ETV Bharat / state

ଥମୁନି ଜନନୀ ଯନ୍ତ୍ରଣା: ଭାରରେ ବୁହାହେଲେ ଗର୍ଭବତୀ, ବାଟରେ କଲେ ପ୍ରସବ - pregnant woman carried

କେବେ ସୁଧିରିବ ଆଦିବାସୀ ଅଧ୍ୟୁଷିତଙ୍କ ଜୀବନ ଶୈଳୀ । କେବେ ମିଳିବ ଏମାନଙ୍କୁ ମୌଳିକ ସୁବିଧା । ସେପଟେ ବଢିଚାଲୁଛି ଦୁଃଖ ଦୁର୍ଦ୍ଦଶା । ରାସ୍ତା ଘାଟ ନଥିବାରୁ ଭାରରେ ବାରମ୍ବାର ଜଣେ ପରେ ଜଣେ ଗର୍ଭବତୀ ମହିଳା ଭାରରେ ବୁହା ହୋଇଯାଉଥିବାର ଦେଖିବାକୁ ମିଳୁଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Aug 12, 2019, 11:50 AM IST

ଫୁଲବାଣୀ: ଥମୁନି ଜନନୀ ଯନ୍ତ୍ରଣା । ପୁଣି ଜଣେ ଗର୍ଭବତୀ ଭାରରେ 3 କି.ମି ରାସ୍ତା ବୁହା ହୋଇଗଲେ । ଆଉ ଯନ୍ତ୍ରଣା ସହି ନପାରି ଅଧାବାଟରେ ପ୍ରସବ କଲେ ମହିଳା । କନ୍ଧମାଳ ଦାରିଙ୍ଗବାଡି ଦୁର୍ଗମ ତାଜୁଙ୍ଗିଆ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ମହିଳା ଜଣକ ହେଲେ ଡୁବୁରୀ ଗାଁର ନିକଦମ ମାଝୀଙ୍କ ସ୍ତ୍ରୀ ମିଖାନ୍ତି ମାଝି ।

ମିଖାନ୍ତିଙ୍କୁ ପ୍ରସବ ଯନ୍ତ୍ରଣା ହେବାକୁ ପରିବାରଲୋକେ 102 ଆମ୍ବୁଲାନ୍ସ ସେବାକୁ ଯୋଗାଯୋଗ କରିଥିଲେ । କିନ୍ତୁ ଗାଁକୁ ଭଲ ରାସ୍ତା ନଥିବାରୁ ଆସିପାରିନଥିବା ଆମ୍ବୁଲାନ୍ସ । ଫଳରେ ଜଙ୍ଗଲ ରାସ୍ତା ଦେଇ ଭାରରେ ବୋହି ଆଣିଥିଲେ ପରିବାରଲୋକେ । 3 କିମି ଚାଲିବା ପରେ ମିଖାନ୍ତିଙ୍କୁ ଅତ୍ୟଧିକ ଯନ୍ତ୍ରଣା ହେବାକୁ ବାଟରେ ପ୍ରସବ କରାଇଥିଲେ । ପାଖରେ ଏଏନଏମ, ଆଶା ଓ ସ୍ବାସ୍ଥ୍ୟ କର୍ମୀଙ୍କ ଉପସ୍ଥିତିରେ ଏକ ଶିଶୁ କନ୍ୟାକୁ ସେ ଜନ୍ମ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ତେବେ ବର୍ତ୍ତମାନ ମାଆ ଓ ଶିଶୁଙ୍କୁ ସ୍ବାସ୍ଥ୍ୟବସ୍ଥା ସୁସ୍ଥ ଭଲ ରହିଥିବାବେଳେ ସିକବାଡି ଗାଁରୁ ଆମ୍ବୁଲାନ୍ସ ଯୋଗେ ବ୍ରାହ୍ମଣୀ ଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରତିଦିନ ଏମାନଙ୍କ ଜୀବନ ବାଜିରେ ଲାଗୁଥିବାବେଳେ କେବେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପହଞ୍ଚିବ ମୌଳିକ ସୁବିଧା । ଆଉ କେବେ ବଦଳିବ ଏମାନଙ୍କ ଜୀବନ ଶୈଳୀ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:ପୁଣି ଜନନୀ ଯନ୍ତ୍ରଣା । ଗୁରୁତର ଆସନ୍ନ ପ୍ରସବା ଦୋଳାରେ ବୁହା ହେଲେ 3 କିଲୋମିଟର ଜଙ୍ଗଲ ରାସ୍ତା ଓ ଅଧ ବାଟରେ କଲେ ପ୍ରସବ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଦୁର୍ଗମ ତାଜୁଙ୍ଗିଆ ଅଞ୍ଚଳର ଘଟଣା।

