ETV Bharat / state

କନ୍ଧମାଳ ଜିଲ୍ଲା ପୋଲିସ ଦୌଡକୁଦ ପ୍ରତିଯୋଗିତା 2020 ଉଦଘାଟିତ

author img

By

Published : Jan 19, 2020, 3:22 AM IST

ସ୍ଥାନୀୟ ରିଜର୍ଭ ପଡିଆରେ ଉଦଘାଟିତ ହୋଇଯାଇଛି ଜିଲ୍ଲା ପୋଲିସ ଦୌଡକୁଦ ପ୍ରତିଯୋଗିତା-2020 । ଶନିବାର କାର୍ଯ୍ୟକ୍ରମକୁ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଉଦଘାଟନ କରିଥିଲେ।

kandhamal police sports competition, kandhamal latest news, kandhamal police news, କନ୍ଧମାଳ ପୋଲିସ ଖବର, କନ୍ଧମାଳ ଲାଟେଷ୍ଟ ନ୍ୟୁଜ୍‌, କନ୍ଧମାଳ ଜିଲ୍ଲା ପୋଲିସ ଦୌଡକୁଦ ପ୍ରତିଯୋଗିତା
କନ୍ଧମାଳ ଜିଲ୍ଲା ପୋଲିସ ଦୌଡକୁଦ ପ୍ରତିଯୋଗିତା 2020 ଉଦଘାଟିତ

ଫୁଲବାଣୀ: ସ୍ଥାନୀୟ ରିଜର୍ଭ ପଡିଆରେ ଉଦଘାଟିତ ହୋଇଯାଇଛି ଜିଲ୍ଲା ପୋଲିସ ଦୌଡକୁଦ ପ୍ରତିଯୋଗିତା-2020 । ଶନିବାର କାର୍ଯ୍ୟକ୍ରମକୁ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଉଦଘାଟନ କରିଥିଲେ। ଏହି ଦୁଇ ଦିନିଆ ପ୍ରତିଯୋଗିତାରେ ଜିଲ୍ଲାର ପ୍ରାୟ ଦୁଇ ଶହରୁ ଅଧିକ କ୍ରୀଡ଼ାବିତ ଯୋଗ ଦେଇଛନ୍ତି ।

କନ୍ଧମାଳ ଜିଲ୍ଲା ପୋଲିସ ଦୌଡକୁଦ ପ୍ରତିଯୋଗିତା 2020 ଉଦଘାଟିତ

ଆଗକୁ ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଏପରି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହା ମାଧ୍ୟମରେ ଫୋର୍ସର ବିଭିନ୍ନ ର୍ୟାଙ୍କ ମଧ୍ୟରେ ସମନ୍ବୟ ଓ ସମତା ଭାବନା ବଳବତ୍ତର ହେବ ବୋଲି ଆଶା ରହିଛି। ଏଥିଯୋଗୁଁ ଅନେକ ଲୁକାୟିତ ପ୍ରତିଭା ଆଗକୁ ଆସିବେ ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲା ପୋଲିସ ଖେଳକୁଦ 2020 ଫୁଲବାଣୀ ରିଜର୍ଭ ପଡ଼ିଆ ଠାରେ ଉଦଘାଟିତ ହୋଇଯାଇଛି। ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ କ୍ରୀଡାକୁ ଉଦଘାଟନ କରିଥିଲେ। ଜିଲ୍ଲାର ଦୁଇ ଶହରୁ ଅଧିକ କ୍ରୀଡ଼ାବିତ ଏହି ଦୁଇଦିନିଆ କ୍ରୀଡା ଉତ୍ସବରେ ଯୋଗ ଦେଇଥିଲେ।

Body:ରେଞ୍ଜରେ ସମସ୍ତ ପୋଲିସ ଜିଲ୍ଲାରେ ଏପରି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହା ମାଧ୍ୟମରେ ଫୋର୍ସର ବିଭିନ୍ନ ରାଙ୍କ ମଧ୍ୟରେ ସମନ୍ୱୟ ଓ ଟୁଗେଦାରନେସ ପରି ଭାବନା ବଳବତ୍ତର ହେବ। ପ୍ରତିଭା ଆଗକୁ ଆସିବେ ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି।
ବାଇଟ1.ସତ୍ୟବ୍ରତ ଭୋଇ,ଦକ୍ଷିଣାଞ୍ଚଳ ଡିଆଇଜି

Conclusion:ଦୁଇ ଦିନ ଧରି ଏହି କ୍ରୀଡା ପ୍ରତିଯୋଗିତା ଚାଲିବ।
କନ୍ଧମାଳରୁ ସଦାଶିବ ପାତ୍ର,ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.