ETV Bharat / state

ଦୁଇ ଭାଇଙ୍କୁ ଅପହରଣ କରି ଜେଲ ୱାର୍ଡେନଙ୍କ ସହ 6 ଗିରଫ

ପଦାରେ ପଡିଛି ଅପରାଧି ଓ ଜେଲ କର୍ମଚାରୀଙ୍କ ସାଙ୍ଘାତିକ ଅପରାଧ । ଗଞ୍ଜେଇ କାରବାର ପାଇଁ ପଇସା ଦେଇ ଫେରି ନପାଇ ପାରିବାରୁ ଦୁଇ ଭାଇଙ୍କୁ ଅପହରଣ କରି ପୋଲିସ ହାତରେ ଧରା ପଡିଛି ଜେଲ ୱାର୍ଡେନଙ୍କ ସହ 6 ଅଭିଯୁକ୍ତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Jul 12, 2019, 6:25 AM IST

ଫୁଲବାଣୀ: ପଦାରେ ପଡିଛି ଅପରାଧି ଓ ଜେଲ କର୍ମଚାରୀଙ୍କ ସାଙ୍ଘାତିକ ଅପରାଧ । ଗଞ୍ଜେଇ କାରବାର ପାଇଁ ପଇସା ଦେଇ ଫେରି ନପାଇ ପାରିବାରୁ ଦୁଇ ଭାଇଙ୍କୁ ଅପହରଣ କରି ପୋଲିସ ହାତରେ ଧରା ପଡିଛି ଜେଲ ୱାଡେଙ୍କ ସହ 6 ଅଭିଯୁକ୍ତ । ଘଟଣାଟି ହେଉଛି ବାଲିଗୁଡା ଥାନା ମିଡିଆକିଆ ଗ୍ରାମର । ଯେଉଁଠାରେ ଦୁଇ ଭାଇ ବୁଲୁ ନାୟକ ଓ ବ୍ରଜ ନାୟକଙ୍କୁ ଅପହରଣ କରିବାକୁ ଚେଷ୍ଟା କରିଥିଲେ ଦୁର୍ବୃତ୍ତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଘଟଣା କ୍ରମେ, ଛଅ ମାସ ତଳେ ବୁଲୁ ନାୟକ ବାଲିଗୁଡା ଜେଲରେ ବନ୍ଦୀ ଥିବା ବେଳେ ତାଙ୍କର ୱାର୍ଡେନ ସୁବାସ ଚନ୍ଦ୍ର ବେହେରଦଳେଇଙ୍କ ସହ ବନ୍ଧୁତା ହୋଇଥିଲା । ଜେଲରୁ ମୁକୁଳିବା ପରେ ସେ ଗଞ୍ଜେଇ କାରବାର ପାଇଁ ସୁବାସଠାରୁ ଲକ୍ଷେ ଟଙ୍କାରୁ ଅଧିକ ଟଙ୍କା ନେଇ ପରେ ଆଉ ଫେରାଇ ନଥିଲା । ଫଳରେ ପ୍ରତିଶୋଧ ଆକାରରେ 6 ଜଣ ଅପହରଣକାରୀଙ୍କ ସହ ମିଶି ଦୁଇ ଭାଇ ବୁଲୁ ଓ ବ୍ରଜକୁ ଅପହରଣ କରିଥିଲା ସୁବାସ ।

ହେଲେ ଦୁଇ ଭାଇଙ୍କୁ ଅପହରଣ କରି ବୋଲେରୋ ନଂ ଓଡି-07ଟି-2600ରେ ବାଲିଗୁଡାରୁ ଦାରିଙ୍ଗବାଡି ଦେଇ ବ୍ରହ୍ମପୁର ନେବା ସମୟରେ କୌଶଳକ୍ରମେ ଗାଡିରୁ ଡେଇଁ ପଡିଥିଲେ ବୁଲୁ । ପରେ ସେ ଦାରିଙ୍ଗବାଡି ଥାନାରେ ପହଞ୍ଚି ଥାନା ଅଧିକାରୀ ଅଲେଖ ଗରଡିଆଙ୍କୁ ଖବର କରିଥିଲେ । ଖବର ପାଇ ପୋଲିସ ତୁରନ୍ତ ବୋଲେରୋକୁ ପିଛା କରିଥିଲା । ହେଲେ ଗାଡି ନ ଅଟକିବାରୁ ପୋଲିସ ବୋଲେରୋ ଚକରେ ଗୋଟିଏ ରାଉଣ୍ଡ ଗୁଳି ଚଳାଇ ଗାଡି ରୋକିବାରେ ସଫଳ ହୋଇଥିଲା ।