ଦାରିଙ୍ଗବାଡ଼ି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତର ଡୁବୁରୀ ଗାଁ ନିକଟ ଜଙ୍ଗଲରେ ଗର୍ଭ ଯନ୍ତ୍ରଣା ସହ୍ୟ କରିନପାରି ଜଣେ ମହିଳା ପ୍ରସବ କରିଛନ୍ତି। ମହିଳାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ୧୦୨ ଆମ୍ବୁଲାନସକୁ ଫୋନ କରିଥିଲେ ପରିବାର ଲୋକେ। କିନ୍ତୁ ଗୋଟିଏ ପଟେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବାରେ ବିଳମ୍ବ ହୋଇଥିବା ବେଳେ ଅନ୍ୟ ପଟେ ଗାଁକୁ ରାସ୍ତା ନଥିବା ହେତୁ ପ୍ରସୂତିଙ୍କୁ ଷ୍ଟ୍ରେଚର ଦୋଳା ରେ ବୋହି ଆଣିବା ସମୟରେ ଜଙ୍ଗଲରେ ହି ପ୍ରସବ ଯନ୍ତ୍ରଣା ହୋଇଥିଲା। ଆଉ ପାଖରେ ଥିବା ଏ ଏନ ଏମ, ଆଶା ଓ ସ୍ୱାସ୍ଥ୍ୟ ସହକର୍ମୀ ମହିଳାଙ୍କର ଜଙ୍ଗଲରେ ହିଁ ପ୍ରସବ କରାଇଥିଲେ। ମହିଳା ଜଣକ ହେଲେ ଡୁବୁରୀ ଗ୍ରାମର ନିକଦମ ମାଝୀ ଙ୍କ ସ୍ତ୍ରୀ ମୀଖାନ୍ତି ମାଝୀ। ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି।ଦୁହିଁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିଥିବା ଏଏନ ଏମ ସୁଧାମୟୀ ମହାମଲିକ କହିଛନ୍ତି। ବର୍ତ୍ତମାନ ଉଭୟଙ୍କୁ ବ୍ରାହ୍ମଣୀ ଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଯୋଗ୍ୟ ଯେ ଡୁବୁରୀ ଗ୍ରାମରୁ ସିକବାଡି ଗ୍ରାମଯାଏ ପ୍ରାୟ ୩ କିଲୋମିଟର ବାଟ ବୋହି ଆଣିବା ସମୟରେ ଜଙ୍ଗଲରେ ହି ମହିଳାଙ୍କ ଯନ୍ତ୍ରଣା ହେତୁ ପ୍ରସବ କରାଯାଇଥିଲା। ଆଉ ପରବର୍ତ୍ତୀ ସମୟରେ ମା ଓ ଶିଶୁ କନ୍ୟାଙ୍କୁ ସିକବାଡି ଗ୍ରାମକୁ ଅଣାଯାଇ ସେଠୁ ଆମ୍ବୁଲାନ୍ସ ଯୋଗେ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି ବୋଲି ଜଣାପଡିଛି।Body:ପୁଣି ଜନନୀ ଯନ୍ତ୍ରଣା । ଗୁରୁତର ଆସନ୍ନ ପ୍ରସବା ଦୋଳାରେ ବୁହା ହେଲେ 3 କିଲୋମିଟର ଜଙ୍ଗଲ ରାସ୍ତା ଓ ଅଧ ବାଟରେ କଲେ ପ୍ରସବ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଦୁର୍ଗମ ତାଜୁଙ୍ଗିଆ ଅଞ୍ଚଳର ଘଟଣା।

