ETV Bharat / state

କନ୍ଧମାଳରେ ବଢିଛନ୍ତି ମହିଳା ଭୋଟର - କନ୍ଧମାଳରେ ବଢିଲେ ମହିଳା ଭୋଟର

କନ୍ଧମାଳରେ ୫ ଲକ୍ଷ ୫୪ ହଜାର ୫ ୪୧ ଭୋଟର ରହିଛନ୍ତି । ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ପୂର୍ବରୁ ଭୋଟରଙ୍କ ସଂଖ୍ୟା ୫ ଲକ୍ଷ ୩୮ ହଜାର ୯୭୧ ଥିଲା ତେବେ ବର୍ତ୍ତମାନ ୧୫ ହଜାର ୫୭୦ ଭୋଟର ବଢିଥିବା ଜଣାପଡିଛି । ଅଧିକ ପଢନ୍ତୁ

କନ୍ଧମାଳରେ ବଢିଛନ୍ତି ମହିଳା ଭୋଟର
କନ୍ଧମାଳରେ ବଢିଛନ୍ତି ମହିଳା ଭୋଟର
author img

By

Published : Jan 13, 2022, 7:33 AM IST

ଫୁଲବାଣୀ: କନ୍ଧମାଳରେ ୫ ଲକ୍ଷ ୫୪ ହଜାର ୫୪୧ ଭୋଟର ରହିଛନ୍ତି । ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ପୂର୍ବରୁ ଭୋଟରଙ୍କ ସଂଖ୍ୟା ୫ ଲକ୍ଷ ୩୮ ହଜାର ୯୭୧ ଥିଲା ତେବେ ବର୍ତ୍ତମାନ ୧୫ ହଜାର ୫୭୦ ଭୋଟର ବଢିଥିବା ଜଣାପଡିଛି । ମୋଟ ଭୋଟର ୫ ଲକ୍ଷ ୫୪ ହଜାର ୫୪୧ ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୬୮ ହଜାର ୪୭୨ ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୮୬ ହଜାର ୭ ରହିଛି । ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ପାଖାପାଖି ୧୮ ହଜାର ଅଧିକ ରହିଛି । ଏହି ଚୁଡାନ୍ତ ତଥା ସଂଶୋଧନ ଭୋଟର ତାଲିକା ସମସ୍ତ ରାଜନୈତିକ ଦଳକୁ ପ୍ରଦାନ କରାଯାଇଥିବା ଜିଲ୍ଲା ନିର୍ବାଚନ ଅଧିକାରୀ ବୁନା ପ୍ରଧାନ କହିଛନ୍ତି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.