ETV Bharat / state

ପ୍ରବଳ ଜାଡ଼ରେ ଥରୁଛି କନ୍ଧମାଳ

ଜାଡ଼ରେ ଜୁଡୁବୁଡୁ କନ୍ଧମାଳ । ଜିଲ୍ଲାରେ ହାରାହାରି ତାପମାତ୍ରା ପୂର୍ବାପେକ୍ଷା 5ରୁ 7 ଡିଗ୍ରୀ ସେଲସିୟସ କମିଛି । ଫଳରେ ଏଭଳି ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି ଜିଲ୍ଲାବାସୀ ।

author img

By

Published : Dec 28, 2019, 11:57 AM IST

teeth-biting-cold-kandhma
teeth-biting-cold-kandhma

ଫୁଲବାଣୀ: ଶୀତରେ ଥରୁଛି ସମଗ୍ର ଜିଲ୍ଲା । ଆଜି କନ୍ଧମାଳରେ ହାରାହାରି ତାପମାତ୍ରା 5ରୁ 7 ଡିଗ୍ରୀ ସେଲସିୟସ କମିଛି । ଫଳରେ ପ୍ରବଳ ଶୀତ ଲହରୀ ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ତେବେ ବର୍ଷର ଶେଷ ସପ୍ତାହରେ କିନ୍ତୁ କନ୍ଧମାଳ ମୁହାଁ ହୋଇଛନ୍ତି ପର୍ଯ୍ୟଟକ । ଶୀତକୁ ଅନୁଭବ କରିବା ସହିତ ପ୍ରକୃତି କୋଳରେ ସମୟ ବିତେଇବା ପାଇଁ ବହୁ ଦୂରରୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ ।

ସେହିପରି ଫୁଲବାଣୀର ତାପମାତ୍ରା 10.5 ଡିଗ୍ରୀ ରହିଥିବାବେଳେ ଦାରିଙ୍ଗବାଡିର ତାପମାତ୍ରା 7 ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି । ଗୋଟିଏ ଦିନରେ ତାପମାତ୍ରା 5ରୁ 7 ଡିଗ୍ରୀ କମିଛି । ସାରା ଜିଲ୍ଲାରେ ଖେଳିଯାଇଛି ଘନ କୁହୁଡ଼ିର ଆସ୍ତରଣ । ଚତୁର୍ପାଶ୍ବ କୁହୁଡ଼ିମୟ ହେବା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।

ପ୍ରବଳ ଜାଡ଼ରେ ଥରୁଛି କନ୍ଧମାଳ

ସ୍ଥାନୀୟ ବାସିନ୍ଦା ଜାଡରେ ଥରୁଥିବାବେଳେ ରୋଜଗାର ପାଇଁ ଗାଁ ଛାଡ଼ି ସହର ମୁହାଁ ହୋଇଛନ୍ତି ଲୋକେ । କିନ୍ତୁ ଏପଟେ ରାଜ୍ୟର ପର୍ଯ୍ୟଟକ କିନ୍ତୁ କନ୍ଧମାଳ ମୁହାଁ ହୋଇଛନ୍ତି । ହାଡ଼ଥରା ଶୀତର ମଜା ନେବା ସହ ଶୀତକୁ ଉପଭୋଗ କରିବାକୁ ଧାଇଁ ଆସିଛନ୍ତି କନ୍ଧମାଳ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲାରେ ଜାଡ। ଆଜି ଜିଲ୍ଲାର ହାରାହାରି ତାପମାତ୍ରା ଆଜି 5ରୁ ସାତ ଡିଗ୍ରୀ ସେଲସିଅସ କମିଛି। ଫଳରେ ପ୍ରବଳ ଶୀତ ଲହରୀ ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ତେବେ ବର୍ଷର ଶେଷ ସପ୍ତାହରେ କିନ୍ତୁ କନ୍ଧମାଳ ମୁହାଁ ହୋଇଛନ୍ତି ପର୍ଯ୍ୟଟକ। ଶୀତକୁ ଅନୁଭବ କରିବା ସହିତ ପ୍ରକୃତି କୋଳରେ ସମୟ ବିତେଇବା ପାଇଁ ଧାଇଁ ଆସୁଛନ୍ତି କନ୍ଧମାଳ।

Body: ଆଜି ଫୁଲବାଣୀର ତାପମାତ୍ରା 10.5 ଡିଗ୍ରୀ ରହିଥିବା ବେଳେ ଦାରିଙ୍ଗବାଡିର ତାପମାତ୍ରା 7 ଡିଗ୍ରୀ ସେଲସିଅସ ରେକର୍ଡ଼ କରାଯାଇଛି। ଗୋଟିଏ ଦିନରେ ତାପମାତ୍ରା 5ରୁ 7 ଡିଗ୍ରୀ କମିଛି। ସାରା ଜିଲ୍ଲାରେ ଘନ କୁହୁଡ଼ିର ଆସ୍ତରଣ। ଘନ କୁହୁଡି ଜିଲ୍ଳାକୁ ଘୋଡେଇ ରଖିଛି। ସାଧାରଣ ଲୋକେ ବଞ୍ଚିବା ପାଇଁ ଜାଡ଼ରେ ମଧ୍ୟ୍ୟ ଲାଗିଛନ୍ତି। ପରିବା ବିକି କିଛି ରୋଜଗାର ପାଇଁ ଜାଡରେ ଧାଇଁ ଆସୁଛନ୍ତି ସହର।
ସାରା ରାଜ୍ୟର ପର୍ଯ୍ୟଟକ କିନ୍ତୁ କନ୍ଧମାଳ ମୁହାଁ ହୋଇଛନ୍ତି। ହାଡ଼ଥରା ଶୀତର ମଜା ନେବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକ କନ୍ଧମାଳକୁ ଧାଇଁ ଆସୁଛନ୍ତି।
ବାଇଟ(୧) ଔରଭ ମହାପାତ୍ର,ଭୁବନେଶ୍ୱରରୁ ଆସିଥିବା ପର୍ଯ୍ୟଟକ
(୨) ଅଶୋକ ପାତ୍ର,ଫୁଲବାଣୀ ବାସିନ୍ଦା
ପିଟିସି ସଦାଶିଵ ପାତ୍ର,ଈଟିଭି ଭାରତ ପ୍ରତିନିଧି

Conclusion:କନ୍ଧମାଳରୁ ସଦାଶିଵ ପାତ୍ର,ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.