ରହଣ। 659 ବୁଥ ମଧ୍ୟରୁ 257 ଟି ନକ୍ସଲ ପ୍ରବଣ ରହିଛି। ଜିଲ୍ଳାର ବୁଥ ମାନଙ୍କରେ ଭୋଟରଙ୍କ ଲମ୍ବା ଲାଇନ ଆରମ୍ଭ ହେଲାଣି। ଗତ କାଲି ନକ୍ସଲ ଆକ୍ରମଣ ପରେ କେତେଟି ବୁଥ ରେ ଭୋଟକୁ ନେଇ ରହିଛି ଅନିଶ୍ଚିତତା। 80ରୁ ଅଧିକ ପ୍ଲାଟୁନ ଫୋର୍ସ ଜିଲ୍ଲାରେ ମୃତୟନ ହେଲେଣି। ଅତିରିକ୍ତ ପୋଲିସ ମହାନିର୍ଦେଶକ ଆର ପି କୋଚେ,ଆର ଡ଼ି ସି ପହଞ୍ଚିଛନ୍ତି କନ୍ଧମାଳରେ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.