ETV Bharat / state

କନ୍ଧମାଳରେ ଖୋଲିଲା ରାଜ୍ୟର ତୃତୀୟ ପେଡିଆଟ୍ରିକ ଆଇସିୟୁ - ଫୁଲବାଣୀ

କନ୍ଧମାଳ ଜିଲ୍ଲାରେ ଖୋଲିଛି ରାଜ୍ୟର ତୃତୀୟ ପେଡିଆଟ୍ରିକ ଆଇସିୟୁ । ରାଜଧାନୀ ହସ୍ପିଟାଲ ଓ ବ୍ରହ୍ମପୁର ମେଡିକାଲ କଲେଜ ପରେ ଫୁଲବାଣୀରେ ଏହି ଅତ୍ୟାଧୁନିକ ଆଇସିୟୁ ଖୋଲାଯାଇଛି । 28 ଦିନରୁ ପାଞ୍ଚ ବର୍ଷର ଶିଶୁ ମାନଙ୍କ କ୍ରିଟିକାଲ କେୟାର ଏହି ଆଇସିୟୁରେ କରାଯାଇ ପାରିବ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ
author img

By

Published : Aug 1, 2019, 10:57 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଖୋଲିଛି ରାଜ୍ୟର ତୃତୀୟ ପେଡିଆଟ୍ରିକ ଆଇସିୟୁ । 28 ଦିନରୁ ପାଞ୍ଚ ବର୍ଷର ଶିଶୁ ମାନଙ୍କ କ୍ରିଟିକାଲ କେୟାର ଏହି ଆଇସିୟୁରେ କରାଯାଇ ପାରିବ । ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ମାତୃ ୟୁନିଟରେ ଆଜି ସିଡ଼ିଏମ ଓ ଡା ସମୀର କୁମାର ଦାସ ଏହି 6 ବେଡ ବିଶିଷ୍ଟ କେନ୍ଦ୍ରକୁ ଉଦଘାଟନ କରିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ

ରାଜଧାନୀ ହସ୍ପିଟାଲ ଓ ବ୍ରହ୍ମପୁର ମେଡିକାଲ କଲେଜ ପରେ ଫୁଲବାଣୀରେ ଏହି ଅତ୍ୟାଧୁନିକ ଆଇସିୟୁ ଖୋଲାଯାଇଛି । କନ୍ଧମାଳରେ ରାଜ୍ୟର ସର୍ବାଧିକ ଶିଶୁ ଓ ମାତୃ ମୃତ୍ୟୁହାର ଥିବାରୁ ଏହା ଅନେକାଂଶରେ ସହାୟକ ହେବ ବୋଲି କହିଛନ୍ତି ଆଇସିୟୁ ଇନଚାର୍ଜ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲାରେ ଖୋଲିଛି ରାଜ୍ୟର ତୃତୀୟ ପେଡିଏଟ୍ରିକ ଆଇ ସି ୟୁ। 28 ଦିନରୁ ପାଞ୍ଚ ବର୍ଷର ଶିଶୁ ମାନଙ୍କ କ୍ରିଟିକାଲ କେୟାର ଏହି ଆଇ ସି ୟୁ ରେ କରାଯାଇ ପାରିବ । ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିଛଅଲୟ ର ଶିଶୁ ମାତୃ ୟୁନିଟରେ ଆଜି ସି ଡ଼ି ଏମ ଓ ଡା ସମୀର କୁମାର ଦାସ ଏହି ଜେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି। ରାଜଧାନୀ ହସ୍ପିଟାଲ ଓ ବ୍ରହ୍ମପୁର ମେଡିକାଲ କଲେଜ ପରେ ଫୁଲବାଣୀରେ ଏହି ଅତ୍ୟାଧୁନିକ ଆଇ ସି ୟୁ ଖୋଲାଯାଇଛି ।
କନ୍ଧମାଳରେ ରାଜ୍ୟର ସର୍ବାଧିକ ଶିଶୁ ଓ ମାତୃ ମୃତ୍ୟୁହାର ଥିବାରୁ ଏହା ଅନେକାଂଶ ରେ ସହାୟକ ହେବ ବୋଲି କହିଛନ୍ତି ଆଇ ସି ୟୁ ଇନ ଚାର୍ଜ ।
ବାଇଟ (୧) ଡା. (ନା କହିଛନ୍ତି), ଆଇ ସି ୟୁ ଇନଚାର୍ଜ