ଦାରିଙ୍ଗବାଡ଼ି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତର ଡୁବୁରୀ ଗାଁ ନିକଟ ଜଙ୍ଗଲରେ ଗର୍ଭ ଯନ୍ତ୍ରଣା ସହ୍ୟ କରିନପାରି ଜଣେ ମହିଳା ପ୍ରସବ କରିଛନ୍ତି। ମହିଳାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ୧୦୨ ଆମ୍ବୁଲାନସକୁ ଫୋନ କରିଥିଲେ ପରିବାର ଲୋକେ। କିନ୍ତୁ ଗୋଟିଏ ପଟେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବାରେ ବିଳମ୍ବ ହୋଇଥିବା ବେଳେ ଅନ୍ୟ ପଟେ ଗାଁକୁ ରାସ୍ତା ନଥିବା ହେତୁ ପ୍ରସୂତିଙ୍କୁ ଷ୍ଟ୍ରେଚର ଦୋଳା ରେ ବୋହି ଆଣିବା ସମୟରେ ଜଙ୍ଗଲରେ ହି ପ୍ରସବ ଯନ୍ତ୍ରଣା ହୋଇଥିଲା। ଆଉ ପାଖରେ ଥିବା ଏ ଏନ ଏମ, ଆଶା ଓ ସ୍ୱାସ୍ଥ୍ୟ ସହକର୍ମୀ ମହିଳାଙ୍କର ଜଙ୍ଗଲରେ ହିଁ ପ୍ରସବ କରାଇଥିଲେ। ମହିଳା ଜଣକ ହେଲେ ଡୁବୁରୀ ଗ୍ରାମର ନିକଦମ ମାଝୀ ଙ୍କ ସ୍ତ୍ରୀ ମୀଖାନ୍ତି ମାଝୀ। ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି।ଦୁହିଁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିଥିବା ଏଏନ ଏମ ସୁଧାମୟୀ ମହାମଲିକ କହିଛନ୍ତି। ବର୍ତ୍ତମାନ ଉଭୟଙ୍କୁ ବ୍ରାହ୍ମଣୀ ଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଯୋଗ୍ୟ ଯେ ଡୁବୁରୀ ଗ୍ରାମରୁ ସିକବାଡି ଗ୍ରାମଯାଏ ପ୍ରାୟ ୩ କିଲୋମିଟର ବାଟ ବୋହି ଆଣିବା ସମୟରେ ଜଙ୍ଗଲରେ ହି ମହିଳାଙ୍କ ଯନ୍ତ୍ରଣା ହେତୁ ପ୍ରସବ କରାଯାଇଥିଲା। ଆଉ ପରବର୍ତ୍ତୀ ସମୟରେ ମା ଓ ଶିଶୁ କନ୍ୟାଙ୍କୁ ସିକବାଡି ଗ୍ରାମକୁ ଅଣାଯାଇ ସେଠୁ ଆମ୍ବୁଲାନ୍ସ ଯୋଗେ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି ବୋଲି ଜଣାପଡିଛି।Conclusion:ପୁଣି ଜନନୀ ଯନ୍ତ୍ରଣା । ଗୁରୁତର ଆସନ୍ନ ପ୍ରସବା ଦୋଳାରେ ବୁହା ହେଲେ 3 କିଲୋମିଟର ଜଙ୍ଗଲ ରାସ୍ତା ଓ ଅଧ ବାଟରେ କଲେ ପ୍ରସବ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଦୁର୍ଗମ ତାଜୁଙ୍ଗିଆ ଅଞ୍ଚଳର ଘଟଣା।

ଦାରିଙ୍ଗବାଡ଼ି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତର ଡୁବୁରୀ ଗାଁ ନିକଟ ଜଙ୍ଗଲରେ ଗର୍ଭ ଯନ୍ତ୍ରଣା ସହ୍ୟ କରିନପାରି ଜଣେ ମହିଳା ପ୍ରସବ କରିଛନ୍ତି। ମହିଳାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ୧୦୨ ଆମ୍ବୁଲାନସକୁ ଫୋନ କରିଥିଲେ ପରିବାର ଲୋକେ। କିନ୍ତୁ ଗୋଟିଏ ପଟେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବାରେ ବିଳମ୍ବ ହୋଇଥିବା ବେଳେ ଅନ୍ୟ ପଟେ ଗାଁକୁ ରାସ୍ତା ନଥିବା ହେତୁ ପ୍ରସୂତିଙ୍କୁ ଷ୍ଟ୍ରେଚର ଦୋଳା ରେ ବୋହି ଆଣିବା ସମୟରେ ଜଙ୍ଗଲରେ ହି ପ୍ରସବ ଯନ୍ତ୍ରଣା ହୋଇଥିଲା। ଆଉ ପାଖରେ ଥିବା ଏ ଏନ ଏମ, ଆଶା ଓ ସ୍ୱାସ୍ଥ୍ୟ ସହକର୍ମୀ ମହିଳାଙ୍କର ଜଙ୍ଗଲରେ ହିଁ ପ୍ରସବ କରାଇଥିଲେ। ମହିଳା ଜଣକ ହେଲେ ଡୁବୁରୀ ଗ୍ରାମର ନିକଦମ ମାଝୀ ଙ୍କ ସ୍ତ୍ରୀ ମୀଖାନ୍ତି ମାଝୀ। ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି।ଦୁହିଁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିଥିବା ଏଏନ ଏମ ସୁଧାମୟୀ ମହାମଲିକ କହିଛନ୍ତି। ବର୍ତ୍ତମାନ ଉଭୟଙ୍କୁ ବ୍ରାହ୍ମଣୀ ଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଯୋଗ୍ୟ ଯେ ଡୁବୁରୀ ଗ୍ରାମରୁ ସିକବାଡି ଗ୍ରାମଯାଏ ପ୍ରାୟ ୩ କିଲୋମିଟର ବାଟ ବୋହି ଆଣିବା ସମୟରେ ଜଙ୍ଗଲରେ ହି ମହିଳାଙ୍କ ଯନ୍ତ୍ରଣା ହେତୁ ପ୍ରସବ କରାଯାଇଥିଲା। ଆଉ ପରବର୍ତ୍ତୀ ସମୟରେ ମା ଓ ଶିଶୁ କନ୍ୟାଙ୍କୁ ସିକବାଡି ଗ୍ରାମକୁ ଅଣାଯାଇ ସେଠୁ ଆମ୍ବୁଲାନ୍ସ ଯୋଗେ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି ବୋଲି ଜଣାପଡିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.