ETV Bharat / state

କନ୍ଧମାଳରେ ସଡକ ଦୁର୍ଘଟଣା: 2 ବାଇକ ଆରୋହୀ ମୃତ

author img

By

Published : Oct 14, 2020, 11:28 AM IST

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଞ୍ଚାୟତ ମହାବିଦ୍ୟାଳୟ ସମ୍ମୁଖରେ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ 2 ଜଣଙ୍କ ପ୍ରାଣହାନୀ ଘଟିଛି । ଅଧିକ ପଢନ୍ତୁ...

କନ୍ଧମାଳରେ ସଡକ ଦୁର୍ଘଟଣା
କନ୍ଧମାଳରେ ସଡକ ଦୁର୍ଘଟଣା

ଫୁଲବାଣୀ: ଜିଲ୍ଲାସ୍ଥିତ ଫିରିଙ୍ଗିଆ ପଞ୍ଚାୟତ ବିଦ୍ୟାଳୟ ନିକଟରେ ଏକ ଅଜଣା ଗାଡି ସହ ବାଇକର ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ବାଇକରେ ବସିଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଡାକ୍ତରଖାନାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି ।

କନ୍ଧମାଳରେ ସଡକ ଦୁର୍ଘଟଣା

ମୃତକ ଦ୍ବୟ ଖଜୁରୀପଡା ବ୍ଲକ ଅନ୍ତର୍ଗତ ଦଳପଡା ଗ୍ରାମର ମଧୁସୂଦନ ବେହେରା ଓ ଗୁଣ୍ଡ୍ରିବାଡିର କ୍ଷେତ୍ରବାସୀ ଦିଗାଲ । ପ୍ରବଳ ବର୍ଷା ସମୟରେ ଏମାନେ ରତଙ୍ଗ ପଟୁ ଆସୁଥିବାବେଳେ ଏକ ଅଜଣା ଗାଡି ସହ ଧକ୍କା ହୋଇଥିବା ସ୍ଥାନୀୟ ଲୋକଙ୍କ ପକ୍ଷରୁ ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.