ETV Bharat / state

ଆଦିବାସୀ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ - kandhamal Minor tribal girl rape case

କନ୍ଧମାଳରେ ଲଜ୍ୟା । ଚକାପାଦ ଅଞ୍ଚଳରେ ନାବାଳିକା ଆଦିବାସୀ ଛାତ୍ରୀକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ । ଏତଲା ପରେ ଅଭିଯୁକ୍ତ ରଣଗାଁର ପ୍ରସନ୍ନ କୁମାର ଦେହୁରୀକୁ ଗରିଫ କଲା ପୋଲିସ ।

ଆଦିବାସୀ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ
author img

By

Published : Nov 15, 2019, 9:05 PM IST

ଫୁଲବାଣୀ: କନ୍ଧମାଳରେ ଲଜ୍ୟା । ଚକାପାଦ ଅଞ୍ଚଳରେ ନାବାଳିକା ଆଦିବାସୀ ଛାତ୍ରୀକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ । ଏତଲା ପରେ ଅଭିଯୁକ୍ତ ରଣଗାଁର ପ୍ରସନ୍ନ କୁମାର ଦେହୁରୀକୁ ଗରିଫ କଲା ପୋଲିସ ।

ଅଭିଯୋଗ ଅନୁଯାୟୀ, ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଚକାପାଦକୁ ଯାତ୍ରା ଦେଖିବାକୁ ଆସିଥିବାବେଳେ ନାବାଳିକା ଆଦିବାସୀ ଛାତ୍ରୀଙ୍କୁ ଅପହରଣ କରି ନିକଟବର୍ତ୍ତୀ ଜଙ୍ଗଲକୁ ନେଇ ଯାଇଥିଲା ଦୁର୍ବୃତ୍ତ । ପରେ ସେଠାରେ ଦୁଷ୍କର୍ମ କରି ଛାଡି ପଳାଇଥିଲା । ପରିବାର ଲୋକେ ଖୋଜାଖୋଜି କରି ନାବାଳିକାକୁ ପାଇବା ପରେ ଥାନାରେ ଏତଲା ଦେଇଥିଲେ ।

ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଫୁଲବାଣୀ ଜିଲ୍ଲା ଦୌରା ଜଜ୍ କୋର୍ଟରେ ଅଭିଯୁକ୍ତର ଜାମିନ ନାମଞ୍ଜୁର ହେବା ପରେ ତାକୁ ଜେଲକୁ ପଠାଇ ଦିଆଯାଇଛି । ସେପଟେ ମାଜିଷ୍ଟ୍ରେଟଙ୍କ ଠାରେ ପଡୀତାର ବୟାନ ରେକର୍ଡ କରାଯାଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲାରେ ଅଭାବନୀୟ ଘଟଣା। ଚକାପାଦ ଥାନା ଅଞ୍ଚଳରେ ନାବାଳିକା ଆଦିବାସୀ ଛାତ୍ରୀକୁ ଅପହରଣ ପରେ ଦୁଷ୍କର୍ମ କରାଯାଇଛି । ଏତଲା ଦାଏର ହେବା ପରେ ପୋଲିସ୍ ଗିରଫ କରିଛି ରଣଗାଁର ପ୍ରସନ୍ନ କୁମାର ଦେହୁରୀକୁ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। Body:ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଚକାପାଦକୁ ଯାତ୍ରା ଦେଖିବାକୁ ଆସିଥିବା ବେଳେ ନାବାଳିକା ଆଦିବାସୀ ଛାତ୍ରୀଙ୍କୁ ଅପହରଣ କରି ନିକଟବର୍ତ୍ତୀ ଜଙ୍ଗଲକୁ ନେଇ ଯାଇଥିଲା ଦୁର୍ବୃତ୍ତ । ପରେ ସେଠାରେ ଦୁଷ୍କର୍ମ କରି ଛାଡି ପଳାଇ ଥିଲା। ପରିବାର ଲୋକେ ଖୋଜାଖୋଜି କରି ପାଇବା ପରେ ଥାନାରେ ଏତଲା ଦେଇଥିଲେ। Conclusion:ଫୁଲବାଣୀ ଜିଲ୍ଲା ଦୌରା ଜଜ୍ କୋର୍ଟରେ ହାଜର କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜଲ ହାଜତକୁ ଯାଇଛି ଅଭିଯୁକ୍ତ।ମାଜିଷ୍ଟ୍ରେଟଙ୍କ ଠାରେ ପଡିତାର ବୟାନ ରେକର୍ଡ କରାଯାଇଛି ଓ ସିଡବ୍ଲୁସିରେ ହାଜର କରିଥିଲା ପୋଲିସ୍ ।
କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.