ଘଟଣାସ୍ଥଳରୁ ଅପହୃତ ବ୍ରଜଙ୍କୁ ଉଦ୍ଧାର କରିବା ସହ ପୋଲିସ ଜେଲ ୱାର୍ଡେନ ସୁବାସ ଓ ସାଥି ଅଭିଯୁକ୍ତଙ୍କୁ ଗିରଫ କରିଛି । ଅପରାଧିମାନେ ହେଲେ ସୁବାସ ଚନ୍ଦ୍ର ବେହେରଦଳେଇ, ମୁନା ସାହୁ, ରବି ଗୌଡ଼, ବାଲାଜି ଗୌଡ଼, ପି ସତ୍ୟମ ରେଡ଼ି, ଉମା ବିଶୋୟୀ ଓ ସୁବରାମ ନାୟକ । ତେବେ ଘଟଣାରେ ପୋଲିସ 70/19ରେ ଦଫା 364,365,334 ଆଇପିସି 325 ଓ 327 ଆର୍ମ୍ସ ଆକ୍ଟ ରୁଜୁ କରିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲାରେ ଚାଞ୍ଚଲ୍ଯ । ଅପରାଧି ଓ ଜେଲ କର୍ମଚାରୀଙ୍କ ସାଙ୍ଘାତିକ ନେକସସ୍ ପଦାରେ ପଡିଛି। ଫିଲ୍ମ ଷ୍ଟାଇଲରେ ଅପହରଣ ପରେ ବୁଦ୍ଧି ବଳରେ ଖସିବା ଏବଂ ପୋଲିସ ସହାୟତାରେ ଉଦ୍ଧାର ହେବା ପରେ ସବୁ ଅପରାଧି ଗିରଫ ହୋଇଛନ୍ତି । ଗାଡିକୁ ଅଟକାଇବା ପାଇଁ ପୋଲିସ ଅପହରଣକାରୀଙ୍କ ବୋଲେରୋକୁ ଗୁଳିମାଡ କରିଥିଲା। ଗଞ୍ଜେଇ କାରବାର ର ଏ ରିଏଲ୍ କାହାଣୀ ।

ଅପହରଣ କାରୀଙ୍କ ଠାରୁ ବର୍ତିଲେ ଦୁଇ ଭାଇ।ଜେଲ ୱାଡେନଙ୍କ ସମେତ ଅନ୍ୟ ୬ ଜଣ ଅପହରଣ କାରୀଙ୍କୁ ଗିରଫ କଲା ଦାରିଙ୍ଗବାଡ଼ି ପୋଲିସ। ଅପହୃତ ଦୁଇ ଭାଇ ହେଲେ ବାଲିଗୁଡା ଥାନା ମିଡ଼ିଆକିଆ ଗ୍ରାମର ବୁଲୁ ନାୟକ ଓ ବ୍ରଜ ନାୟକ।ବାଲିଗୁଡା ଜେଲରେ ୱାଡେନ ରହିଥିବା ସୁବାସ ଚନ୍ଦ୍ର ବେହେରଦଳେଇ ଅପହରଣ ଘଟଣାରେ ସିଧାସଳଖ ଭାବେ ସଂପୃକ୍ତ ରହିଛି। ୱାଡେନ ସୁବାସ ବ୍ରହ୍ମପୁର ଅଞ୍ଚଳରୁ ୬ ଜଣ ଭଡ଼ାଟିଆ ଙ୍କୁ ଡାକି ଦୁଇ ଭାଇ ବୁଲୁ ନାୟକ ଓ ବ୍ରଜ ନାୟକଙ୍କୁ ବୋଲେରୋ ନଂ ଓଡ଼ି-୦୭ଟି-୨୬୦୦ ରେ ଅପହରଣ କରି ବାଲିଗୁଡା ରୁ ଦାରିଙ୍ଗବାଡ଼ି ଅଞ୍ଚଳ ଦେଇ ବ୍ରହ୍ମପୁର ନେଇଯାଉଥିଲେ।