ETV Bharat / state

Panchayat Poll: ତୁମୁଡିବନ୍ଧ ୯ ନମ୍ବର ଜୋନ ବିଜେଡି ପାଇଁ ଚ୍ୟାଲେଞ୍ଜ doc title - ତୁମୁଡିବନ୍ଧ ୯ ନମ୍ବର ଜୋନ ନିର୍ବାଚନ ପ୍ରଚାର

କନ୍ଧମାଳ ଜିଲ୍ଲାର 18ଟି ଜିଲ୍ଲା ପରିଷଦ ଆସନ ହାତେଇବା ପାଇଁ ସବୁ ରାଜନୈତିକ ଦଳ ପକ୍ଷରୁ ଚାଲିଛି ଅଙ୍କକଷା । ଅଧିକ ପଢନ୍ତୁ

Panchayat Poll: ତୁମୁଡିବନ୍ଧ ୯ ନମ୍ବର ଜୋନ ବିଜେଡି ପାଇଁ ଚ୍ୟାଲେଞ୍ଜ

author img

By

Published : Feb 4, 2022, 10:54 PM IST

ଫୁଲବାଣୀ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଧିରେ ଧିରେ ରାଜନୈତିକ ପାଣିପାଗ ସରଗରମ ହେଉଛି । ସବୁ ରାଜନୈତିକ ଦଳ ପକ୍ଷରୁ ହେଉଛି ଘନଘନ ବୈଠକ । ବିଜେଡି ପକ୍ଷରୁ ହେଉଛି ଜୋରଦାର ପ୍ରଚାର । କନ୍ଧମାଳ ଜିଲ୍ଲାର 18ଟି ଜିଲ୍ଲା ପରିଷଦ ଆସନ ହାତେଇବା ପାଇଁ ସବୁ ରାଜନୈତିକ ଦଳ ପକ୍ଷରୁ ଚାଲିଛି ଅଙ୍କକଷା । ତେବେ 18ଟି ଜିଲ୍ଲା ପରିଷଦ ମଧ୍ୟରୁ 9 ନମ୍ବର ଜିଲ୍ଲା ପରିଷଦ ଉପରେ ରହିଛି ସମସ୍ତଙ୍କ ନଜର ।

Panchayat Poll: ତୁମୁଡିବନ୍ଧ ୯ ନମ୍ବର ଜୋନ ବିଜେଡି ପାଇଁ ଚ୍ୟାଲେଞ୍ଜ

କାରଣ 9 ନଂ ଜୋନରେ ରହିଛି ବିଜେପିର ପକେଟ ଭୋଟ । କଂଗ୍ରେସର ମଧ୍ୟ କିଛି ଭୋଟ ରହିଥିବା ହେତୁ ବିଜେଡି ପାଇଁ ଏହା ଚ୍ୟାଲେଞ୍ଜ ସୃଷ୍ଟି କରିଛି । 2017 ନିର୍ବାଚନରେ ବିଜେଡି ସ୍ୱଳ୍ପ ଭୋଟରେ ଆସନ ହାତେଇଥିଲା । ଚଳିତ ନିର୍ବାଚନରେ ବିଜେଡିର ଏହି ଜୋନ ପାଇଁ ବିଜେଡିର ତୁମୁଡିବନ୍ଧ ବ୍ଲକ ସଭାପତି ପ୍ରମୋଦ ସାହୁଙ୍କ ଉପରେ ରହିଛି ନିର୍ବାଚନ ଭାର । ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସଞ୍ଜୟ ପାତ୍ର ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.