Body:କନ୍ଧମାଳ ଜିଲ୍ଲାରେ ଖୋଲିଛି ରାଜ୍ୟର ତୃତୀୟ ପେଡିଏଟ୍ରିକ ଆଇ ସି ୟୁ। 28 ଦିନରୁ ପାଞ୍ଚ ବର୍ଷର ଶିଶୁ ମାନଙ୍କ କ୍ରିଟିକାଲ କେୟାର ଏହି ଆଇ ସି ୟୁ ରେ କରାଯାଇ ପାରିବ । ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିଛଅଲୟ ର ଶିଶୁ ମାତୃ ୟୁନିଟରେ ଆଜି ସି ଡ଼ି ଏମ ଓ ଡା ସମୀର କୁମାର ଦାସ ଏହି ଜେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି। ରାଜଧାନୀ ହସ୍ପିଟାଲ ଓ ବ୍ରହ୍ମପୁର ମେଡିକାଲ କଲେଜ ପରେ ଫୁଲବାଣୀରେ ଏହି ଅତ୍ୟାଧୁନିକ ଆଇ ସି ୟୁ ଖୋଲାଯାଇଛି ।
କନ୍ଧମାଳରେ ରାଜ୍ୟର ସର୍ବାଧିକ ଶିଶୁ ଓ ମାତୃ ମୃତ୍ୟୁହାର ଥିବାରୁ ଏହା ଅନେକାଂଶ ରେ ସହାୟକ ହେବ ବୋଲି କହିଛନ୍ତି ଆଇ ସି ୟୁ ଇନ ଚାର୍ଜ ।
ବାଇଟ (୧) ଡା. (ନା କହିଛନ୍ତି), ଆଇ ସି ୟୁ ଇନଚାର୍ଜ

Conclusion:କନ୍ଧମାଳ ଜିଲ୍ଲାରେ ଖୋଲିଛି ରାଜ୍ୟର ତୃତୀୟ ପେଡିଏଟ୍ରିକ ଆଇ ସି ୟୁ। 28 ଦିନରୁ ପାଞ୍ଚ ବର୍ଷର ଶିଶୁ ମାନଙ୍କ କ୍ରିଟିକାଲ କେୟାର ଏହି ଆଇ ସି ୟୁ ରେ କରାଯାଇ ପାରିବ । ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିଛଅଲୟ ର ଶିଶୁ ମାତୃ ୟୁନିଟରେ ଆଜି ସି ଡ଼ି ଏମ ଓ ଡା ସମୀର କୁମାର ଦାସ ଏହି ଜେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି। ରାଜଧାନୀ ହସ୍ପିଟାଲ ଓ ବ୍ରହ୍ମପୁର ମେଡିକାଲ କଲେଜ ପରେ ଫୁଲବାଣୀରେ ଏହି ଅତ୍ୟାଧୁନିକ ଆଇ ସି ୟୁ ଖୋଲାଯାଇଛି ।
କନ୍ଧମାଳରେ ରାଜ୍ୟର ସର୍ବାଧିକ ଶିଶୁ ଓ ମାତୃ ମୃତ୍ୟୁହାର ଥିବାରୁ ଏହା ଅନେକାଂଶ ରେ ସହାୟକ ହେବ ବୋଲି କହିଛନ୍ତି ଆଇ ସି ୟୁ ଇନ ଚାର୍ଜ ।
ବାଇଟ (୧) ଡା. (ନା କହିଛନ୍ତି), ଆଇ ସି ୟୁ ଇନଚାର୍ଜ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.