ବୁଲୁ ନାୟକ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଦାରିଙ୍ଗବାଡି ଚାରିଛକ ନିକଟରେ ଗାଡି ଝରକା ପଟୁ ବାହାରକୁ ଡେ଼ଇ ପଡିଥିଲା ।ଏହାପରେ ଜୀବନ ବିକଳରେ ବୁଲୁ ଉଲଗ୍ନ ଅବସ୍ଥାରେ ଦାରିଙ୍ଗବାଡ଼ି ଥାନାରେ ପହଞ୍ଚି ଥାନା ଅଧିକାରୀଙ୍କୁ ଜଣାଇଥିଲେ।ଏହାପରେ ଥାନା ଅଧିକାରୀ ଅଲେଖ ଗରଡ଼ିଆ ସମେତ ପୋଲିସ ଅପହରଣକାରୀଙ୍କ ବୋଲେରୋ କୁ ପିଛା କରି ସୋରଡା ଥାନା ଅନ୍ତର୍ଗତ ରାମାନାବାଡୀ ଛକ ନିକଟରେ ବୋଲେରୋ କୁ ଅଟକାଇବା କୁ ଚେଷ୍ଟା କରିଥିଲେ ହେଲେ ବୋଲେରୋଟି ଅଟକି ନଥିଲା। ପୋଲିସ ବାଧ୍ୟ ହୋଇ ଜଣଙ୍କ ଜୀବନ ବିପଦରେ ଥିବାରୁ ବା ହେତୁ ବୋଲେରୋ ଚକା କୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ । ଏହାପରେ ଘଟଣା ସ୍ଥଳୁ ୱାଡେନ ସୁବାସ ୬ ଜଣ ଅପହରଣକାରୀଙ୍କୁ ଧରିବା ସହ ଅପହୃତ ସାନ ଭାଇ ବ୍ରଜ କୁ ପୋଲିସ ଉଦ୍ଧାର କରିଥିଲା ।ଅପହରଣ କାରି ମାନେ ହେଲେ ସୁବାସ ଚନ୍ଦ୍ର ବେହେରଦଳେଇ, ମୁନା ସାହୁ, ରବି ଗୌଡ଼, ଵାଲାଜି ଗୌଡ଼,ପି ସତ୍ୟମ ରେଡ଼ି, ଉମା ବିଶୋଇ,ସୁବରାମ ନାୟକ,।ଏମାନଙ୍କ ମଧ୍ୟରୁ ସୁବାସ ଚନ୍ଦ୍ର ବେହେରଦଳେଇ ବାଲିଗୁଡା ସବ ଜେଲରେ ୱାଡେନ ଅଛନ୍ତି ।ସେ ହିଁ ଏହି ଦୁଇ ଭାଇଙ୍କୁ ଅପହରଣ କରିବା ପାଇଁ ଅନ୍ୟ ମାନଙ୍କୁ ପଠାଇଥିଲେ।ଏବଂ ୱାଡେନ ସୁବାସ ସିଧାସଳଖ ଭାବେ ଅପହରଣ ଘଟଣାରେ ସଂପୃକ୍ତ ଥିବା ଜଣାପଡିଛି। ବୁଲୁ ନାୟକ ଆଗରୁ ଜେଲରେ ବନ୍ଦୀ ଭାବେ ରହିଥିଲା ସମୟରେ ୱାଡେନ ସୁବାସଙ୍କ ସହ ଭଲ ସମ୍ପର୍କ ରଖିଥିଲା।ଆଉ ଗତ ୬ ମାସ ତଳେ ବୁଲୁ ଜେଲରୁ ବାହାରି ପରେ ୱାଡେନ ସୁବାସ ଏକ ଲକ୍ଷ୍ୟ ରୁ ଉର୍ଦ୍ଧ୍ବ ଟଙ୍କା ବୁଲୁକୁ ଦେଇଥିଲେ ଗଞ୍ଜେଇ ବ୍ୟବସାୟ ପାଇଁ।କିନ୍ତୁ ବୁଲୁ ଟଙ୍କା ଫେରାଇନଥିବାରୁ ତାଙ୍କୁ ଅପହରଣ କରିବା ପାଇଁ ୱାଡେନ ସୁବାସ ବ୍ରହ୍ମପୁର ଅଞ୍ଚଳରୁ ୬ ଜଣ ଭଡ଼ା ଟିଆ କୁ ଡାକିଥିଲେ।