ETV Bharat / state

ଜଲେଶପଟ୍ଟା ଆଶ୍ରମ ସ୍ବାମୀଜୀଙ୍କୁ ହତ୍ୟା ଧମକ - କନ୍ଧମାଳ

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଜଲେଶପଟା ଆଶ୍ରମରେ ଆଶ୍ରମ ମୁଖ୍ୟ ସ୍ବାମୀଜୀଙ୍କୁ ଅଜଣା ଫୋନରେ ଧମକ । ନକ୍ସଲ ନାମରେ ଧମକ। ଆସନ୍ତା ଚାରି ଦିନ ମଧ୍ୟରେ ହତ୍ୟା ସହ ଆଶ୍ରମକୁ ଉଡାଇଦେବା ନେଇ ଧମକ । ଅଧିକ ପଢନ୍ତୁ...

ashram kandhamal
ଜଲେଶପଟ୍ଟା ଆଶ୍ରମ ସ୍ବାମୀଜୀଙ୍କୁ ହତ୍ୟା ଧମକ
author img

By

Published : Feb 20, 2021, 10:51 PM IST

Updated : Feb 21, 2021, 2:38 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଜଲେଶପଟା ଆଶ୍ରମରେ ଆଶ୍ରମ ମୁଖ୍ୟ ସ୍ବାମୀଜୀଙ୍କୁ ଅଜଣା ଫୋନରେ ଧମକ । ନକ୍ସଲ ନାମରେ ଧମକ। ଆସନ୍ତା ଚାରି ଦିନ ମଧ୍ୟରେ ହତ୍ୟା ସହ ଆଶ୍ରମକୁ ଉଡାଇଦେବା ନେଇ ଧମକ । ଆଶ୍ରମ ମୁଖ୍ୟ ଜୀବନ ମୁକ୍ତାନନ୍ଦ ପୁରୀଙ୍କୁ ଦେଇଛନ୍ତି ହତ୍ୟା ଧମକ । ତୁମୁଡିବନ୍ଧ ଥାନା ରେ ଏତଲା ଦେଲେ ସ୍ବାମୀଜୀ ।

ଜଲେଶପଟ୍ଟା ଆଶ୍ରମ ସ୍ବାମୀଜୀଙ୍କୁ ହତ୍ୟା ଧମକ

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଜଲେଶପଟା ଆଶ୍ରମ ମୁଖ୍ୟ ସ୍ବାମୀଜୀଙ୍କୁ ଅଜଣା ଫୋନରେ ଧମକ । ନକ୍ସଲ ନାମରେ ଧମକ। ଆସନ୍ତା ଚାରି ଦିନ ମଧ୍ୟରେ ହତ୍ୟା ସହ ଆଶ୍ରମକୁ ଉଡାଇଦେବା ନେଇ ଧମକ । ଆଶ୍ରମ ମୁଖ୍ୟ ଜୀବନ ମୁକ୍ତାନନ୍ଦ ପୁରୀ ଙ୍କୁ ଦେଇଛନ୍ତି ହତ୍ୟା ଧମକ । ତୁମୁଡିବନ୍ଧ ଥାନା ରେ ଏତଲା ଦେଲେ ସ୍ବାମୀଜି। ଜୀବନ ଚୈତନ୍ୟଙ୍କ 9439223841ରେ । 9178246663ରୁ ଧମକ ଆସିଛି । ତୁମୁଡ଼ିବନ୍ଧ ପୋଲିସ ତଦନ୍ତ ଆରମ୍ଭ କରିଛି।

ସୂଚନାଥାଉକି ୨୦୦୮ରେ ଏହି ପରି ଧମକ ଆସିବା ପରେ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ସହ ଅନ୍ୟ ୪ ଜଣଙ୍କୁ ହତ୍ୟା କରାଯାଇଥିଲା । ଏହା ପରେ ଭୟଙ୍କର ହିଂସା ସୃଷ୍ଟି ହୋଇଥିଲା ଜିଲ୍ଲା ଓ ରାଜ୍ୟର ବିଭିନ୍ନ ଅଞ୍ଚଳରେ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Feb 21, 2021, 2:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.