ETV Bharat / state

ଫୁଲବାଣୀ ସହରକୁ ସାନିଟାଇଜ ସହ ରାସାୟନିକ ଧୂଆଁ ସ୍ପ୍ରେ କଲା ପୌରପାଳିକା - phulbani

ଫୁଲବାଣୀରେ ମଶା ନିପାତ ପାଇଁ ରାସାୟନିକ ଧୂଆଁ ସ୍ପ୍ରେ । ସହରରେ ପରିମଳ ଉପରେ ଦିଆଯାଉଛି ଗୁରୁତ୍ବ । ଅଧିକ ପଢନ୍ତୁ...

sanitization is going on in phulbani
ଫୁଲବାଣୀ ସହରକୁ ସାନିଟାଇଜ ସହ ରାସାୟନିକ ଧୂଆଁ ସ୍ପ୍ରେ କଲା ପୌରପାଳିକା
author img

By

Published : Apr 27, 2020, 11:10 PM IST

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ କୋରୋନା ମହାମାରୀ ଲଢେଇରେ ପୌର ପ୍ରଶାସନର ଭୂମିକା ଅନେକ । ଫୁଲବାଣୀ ପୌରପାଳିକା ସହରର ପରିମଳ ଓ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେଇଛନ୍ତି । ସହରର ସମସ୍ତ ବସ୍ତି ଗଳିକନ୍ଦିରେ ବାରମ୍ବାର ମଶା ବିରୋଧୀ ରାସାୟନିକ ସିଞ୍ଚନ କରାଯିବା ସହିତ ସାନିଟାଇଜ କରାଯାଉଛି ।

sanitization is going on in phulbani
ଫୁଲବାଣୀ ସହରକୁ ସାନିଟାଇଜ ସହ ରାସାୟନିକ ଧୂଆଁ ସ୍ପ୍ରେ କଲା ପୌରପାଳିକା
ଫୁଲବାଣୀ ସହରକୁ ସାନିଟାଇଜ ସହ ରାସାୟନିକ ଧୂଆଁ ସ୍ପ୍ରେ କଲା ପୌରପାଳିକା

ଏଥିସହ ବ୍ଲିଚିଂ ଛିଞ୍ଚନ ସହିତ ନାଳ ନର୍ଦ୍ଦମାକୁ ଲଗାତାର ସଫା କରାଯାଉଛି । ସେହିପରି ବାଲିଗୁଡା ଏନଏସି ଏବଂ ଘୁ. ଉଦୟଗିରି ଏନଏସିରେ ପରିମଳ ଦୃଢ଼ କରିବା ଏବଂ ସାନିଟାଇଜ ଲଗାତାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସହରାଞ୍ଚଳ ସହିତ ଗାଁର ମଧ୍ୟ ପରିମଳ ବ୍ୟବସ୍ଥିତ ରଖିବାକୁ ପଞ୍ଚାୟତ ଯତ୍ନବାନ ହୋଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.