ଅପହରଣ କାରୀଙ୍କ ଠାରୁ ଆଠଟି ମୋବାଇଲ, ଗୋଟିଏ ଛୁରୀ ଆଉ ଗୋଟିଏ ଦେଶୀ ମାଉଜର ଜବତ କରିଛି।ପୋଲିସ ଏହି ଘଟଣାରେ ୭୦/୧୯ ରେ ଦଫା 364,65,34 ଇପସି 25,27 arms act ରୁଜୁ କରି ଅଧିକ ତଦନ୍ତ କରୁଥିବା ନେଇ ଥାନା ଅଧିକାରୀ ଅଲେଖ ଗରଡ଼ିଆ କହିଛନ୍ତି।

ବାଇଟ - ୧- ଅଲେଖ ଗରଡ଼ିଆ ( ଆଇଆଇ ସି ଦାରିଙ୍ଗବାଡ଼ି )Body:କନ୍ଧମାଳ ଜିଲାରେ ଚାଞ୍ଚଲ୍ଯ । ଅପରାଧି ଓ ଜେଲ କର୍ମଚାରୀଙ୍କ ସାଙ୍ଘାତିକ ନେକସସ୍ ପଦାରେ ପଡିଛି। ଫିଲ୍ମ ଷ୍ଟାଇଲରେ ଅପହରଣ ପରେ ବୁଦ୍ଧି ବଳରେ ଖସିବା ଏବଂ ପୋଲିସ ସହାୟତାରେ ଉଦ୍ଧାର ହେବା ପରେ ସବୁ ଅପରାଧି ଗିରଫ ହୋଇଛନ୍ତି । ଗାଡିକୁ ଅଟକାଇବା ପାଇଁ ପୋଲିସ ଅପହରଣକାରୀଙ୍କ ବୋଲେରୋକୁ ଗୁଳିମାଡ କରିଥିଲା। ଗଞ୍ଜେଇ କାରବାର ର ଏ ରିଏଲ୍ କାହାଣୀ ।

ଅପହରଣ କାରୀଙ୍କ ଠାରୁ ବର୍ତିଲେ ଦୁଇ ଭାଇ।ଜେଲ ୱାଡେନଙ୍କ ସମେତ ଅନ୍ୟ ୬ ଜଣ ଅପହରଣ କାରୀଙ୍କୁ ଗିରଫ କଲା ଦାରିଙ୍ଗବାଡ଼ି ପୋଲିସ। ଅପହୃତ ଦୁଇ ଭାଇ ହେଲେ ବାଲିଗୁଡା ଥାନା ମିଡ଼ିଆକିଆ ଗ୍ରାମର ବୁଲୁ ନାୟକ ଓ ବ୍ରଜ ନାୟକ।ବାଲିଗୁଡା ଜେଲରେ ୱାଡେନ ରହିଥିବା ସୁବାସ ଚନ୍ଦ୍ର ବେହେରଦଳେଇ ଅପହରଣ ଘଟଣାରେ ସିଧାସଳଖ ଭାବେ ସଂପୃକ୍ତ ରହିଛି। ୱାଡେନ ସୁବାସ ବ୍ରହ୍ମପୁର ଅଞ୍ଚଳରୁ ୬ ଜଣ ଭଡ଼ାଟିଆ ଙ୍କୁ ଡାକି ଦୁଇ ଭାଇ ବୁଲୁ ନାୟକ ଓ ବ୍ରଜ ନାୟକଙ୍କୁ ବୋଲେରୋ ନଂ ଓଡ଼ି-୦୭ଟି-୨୬୦୦ ରେ ଅପହରଣ କରି ବାଲିଗୁଡା ରୁ ଦାରିଙ୍ଗବାଡ଼ି ଅଞ୍ଚଳ ଦେଇ ବ୍ରହ୍ମପୁର ନେଇଯାଉଥିଲେ।ବୁଲୁ ନାୟକ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଦାରିଙ୍ଗବାଡି ଚାରିଛକ ନିକଟରେ ଗାଡି ଝରକା ପଟୁ ବାହାରକୁ ଡେ଼ଇ ପଡିଥିଲା ।