ETV Bharat / state

ଜନ୍ମମାଟିରେ ପହଞ୍ଚିଲା ଓଡିଆ ଯବାନଙ୍କ ମରଶରୀର - odia jawan death

ଜନ୍ମମାଟିରେ ପହଞ୍ଚିଲା ହୃତଘାତରେ ପ୍ରାଣ ହରାଇଥିବା ଓଡିଆ ଯବାନଙ୍କ ମରଶରୀର । ପଞ୍ଜାବ ସଂଗୃଗୁରେ 1 ରାଜପୂତାନା ରାଇଫଲ୍ସର ରେଜିମେଣ୍ଚ 3 ଗାର୍ଡରେ କାର୍ଯ୍ୟରତ ଥିବା ସମୟରେ ହୋଇଥିବା ତାଙ୍କର ମୃତ୍ୟୁ । ଅଧିକ ପଢନ୍ତୁ...

ଜନ୍ମମାଟିକୁ ଫେରିଲା ହୃଦଘାତରେ ମୃତ ଓଡିଆ ଯବାନଙ୍କ ମରଶରୀର

author img

By

Published : Feb 6, 2021, 7:46 PM IST

ଫୁଲବାଣୀ: ପଞ୍ଜାବ ସଂଗୃଗୁରେ 1 ରାଜପୂତାନା ରାଇଫଲ୍ସର ରେଜିମେଣ୍ଟ 3 ଗାର୍ଡରେ କାର୍ଯ୍ୟରତ ଓଡିଆ ଯବାନଙ୍କ ହୃଦଘାତରେ ମୃତ୍ୟୁ । ଯବାନ ଜଣକ ଫୁଲବାଣୀ ପିଅନପଡାର ଅନିଲ କୁମାର ବେହେରା । ଗତ 4 ତାରିଖରେ ସେ କାର୍ଯ୍ୟରତ ଥିବାବେଳେ ତାଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଥିଲା । ଶନିବାର ଯବାନଙ୍କ ମରଶରୀରକୁ ନିଜ ଜନ୍ମମାଟିକୁ ଅଣାଯାଇଛି । ମୃତ ଯବାନଙ୍କୁ ଆତ୍ମୀୟ ବର୍ଗଙ୍କ ସମେତ ସ୍ଥାନୀୟ ଲୋକେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଜନ୍ମମାଟିକୁ ଫେରିଲା ହୃଦଘାତରେ ମୃତ ଓଡିଆ ଯବାନଙ୍କ ମରଶରୀର

ଶୋକାକୁଳ ପରିବେଶରେ ଯବାନ ଅନିଲଙ୍କ ଶେଷକୃତ୍ୟ କରାଯାଇଛି । କିନ୍ତୁ ଅନ୍ତ୍ୟେଷ୍ଟି ସମୟରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ କେହି ଉପସ୍ଥିତ ନଥିବା ଜଣାପଡିଛି । ମୃତ ଯବାନଙ୍କ ଚାରୋଟି ନାବାଳିକା ଝିଅ ଥିବାବେଳେ ସେମାନଙ୍କ ଭବିଷ୍ୟତ ପାଇଁ ସରକାରୀ ସହାୟତା ଯୋଗାଇବାକୁ ଅପିଲ କରିଛନ୍ତି ପରିବାର ଲୋକେ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.