ETV Bharat / state

କନ୍ଧମାଳରେ ଲଜ୍ୟା, ଗର୍ଭବତୀ ହେଲେ ଷଷ୍ଠ ଶ୍ରେଣୀ ଛାତ୍ରୀ - Daringbadi police station

ଦାରିଙ୍ଗବାଡି ଥାନା ଅଞ୍ଚଳର ଏକ ଆଶ୍ରମ ବିଦ୍ୟାଳୟର ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ଦୁଇମାସର ଗର୍ଭବତୀ (sixth class student pregnant) ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଅଧିକ ପଢନ୍ତୁ

ଗର୍ଭବତୀ ହେଲେ ଷଷ୍ଠ ଶ୍ରେଣୀ ଛାତ୍ରୀ, ଦାୟୀ କିଏ ?
ଗର୍ଭବତୀ ହେଲେ ଷଷ୍ଠ ଶ୍ରେଣୀ ଛାତ୍ରୀ, ଦାଗର୍ଭବତୀ ହେଲେ ଷଷ୍ଠ ଶ୍ରେଣୀ ଛାତ୍ରୀ, ଦାୟୀ କିଏ ?ୟୀ କିଏ ?
author img

By

Published : Dec 5, 2021, 9:23 AM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଲଜ୍ଜା। ଗର୍ଭବତୀ ହେଲେ ଷଷ୍ଠ ଶ୍ରେଣୀର ଛାତ୍ରୀ (sixth class student pregnant) । ଷଷ୍ଠ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀ ଦୁଇମାସର ଗର୍ଭବତୀ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଦାରିଙ୍ଗବାଡି ଥାନା ଅଞ୍ଚଳର ଏକ ଆଶ୍ରମ ବିଦ୍ୟାଳୟ(ashram school in the Daringbadi police station )ରେ ଏଭଳି ଲଜ୍ଜା ଜନକ ଘଟଣା ଘଟିଥିବା ଥାନାରେ ଅଭିଯୋଗ ହୋଇଛି।

ତେବେ କୋରୋନା ପାଇଁ ଦୀର୍ଘ ଦିନ ହେଲା ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିଥିବା ବେଳେ ସରକାରଙ୍କ ଗାଇଡ଼ଲାଇନ ଆସିବା ପରେ ଗତ ନଭେମ୍ବର ୧୫ ତାରିଖ ରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲିଛି । ଆଉ ଏଭଳି ସ୍ଥଳେ ସମ୍ପୃକ୍ତ ନାବାଳିକା ଜଣକ ମଧ୍ୟ ଆଶ୍ରମ ବିଦ୍ୟାଳୟକୁ ଆସିଥିଲେ । ତେବେ ଗତ ୩୦ ତାରିଖରେ ଆଶ୍ରମ ବିଦ୍ୟାଳୟରେ ରୁଟିଂ ଚେକିଙ୍ଗ ବେଳେ ଛାତ୍ରୀ ଜଣକ ଦୁଇମାସର ଅନ୍ତଃସତ୍ତ୍ଵା ବା ଗର୍ଭବତୀ ରହିଥିବା ଜଣାପଡ଼ିଥିଲା । ଫଳରେ ଆଶ୍ରମ ବିଦ୍ୟାଳୟର କର୍ତ୍ତୃପକ୍ଷ ଏନେଇ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏନେଇ ମାମଲା ରୁଜୁ କରି ପୀଡିତା ନାବାଳିକାଙ୍କ ଡାକ୍ତରୀ ମାଇନା କରାଇଛି । ଅନ୍ୟପଟେ ନାବାଳିକା ଛାତ୍ରୀ ଜଣକ କିଭଳି ଆଉ କେଉଁ ପରିସ୍ଥିତିରେ ଗର୍ଭବତୀ ହେଲେ ସେ ଦିଗରେ ଆଶ୍ରମ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଡାକି ପୋଲିସ ତଦନ୍ତ ଚଳାଇଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.