ଏହାପରେ ଜୀବନ ବିକଳରେ ବୁଲୁ ଉଲଗ୍ନ ଅବସ୍ଥାରେ ଦାରିଙ୍ଗବାଡ଼ି ଥାନାରେ ପହଞ୍ଚି ଥାନା ଅଧିକାରୀଙ୍କୁ ଜଣାଇଥିଲେ।ଏହାପରେ ଥାନା ଅଧିକାରୀ ଅଲେଖ ଗରଡ଼ିଆ ସମେତ ପୋଲିସ ଅପହରଣକାରୀଙ୍କ ବୋଲେରୋ କୁ ପିଛା କରି ସୋରଡା ଥାନା ଅନ୍ତର୍ଗତ ରାମାନାବାଡୀ ଛକ ନିକଟରେ ବୋଲେରୋ କୁ ଅଟକାଇବା କୁ ଚେଷ୍ଟା କରିଥିଲେ ହେଲେ ବୋଲେରୋଟି ଅଟକି ନଥିଲା। ପୋଲିସ ବାଧ୍ୟ ହୋଇ ଜଣଙ୍କ ଜୀବନ ବିପଦରେ ଥିବାରୁ ବା ହେତୁ ବୋଲେରୋ ଚକା କୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ । ଏହାପରେ ଘଟଣା ସ୍ଥଳୁ ୱାଡେନ ସୁବାସ ୬ ଜଣ ଅପହରଣକାରୀଙ୍କୁ ଧରିବା ସହ ଅପହୃତ ସାନ ଭାଇ ବ୍ରଜ କୁ ପୋଲିସ ଉଦ୍ଧାର କରିଥିଲା ।ଅପହରଣ କାରି ମାନେ ହେଲେ ସୁବାସ ଚନ୍ଦ୍ର ବେହେରଦଳେଇ, ମୁନା ସାହୁ, ରବି ଗୌଡ଼, ଵାଲାଜି ଗୌଡ଼,ପି ସତ୍ୟମ ରେଡ଼ି, ଉମା ବିଶୋଇ,ସୁବରାମ ନାୟକ,।ଏମାନଙ୍କ ମଧ୍ୟରୁ ସୁବାସ ଚନ୍ଦ୍ର ବେହେରଦଳେଇ ବାଲିଗୁଡା ସବ ଜେଲରେ ୱାଡେନ ଅଛନ୍ତି ।ସେ ହିଁ ଏହି ଦୁଇ ଭାଇଙ୍କୁ ଅପହରଣ କରିବା ପାଇଁ ଅନ୍ୟ ମାନଙ୍କୁ ପଠାଇଥିଲେ।ଏବଂ ୱାଡେନ ସୁବାସ ସିଧାସଳଖ ଭାବେ ଅପହରଣ ଘଟଣାରେ ସଂପୃକ୍ତ ଥିବା ଜଣାପଡିଛି। ବୁଲୁ ନାୟକ ଆଗରୁ ଜେଲରେ ବନ୍ଦୀ ଭାବେ ରହିଥିଲା ସମୟରେ ୱାଡେନ ସୁବାସଙ୍କ ସହ ଭଲ ସମ୍ପର୍କ ରଖିଥିଲା।ଆଉ ଗତ ୬ ମାସ ତଳେ ବୁଲୁ ଜେଲରୁ ବାହାରି ପରେ ୱାଡେନ ସୁବାସ ଏକ ଲକ୍ଷ୍ୟ ରୁ ଉର୍ଦ୍ଧ୍ବ ଟଙ୍କା ବୁଲୁକୁ ଦେଇଥିଲେ ଗଞ୍ଜେଇ ବ୍ୟବସାୟ ପାଇଁ।କିନ୍ତୁ ବୁଲୁ ଟଙ୍କା ଫେରାଇନଥିବାରୁ ତାଙ୍କୁ ଅପହରଣ କରିବା ପାଇଁ ୱାଡେନ ସୁବାସ ବ୍ରହ୍ମପୁର ଅଞ୍ଚଳରୁ ୬ ଜଣ ଭଡ଼ା ଟିଆ କୁ ଡାକିଥିଲେ।ଅପହରଣ କାରୀଙ୍କ ଠାରୁ ଆଠଟି ମୋବାଇଲ, ଗୋଟିଏ ଛୁରୀ ଆଉ ଗୋଟିଏ ଦେଶୀ ମାଉଜର ଜବତ କରିଛି।ପୋଲିସ ଏହି ଘଟଣାରେ ୭୦/୧୯ ରେ ଦଫା 364,65,34 ଇପସି 25,27 arms act ରୁଜୁ କରି ଅଧିକ ତଦନ୍ତ କରୁଥିବା ନେଇ ଥାନା ଅଧିକାରୀ ଅଲେଖ ଗରଡ଼ିଆ କହିଛନ୍ତି।
