ETV Bharat / state

ନୂତନ ଭାବେ ଗଠନ ହେଲା କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି - Kandhamal District Congress Committee

ନୂତନ ଭାବେ ଗଠିତ ହେଲା କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି । କଂଗ୍ରେସ ଜିଲ୍ଲା ପ୍ରଭାରୀ ବିସ୍ମୟ ମହାପାତ୍ରଙ୍କ ଉପସ୍ଥିତିରେ ଫୁଲବାଣୀ ସାମ୍ବାଦିକ ଭବନଠାରେ ଏହି ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

ନୂତନ ଭାବେ ଗଠିତ ହେଲା କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି

author img

By

Published : Feb 10, 2021, 7:56 AM IST

ଫୁଲବାଣୀ: ନୂତନ ଭାବେ ଗଠିତ ହେଲା କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି । କଂଗ୍ରେସ ଜିଲ୍ଲା ପ୍ରଭାରୀ ବିସ୍ମୟ ମହାପାତ୍ରଙ୍କ ଉପସ୍ଥିତିରେ ଫୁଲବାଣୀ ସାମ୍ବାଦିକ ଭବନଠାରେ ଏହି ସୂଚନା ଦିଆଯାଇଛି । ଡି ସି ସି ସଭାପତି ଅନାମ ନାୟକ, ଏଆଇସିସି ସଦସ୍ୟ ଘନ ଶବର, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ତେବେ ନୂତନ ଡିସିସି କମିଟିରେ ଦୁଇଜଣ ଉପସଭାପତି, 3 ଜଣ ସାଧାରଣ ସମ୍ପାଦକ, 4 ଜଣ ସମ୍ପାଦକ 11 ଜଣଙ୍କୁ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ମନୋନିତ କରାଯାଇଛି।

ନୂତନ ଭାବେ ଗଠିତ ହେଲା କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି

ଏହାସହ ଜିଲ୍ଲାର 12ଟି ବ୍ଲକ ଓ ଫୁଲବାଣୀ, ବାଲିଗୁଡ଼ା, ଜି.ଉଦୟଗିରି ସହରାଞ୍ଚଳ ପାଇଁ କଂଗ୍ରେସ ସଭାପତି ଘୋଷଣା କରାଯାଇଛି । ତେବେ ଆଗକୁ କଂଗ୍ରେସ ସଙ୍ଗଠନ ସୁଦୃଢ଼ ହେବ ବୋଲି ଜିଲ୍ଲା ପ୍ରଭାରୀ ଏବଂ ଜିଲ୍ଲା ସଭାପତି କହିଛନ୍ତି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.