ETV Bharat / state

ରାସ୍ତାନିର୍ମାଣ ଦାବିରେ ରାସ୍ତାରୋକ, ଗାଡି ଚଳାଚଳ ବନ୍ଦ

ରାସ୍ତା ନିର୍ମାଣ, ଗାଁକୁ ମୋବାଇଲ ନେଟଓ୍ବାର୍କ ଓ ବିଜୁଳି ମରାମତି ଆଦି ଦାବି ନେଇ କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦଡକି ପଞ୍ଚାୟତବାସୀଙ୍କ ଟାୟାର ଜାଳି ରାସ୍ତାରୋକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Jun 26, 2019, 11:45 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦଡକି ଛକ ଠାରେ ରାସ୍ତା ଓ ଟାଓ୍ବାର ନିର୍ମାଣ ଦାବିରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ । ଏହି ଆନ୍ଦୋଳନରେ ଦଶରୁ ଅଧିକ ଗାଁ ଲୋକେ ସାମିଲ ହୋଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଫଳରେ ଦୀର୍ଘ ସମୟ ଧରି ଫୁଲବାଣୀରୁ ଗୋଚ୍ଛାପଡାକୁ ଯାନବାହାନ ଚଳାଚଳ ବନ୍ଦ ରହିଥିଲା । ଘଟଣାସ୍ଥଳରେ ସଦର ପୋଲିସ, ତହସିଲଦାର ଓ ବିଡିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।

କନ୍ଧମାଳରୁ ଶଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦଡକି ଛକ ଠାରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ରାସ୍ତା ଓ ଟାବାର ନିର୍ମାଣ ଦାବିରେ ପଞ୍ଚାୟତର ଦଶରୁ ଅଧିକ ଗାଁ ଲୋକେ ଆନ୍ଦୋଳନରେ ସାମିଲ ହୋଇଥିଲେ । ଫଳରେ ଫୁଲବାଣୀରୁ ଗୋଚ୍ଛାପଡାକୁ ଯାନବାହାନ ଚଳାଚଳ ବନ୍ଦ ରହିଛି। ସଦର ପୋଲିସ,ତହସିଲଦାର,ବିଡିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।Body:କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦଡକି ଛକ ଠାରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ରାସ୍ତା ଓ ଟାବାର ନିର୍ମାଣ ଦାବିରେ ପଞ୍ଚାୟତର ଦଶରୁ ଅଧିକ ଗାଁ ଲୋକେ ଆନ୍ଦୋଳନରେ ସାମିଲ ହୋଇଥିଲେ । ଫଳରେ ଫୁଲବାଣୀରୁ ଗୋଚ୍ଛାପଡାକୁ ଯାନବାହାନ ଚଳାଚଳ ବନ୍ଦ ରହିଛି। ସଦର ପୋଲିସ,ତହସିଲଦାର,ବିଡିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।Conclusion:କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦଡକି ଛକ ଠାରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ରାସ୍ତା ଓ ଟାବାର ନିର୍ମାଣ ଦାବିରେ ପଞ୍ଚାୟତର ଦଶରୁ ଅଧିକ ଗାଁ ଲୋକେ ଆନ୍ଦୋଳନରେ ସାମିଲ ହୋଇଥିଲେ । ଫଳରେ ଫୁଲବାଣୀରୁ ଗୋଚ୍ଛାପଡାକୁ ଯାନବାହାନ ଚଳାଚଳ ବନ୍ଦ ରହିଛି। ସଦର ପୋଲିସ,ତହସିଲଦାର,ବିଡିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.