ବାଇଟ - ୧- ଅଲେଖ ଗରଡ଼ିଆ ( ଆଇଆଇ ସି ଦାରିଙ୍ଗବାଡ଼ି )Conclusion:କନ୍ଧମାଳ ଜିଲାରେ ଚାଞ୍ଚଲ୍ଯ । ଅପରାଧି ଓ ଜେଲ କର୍ମଚାରୀଙ୍କ ସାଙ୍ଘାତିକ ନେକସସ୍ ପଦାରେ ପଡିଛି। ଫିଲ୍ମ ଷ୍ଟାଇଲରେ ଅପହରଣ ପରେ ବୁଦ୍ଧି ବଳରେ ଖସିବା ଏବଂ ପୋଲିସ ସହାୟତାରେ ଉଦ୍ଧାର ହେବା ପରେ ସବୁ ଅପରାଧି ଗିରଫ ହୋଇଛନ୍ତି । ଗାଡିକୁ ଅଟକାଇବା ପାଇଁ ପୋଲିସ ଅପହରଣକାରୀଙ୍କ ବୋଲେରୋକୁ ଗୁଳିମାଡ କରିଥିଲା। ଗଞ୍ଜେଇ କାରବାର ର ଏ ରିଏଲ୍ କାହାଣୀ ।

ଅପହରଣ କାରୀଙ୍କ ଠାରୁ ବର୍ତିଲେ ଦୁଇ ଭାଇ।ଜେଲ ୱାଡେନଙ୍କ ସମେତ ଅନ୍ୟ ୬ ଜଣ ଅପହରଣ କାରୀଙ୍କୁ ଗିରଫ କଲା ଦାରିଙ୍ଗବାଡ଼ି ପୋଲିସ। ଅପହୃତ ଦୁଇ ଭାଇ ହେଲେ ବାଲିଗୁଡା ଥାନା ମିଡ଼ିଆକିଆ ଗ୍ରାମର ବୁଲୁ ନାୟକ ଓ ବ୍ରଜ ନାୟକ।ବାଲିଗୁଡା ଜେଲରେ ୱାଡେନ ରହିଥିବା ସୁବାସ ଚନ୍ଦ୍ର ବେହେରଦଳେଇ ଅପହରଣ ଘଟଣାରେ ସିଧାସଳଖ ଭାବେ ସଂପୃକ୍ତ ରହିଛି। ୱାଡେନ ସୁବାସ ବ୍ରହ୍ମପୁର ଅଞ୍ଚଳରୁ ୬ ଜଣ ଭଡ଼ାଟିଆ ଙ୍କୁ ଡାକି ଦୁଇ ଭାଇ ବୁଲୁ ନାୟକ ଓ ବ୍ରଜ ନାୟକଙ୍କୁ ବୋଲେରୋ ନଂ ଓଡ଼ି-୦୭ଟି-୨୬୦୦ ରେ ଅପହରଣ କରି ବାଲିଗୁଡା ରୁ ଦାରିଙ୍ଗବାଡ଼ି ଅଞ୍ଚଳ ଦେଇ ବ୍ରହ୍ମପୁର ନେଇଯାଉଥିଲେ।ବୁଲୁ ନାୟକ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଦାରିଙ୍ଗବାଡି ଚାରିଛକ ନିକଟରେ ଗାଡି ଝରକା ପଟୁ ବାହାରକୁ ଡେ଼ଇ ପଡିଥିଲା ।ଏହାପରେ ଜୀବନ ବିକଳରେ ବୁଲୁ ଉଲଗ୍ନ ଅବସ୍ଥାରେ ଦାରିଙ୍ଗବାଡ଼ି ଥାନାରେ ପହଞ୍ଚି ଥାନା ଅଧିକାରୀଙ୍କୁ ଜଣାଇଥିଲେ।