ETV Bharat / state

ଦୁଷ୍କର୍ମକାରୀକୁ 5 ବର୍ଷ ସଶ୍ରମ କାରାଦଣ୍ଡ

ଦୁଷ୍କର୍ମକାରୀକୁ ମିଳିଲା 5 ବର୍ଷ ଦଣ୍ଡ ଓ 10 ହଜାର ଟଙ୍କା ଜରିମାନା । ଆଦାୟ ଜରିମାନା ପୀଡିତାଙ୍କୁ ଦେବାକୁ କୋର୍ଟ ଦେଲେ ନିର୍ଦ୍ଦେଶ । ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ଗାଁ ସାଥୀ ରଞ୍ଜନ ଦିଗାଲକୁ କୋର୍ଟ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,କନ୍ଧମାଳ
author img

By

Published : Jun 26, 2019, 6:48 AM IST

କନ୍ଧମାଳ : ବାଲିଗୁଡା ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାରେ ଫୁଲବାଣୀ ଅତିରିକ୍ତ ଜିଲା ଦୌରା ଜଜ୍ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି । ମାର୍ଡୁଲି ଗାଁର ଜୁନେଶ ଦିଗାଲକୁ ପାଞ୍ଚ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେବା ସହିତ ଦଶ ହଜାର ଟଙ୍କା ଜୋରିମାନା କରିଛନ୍ତି କୋର୍ଟ । ଜୋରିମାନା ଆଦାୟ ହେଲେ ପୀଡିତାକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କନ୍ଧମାଳ

ଏହି ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ଗାଁ ସାଥୀ ରଞ୍ଜନ ଦିଗାଲକୁ କୋର୍ଟ ନିର୍ଦ୍ଦୋଶରେ ଖଲାସ କରିଛନ୍ତି । କୋର୍ଟ ସୂଚନା ଅନୁସାରେ 2013 ମସିହାରେ ଦୁଲୁକିଆରୁ ପଡିକିଆ ଯାଏଁ ରାସ୍ତା କାମ କରିଥିଲେ କିଛି ସ୍ତାନୀୟ ଯୁବତୀ । ସେମାନଙ୍କ ମଜୁରୀ ଟଙ୍କା ପ୍ରଦାନ ପାଇଁ ଗାଂ ସାଥୀ ଓ ଜୁନୁଶ ଜେଇଙ୍କ ପାଖକୁ ନେଇ ଆସିଥିଲେ । ତେବେ ଫେରିବା ବାଟରେ ସୁନାପଙ୍ଗା ଠାରେ ଜୁନୁଶ ଦୁଷ୍କର୍ମ ଉଦ୍ୟମ କରିଥିଲା । ପିଡିତାଙ୍କ ପାଟି ଶୁଣି ସ୍ତାନୀୟ ଲୋକେ ଆସିବା ଦେଖି ଜୁନୁଶ ଫେରାର୍ ହୋଇଯାଇଥିଲା । ପରେ ଲୋକେ ପୀଡିତାକୁ ଗାଁକୁ ପଠେଇ ଦେଇଥିଲେ ।

ପରିବାର ଲୋକ ଏତଲା ଦେବା ପରେ ମାମଲା ରୁଜୁ କରି ପୋଲିସ ତଦନ୍ତ କରିଥିଲା । ତତ୍କାଳୀନ ବାଲିଗୁଡା ଏସଡିପିଓ ତଥା ବର୍ତ୍ତମାନର କୋରାପୁଟ ଏସପି କେ ଭି ସିଂଙ୍କର ଏହା ପ୍ରଥମ ମାମଲା ଏବଂ ସେ ତଦନ୍ତ କରିଥିଲେ । ଏଗାର ଜଣଙ୍କ ସାକ୍ଷ୍ୟ ଭିତ୍ତିରେ କୋର୍ଟ ଦଣ୍ଡାଦେଶ କରିଛନ୍ତି । ସରକାରଙ୍କ ତରପରୁ ସ୍ବତନ୍ତ୍ର ପବ୍ଲିକ୍ ପ୍ରସିକ୍ଯୁଟର ଅସୀମ ପ୍ରହରାଜ ମାମଲା ପରିଚାଳନା କରୁଥିଲେ ।

କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

slug-conviction
format-avo
report-sadasiba patra
place-Phulabani(Kandhamal)
date-25.6.2019
କନ୍ଧମାଳ ଜିଲା ବାଲିଗୁଡା ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାରେ ଫୁଲବାଣୀ ଅତିରିକ୍ତ ଜିଲା ଦୌରା ଜଜ୍ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି  । ମାର୍ଡୁଲି ଗାଁର ଜୁନେଶ ଦିଗାଲକୁ ପାଞ୍ଚ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେବା ସହିତ ଦଶ ହଜାର ଟଙ୍କା ଜୋରିମାନା କରିଛନ୍ତି କୋର୍ଟ  । ଜୋରିମାନା ଆଦାୟ ହେଲେ ପିଡିତାକୁ ଦେବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ  । ଏହି ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ଗାଁ ସାଥୀ ରଞ୍ଜନ ଦିଗାଲକୁ କୋର୍ଟ ନିର୍ଦୋଶରେ ଖଲାସ କରିଛନ୍ତି  ।
କୋର୍ଟ ସୂଚନା ଅନୁସାରେ 2013 ମସିହାରେ ଦୁଲୁକିଆରୁ ପଡିକିଆ ଯାଏଁ ରାସ୍ତା କାମ କରିଥିଲେ କିଛି ସ୍ତାନୀୟ ଯୁବତୀ  । ସେମାନଙ୍କ ମଜୁରୀ ଟଙ୍କା ପ୍ରଦାନ ପାଇଁ ଗାଂ ସାଥୀ ଓ ଜୁନୁଶ ଜେଇଙ୍କ ପାଖକୁ ନେଇ ଆସିଥିଲେ  । ତେବେ ଫେରିବା ବାଟରେ ସୁନାପଙ୍ଗା ଠାରେ ଜୁନୁଶ ଦୁଷ୍କର୍ମ ଉଦ୍ୟମ କରିଥିଲା  । ପିଡିତାଙ୍କ ପାଟି ଶୁଣି ସ୍ତାନୀୟ ଲୋକେ ଆସିବା ଦେଖି ଜୁନୁଶ ଫେରାର୍ ହୋଇଯାଇଥିଲା  । ପରେ ଲୋକେ ପିଡିତାକୁ ଗାଁକୁ ପଠେଇ ଦେଇଥିଲେ  । ପରିବାର ଲୋକ ଏତଲା ଦେବା ପରେ ମାମଲା ରୁଜୁ କରି ପୋଲିସ ତଦନ୍ତ କରିଥିଲା  ।
ତତ୍କାଳୀନ ବାଲିଗୁଡା ଏସଡିପିଓ ତଥା ବର୍ତ୍ତମାନର କୋରାପୁଟ ଏସପି କେ ଭି ସିଂଙ୍କର ଏହା ପ୍ରଥମ ମାମଲା ଏବଂ ସେ ତଦନ୍ତ କରିଥିଲେ  । ଏଗାର ଜଣଙ୍କ ସାକ୍ଷ୍ୟ ଭିତ୍ତିରେ କୋର୍ଟ ଦଣ୍ଡାଦେଶ କରିଛନ୍ତି  । ସରକାରଙ୍କ ତରପରୁ ସ୍ବତନ୍ତ୍ର ପବ୍ଲିକ୍ ପ୍ରସିକ୍ଯୁଟର ଅସୀମ ପହରାଜ ମାମଲା ପରିଚାଳନା କରୁଥିଲେ  ।
...
ଫିଡ୍ ଏଫଟିପିରେ ଯାଇଛି  ।

--
SADASIBA PATRA
DISTRICT CORRESPONDENT/
REPORTER CUM CONTENT EDITOR,
ETV BHARAT ODIA,
KANDHAMAL
AT/PO-PHULABANI
DIST.:KANDHAMAL
ODISHA
9437223003/7008280984

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.