ETV Bharat / state

ନିର୍ବାଚନ ବାତିଲକୁ କନ୍ଧମାଳ ଛାତ୍ରସଂଗଠନ ବିରୋଧ

ସୋମବାର ଫୁଲବାଣୀରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଛାତ୍ରଛାତ୍ରୀମାନେ ମାଦିକୁନ୍ଦା ଛକରେ ବିକ୍ଷୋଭ କରିବା ସହିତ  ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Aug 27, 2019, 12:01 AM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସମେତ ସାରା ରାଜ୍ୟରେ କଲେଜ ନିର୍ବାଚନ ବନ୍ଦ କରିବାକୁ ନେଇ ଦୃଢ ବିରୋଧ କରିଛି ଛାତ୍ର ସଂଗଠନ। ଏନେଇ ସୋମବାର ଫୁଲବାଣୀରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଛାତ୍ରଛାତ୍ରୀମାନେ ମାଦିକୁନ୍ଦା ଛକରେ ବିକ୍ଷୋଭ କରିବା ସହିତ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଏବିଭିପି ନିର୍ବାଚନ ଜିତିବା ଦେଖି ସରକାର ଏପରି ପଦକ୍ଷେପ ନେଇଥିବା ଛାତ୍ର ନେତା କହିଥିବା ବେଳେ ସରକାର ନିଷ୍ପତ୍ତି ନ ବଦଳାଇଲେ ଆନ୍ଦୋଳନ ଜୋରଦାର ହେବ ବୋଲି ସଂଗଠନ କହିଛି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲା ସମେତ ସାରା ରାଜ୍ୟରେ କଲେଜ ନିର୍ବାଚନ ବନ୍ଦ କରିବାକୁ ନେଇ ଦୃଢ ବିରୋଧ କରିଛି ଛାତ୍ର ସଂଗଠନ। ଫୁଲବାଣୀରେ ଅଖିଳ ଭାରତୀୟ ବିଦ୍ୟାଥି ପରିଷଦ ଛାତ୍ର ଛାତ୍ରୀ ମାନେ ମାଦିକୁଂଦା ଛକରେ ଦୃଢ ବିରୋଧ କରିବା ସହିତ ମନ୍ତ୍ରୀଙ୍କ କୁସପୁତ୍ତଳିକ ଦାହ କରିଥିଲେ। ଏ ବି ଭି ପି ନିର୍ବାଚନ ଜିତିବା ଦେଖି ସରକାର ଏପରି ପଦକ୍ଷେପ ନେଇଥିବା କହିଛନ୍ତି ଛାତ୍ର ନେତା ।

Body: ଫୁଲବାଣୀରେ ଅଖିଳ ଭାରତୀୟ ବିଦ୍ୟାଥି ପରିଷଦ ଛାତ୍ର ଛାତ୍ରୀ ମାନେ ମାଦିକୁଂଦା ଛକରେ ଦୃଢ ବିରୋଧ କରିବା ସହିତ ମନ୍ତ୍ରୀଙ୍କ କୁସପୁତ୍ତଳିକ ଦାହ କରିଥିଲେ। ଏ ବି ଭି ପି ନିର୍ବାଚନ ଜିତିବା ଦେଖି ସରକାର ଏପରି ପଦକ୍ଷେପ ନେଇଥିବା କହିଛନ୍ତି ଛାତ୍ର ନେତା ।
ବାଇଟ(୧) ଶିବାଶିଷ ପଣ୍ଡା,ସଭାପତି ,ଏ ବି ଭି ପି,କନ୍ଧମାଳ

Conclusion:ସରକାର ନିଷ୍ପତ୍ତି ନ ବଦଳାଇଲେ ଜୋରଦାର ଆନ୍ଦୋଳନ କରିବ ସଂଗଠନ ବୋଲି କହିଛନ୍ତି ଛାତ୍ର ନେତା।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.