ଏହାପରେ ଥାନା ଅଧିକାରୀ ଅଲେଖ ଗରଡ଼ିଆ ସମେତ ପୋଲିସ ଅପହରଣକାରୀଙ୍କ ବୋଲେରୋ କୁ ପିଛା କରି ସୋରଡା ଥାନା ଅନ୍ତର୍ଗତ ରାମାନାବାଡୀ ଛକ ନିକଟରେ ବୋଲେରୋ କୁ ଅଟକାଇବା କୁ ଚେଷ୍ଟା କରିଥିଲେ ହେଲେ ବୋଲେରୋଟି ଅଟକି ନଥିଲା। ପୋଲିସ ବାଧ୍ୟ ହୋଇ ଜଣଙ୍କ ଜୀବନ ବିପଦରେ ଥିବାରୁ ବା ହେତୁ ବୋଲେରୋ ଚକା କୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ । ଏହାପରେ ଘଟଣା ସ୍ଥଳୁ ୱାଡେନ ସୁବାସ ୬ ଜଣ ଅପହରଣକାରୀଙ୍କୁ ଧରିବା ସହ ଅପହୃତ ସାନ ଭାଇ ବ୍ରଜ କୁ ପୋଲିସ ଉଦ୍ଧାର କରିଥିଲା ।ଅପହରଣ କାରି ମାନେ ହେଲେ ସୁବାସ ଚନ୍ଦ୍ର ବେହେରଦଳେଇ, ମୁନା ସାହୁ, ରବି ଗୌଡ଼, ଵାଲାଜି ଗୌଡ଼,ପି ସତ୍ୟମ ରେଡ଼ି, ଉମା ବିଶୋଇ,ସୁବରାମ ନାୟକ,।ଏମାନଙ୍କ ମଧ୍ୟରୁ ସୁବାସ ଚନ୍ଦ୍ର ବେହେରଦଳେଇ ବାଲିଗୁଡା ସବ ଜେଲରେ ୱାଡେନ ଅଛନ୍ତି ।ସେ ହିଁ ଏହି ଦୁଇ ଭାଇଙ୍କୁ ଅପହରଣ କରିବା ପାଇଁ ଅନ୍ୟ ମାନଙ୍କୁ ପଠାଇଥିଲେ।ଏବଂ ୱାଡେନ ସୁବାସ ସିଧାସଳଖ ଭାବେ ଅପହରଣ ଘଟଣାରେ ସଂପୃକ୍ତ ଥିବା ଜଣାପଡିଛି। ବୁଲୁ ନାୟକ ଆଗରୁ ଜେଲରେ ବନ୍ଦୀ ଭାବେ ରହିଥିଲା ସମୟରେ ୱାଡେନ ସୁବାସଙ୍କ ସହ ଭଲ ସମ୍ପର୍କ ରଖିଥିଲା।ଆଉ ଗତ ୬ ମାସ ତଳେ ବୁଲୁ ଜେଲରୁ ବାହାରି ପରେ ୱାଡେନ ସୁବାସ ଏକ ଲକ୍ଷ୍ୟ ରୁ ଉର୍ଦ୍ଧ୍ବ ଟଙ୍କା ବୁଲୁକୁ ଦେଇଥିଲେ ଗଞ୍ଜେଇ ବ୍ୟବସାୟ ପାଇଁ।କିନ୍ତୁ ବୁଲୁ ଟଙ୍କା ଫେରାଇନଥିବାରୁ ତାଙ୍କୁ ଅପହରଣ କରିବା ପାଇଁ ୱାଡେନ ସୁବାସ ବ୍ରହ୍ମପୁର ଅଞ୍ଚଳରୁ ୬ ଜଣ ଭଡ଼ା ଟିଆ କୁ ଡାକିଥିଲେ।ଅପହରଣ କାରୀଙ୍କ ଠାରୁ ଆଠଟି ମୋବାଇଲ, ଗୋଟିଏ ଛୁରୀ ଆଉ ଗୋଟିଏ ଦେଶୀ ମାଉଜର ଜବତ କରିଛି।ପୋଲିସ ଏହି ଘଟଣାରେ ୭୦/୧୯ ରେ ଦଫା 364,65,34 ଇପସି 25,27 arms act ରୁଜୁ କରି ଅଧିକ ତଦନ୍ତ କରୁଥିବା ନେଇ ଥାନା ଅଧିକାରୀ ଅଲେଖ ଗରଡ଼ିଆ କହିଛନ୍ତି।
ବାଇଟ - ୧- ଅଲେଖ ଗରଡ଼ିଆ ( ଆଇଆଇ ସି ଦାରିଙ୍ଗବାଡ଼ି )
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.