ETV Bharat / state

ଅନ୍ଧାରରେ କନ୍ଧମାଳ ପ୍ରଶାସନ: ମୋବାଇଲ ଲାଇଟରେ ଚାଲିଲା ଲୋକ ଅଦାଲତ - ଅନ୍ଧାରରେ ଚାଲିଲା ଲୋକ ଅଦାଲତ

ଅନ୍ଧାରରେ ଚାଲିଲା ଲୋକ ଅଦାଲତ । ଏପରି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ । ଜିଲ୍ଲାରେ ଜାତୀୟ ଲୋକ ଅଦାଲତ ଚାଲିଥିବାବେଳେ ବାରମ୍ବାର ବିଦ୍ୟୁତକାଟ ପାଇଁ ଏପରି ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ ...

loka-adalat-in-darkness
ଅନ୍ଧାରରେ ଚାଲିଲା ଲୋକ ଅଦାଲତ, 40 ଲକ୍ଷ ଅସୁଲ
author img

By

Published : Feb 9, 2020, 11:10 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଶେଷ ହୋଇଛି ଜାତୀୟ ଲୋକ ଅଦାଲତ । ଏହି ଲୋକ ଅଦାଲତରେ ଦେଢ଼ ଶହରୁ ଅଧିକ ମାମଲାର ଫଇସଲା କରାଯିବା ସହ ପ୍ରାୟ ଚାଳିଶ ଲକ୍ଷ ଟଙ୍କା ଅସୁଲ କରାଯାଇଛି । ଡ଼ିଏଲଏସଏ ସମ୍ମିଳନୀ କକ୍ଷରେ ଚାଲିଥିବା ଏହି ଲୋକ ଅଦାଲତ ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ଅନ୍ଧାରରେ ଚାଲିଥିଲା । ଏଥିରେ ମୋବାଇଲ ଲାଇଟ ଲଗାଇ କର୍ମଚାରୀମାନେ କାମ ଚଳାଉଥିବା ଦେଖିବାକୁ ମିଳିଛି ।

ଅନ୍ଧାରରେ ଚାଲିଲା ଲୋକ ଅଦାଲତ, 40 ଲକ୍ଷ ଅସୁଲ

ସେହିପରି ଜିଲ୍ଲାର ବାଲିଗୁଡା,ଘୁ.ଉଦୟଗିରି, ଦାରିଙ୍ଗବାଡିରେ ମଧ୍ୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି । ଲୋକ ଅଦାଲତ ଦ୍ବାରା ଲୋକେ ଉପକୃତ ହେଉଥିବା ଦେଖିବାକୁ ମିଳିଛି । ତେବେ ଏ ଦିଗରେ ଅଧିକ ସଚେତନ ହେଲେ ଗାଁ ଗହଳିର ଲୋକେ ଅଧିକ ଉପକୃତ ହେବେ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲାରେ ପ୍ରତି ଥର ପରି ଚଳିତ ଥର ଶେଷ ହୋଇଛି ଜାତୀୟ ଲୋକ ଅଦାଲତ। ପ୍ରାୟ ଚାଳିଶ ଲକ୍ଷ ଟଙ୍କା ଅସୁଲ ହୋଇଥିବା ବେଳେ ଦେଢ଼ ଶହରୁ ଅଧିକ ମାମଲାର ଫଇସଲା କରାଯାଇଛି। ଡ଼ିଏଲଏସଏ ସମ୍ମିଳନୀ କକ୍ଷରେ ଚାଲିଥିବା ଅଦାଲତ ବାରମ୍ବାର ବିଦ୍ୟୁତ କାଟ ଯୋଗୁଁ ଅନ୍ଧାରରେ ଚାଲିଥିଲା । ମୋବାଇଲ ଲାଇଟ ଲଗାଇ କାମ ଚଳାଉଥିଲେ କର୍ମଚାରୀ ମାନେ।

Body:ସେହିପରି ଜିଲ୍ଲାର ବାଲିଗୁଡା,ଘୁ.ଉଦୟଗିରି,ଦାରିଙ୍ଗବାଡିରେ ମଧ୍ୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଲୋକ ଅଦାଲତ ଦ୍ୱାରା ଲୋକେ ସୁବିଧା ମଧ୍ୟ ପାଉଛନ୍ତି।

Conclusion:ତେବେ ଏ ଦିଗରେ ଅଧିକ ସଚେତନ ହେଲେ ଗାଁ ଗହଳିର ଲୋକେ ଅଧିକ ଉପକୃତ ହେବେ ।
କନ୍ଧମାଳରୁ ସଦାଶିବ ପାତ୍ର,ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.