ETV Bharat / state

ନୂଆ ରେଳ ଲାଇନକୁ ମଞ୍ଜୁରୀ ପାଇଁ କେନ୍ଦ୍ରକୁ କନ୍ଧମାଳ ବିଜେପିର ଧନ୍ୟବାଦ - କନ୍ଧମାଳ ଲାଟେଷ୍ଟ ନ୍ୟୁଜ୍‌

ଗୋପାଳପୁରରୁ ସମ୍ବଲପୁର ଭାୟା ଫୁଲବାଣୀ ନୂଆ ରେଳ ଲାଇନକୁ ଚଳିତ ବର୍ଷ ମଞ୍ଜୁରୀ ଦେଇଛି କେନ୍ଦ୍ର। ବଜେଟରେ ଏନେଇ ଘୋଷଣା ହେବା ପରେ କନ୍ଧମାଳ ଜିଲ୍ଲାରେ ଖୁସି ବ୍ୟକ୍ତ କରୁଛନ୍ତି ଲୋକେ।

Kandhamal bjp says thanks to center, kandhamal latest news, new rail line in kandhamal, କନ୍ଧମାଳରେ ନୂଆ ରେଳ ଲାଇନ, କନ୍ଧମାଳ ଲାଟେଷ୍ଟ ନ୍ୟୁଜ୍‌, କେନ୍ଦ୍ରକୁ କନ୍ଧମାଳ ବିଜେପିର ଧନ୍ୟବାଦ
ନୂଆ ରେଳ ଲାଇନକୁ ମଞ୍ଜୁରୀ ପାଇଁ କେନ୍ଦ୍ରକୁ କନ୍ଧମାଳ ବିଜେପିର ଧନ୍ୟବାଦ
author img

By

Published : Feb 11, 2020, 8:22 PM IST

ଫୁଲବାଣୀ: ଗୋପାଳପୁରରୁ ସମ୍ବଲପୁର ଭାୟା ଫୁଲବାଣୀ ନୂଆ ରେଳ ଲାଇନକୁ ଚଳିତ ବର୍ଷ ମଞ୍ଜୁରୀ ଦେଇଛି କେନ୍ଦ୍ର। ବଜେଟରେ ଏନେଇ ଘୋଷଣା ହେବା ପରେ କନ୍ଧମାଳ ଜିଲ୍ଲାରେ ଖୁସି ବ୍ୟକ୍ତ କରୁଛନ୍ତି ଲୋକେ। କନ୍ଧମାଳ ବିଜେପି ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛି।

ଦୀର୍ଘ 70 ବର୍ଷ ପରେ ମଧ୍ୟ କୌଣସି ସରକାର ଏହି ରେଳ ଲାଇନ ପାଇଁ ଚିନ୍ତା କରି ନଥିଲେ। ହେଲେ କେନ୍ଦ୍ରର ବିଜେପି ସରକାର ଦକ୍ଷିଣ ଓଡିଶା ସହିତ ପଶ୍ଚିମ ଓଡିଶାକୁ ରେଳ ସଂଯୋଗ କରିବା ସହିତ 5ଟି ଜିଲ୍ଳାକୁ ଯୋଡିବାକୁ ନୂଆ ରେଳ ଲାଇନ ଘୋଷଣା କରିଛନ୍ତି। ଏହାଦ୍ବାରା କନ୍ଧମାଳ, ବୌଦ୍ଧ, ଗଞ୍ଜାମ, ସୋନପୁର ଆଦି ଜିଲ୍ଳାକୁ ସିଧାସଳଖ ରେଳ ସଂଯୋଗ ହେବ।

ନୂଆ ରେଳ ଲାଇନକୁ ମଞ୍ଜୁରୀ ପାଇଁ କେନ୍ଦ୍ରକୁ କନ୍ଧମାଳ ବିଜେପିର ଧନ୍ୟବାଦ

ଏହାଦ୍ବାରା କନ୍ଧମାଳ ପରି ପର୍ଯ୍ୟଟନ ଜିଲ୍ଲାର ବିକାଶ ମଧ୍ୟ ହେବ। ହଳଦୀ, ଜୈବିକ ପନିପରିବା ଚାଷୀ ଉପକୃତ ହେବେ ବୋଲି କହିଛି ବିଜେପି। ରାଜ୍ୟ ସରକାର ଏବେ ଜମି ଅଧିଗ୍ରହଣ ସହିତ ଏହି ପ୍ରକଳ୍ପକୁ ଗୁରୁତ୍ବର ସହିତ ନେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ମଙ୍ଗଳବାର ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା କମଳାକାନ୍ତ ପାଣ୍ଡେ, ପରେଶ ମହାପାତ୍ର ଓ ଦେବ ନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:ଗୋପାଳପୁରରୁ ସମ୍ବଲପୁର ଭାୟା ଫୁଲବାଣୀ ନୂଆ ରେଳ ଲାଇନକୁ ଚଳିତ ବର୍ଷ ମଞ୍ଜୁରୀ ଦେଇଛି କେନ୍ଦ୍ର। ବଜେଟରେ ଏନେଇ ଘୋଷଣା ହେବା ପରେ କନ୍ଧମାଳ ଜିଲ୍ଲାରେ ଖୁସି ବ୍ୟକ୍ତ କରୁଛନ୍ତି ଲୋକେ। କନ୍ଧମାଳ ବିଜେପି ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛି।

Body:ଦିର୍ଘ ସତୁରି ବର୍ଷ ପରେ ମଧ୍ୟ କୌଣସି ସରକାର ଏହି ରେଳ ଲାଇନ ପାଇଁ ଚିନ୍ତା କରିନଥିଲେ। କିନ୍ତୁ କେନ୍ଦ୍ରର ବିଜେପି ସରକାର ଦକ୍ଷିଣ ଓଡିଶା ସହିତ ପଶ୍ଚିମ ଓଡିଶାକୁ ରେଳ ସଂଯୋଗ କରିବା ସହିତ 5ଟି ଜିଲ୍ଳାକୁ ଯୋଡିବାକୁ ନୂଆ ରେଳ ଲାଇନ ଘୋଷଣା କରିଛନ୍ତି। ଏହା ଦ୍ବାରା କନ୍ଧମ୍ଳ,ବୋଉଡ,ଗଂଜାମ,ସୋନପୁର ପ୍ରଭୂତି ଜିଲ୍ଳାକୁ ସିଧାସଳଖ ରେଳ ସଂଯୋଗ ହେବ। କନ୍ଧମାଳ ପରି ପର୍ଯ୍ୟଟନ ଜିଲ୍ଲାର ବିକାଶ ହେବ। ହଳଦୀ,ଜୈବିକ ପନିପରିବା ଚାଷୀ ଉପକୃତ ହେବେ ବୋଲି କହିଛି ବିଜେପି। ରାଜ୍ୟ ସରକାର ଏବେ ଜମି ଅଧିଗ୍ରହଣ ସହିତ ଏହି ପ୍ରକଳ୍ପକୁ ଗୁରୁତ୍ୱର ସହିତ ନେବେ ବୋଲି କହିଛି ବିଜେପି।
ବାଇଟ(୧) ଜଗନ୍ନାଥ ସାହୁ,ଜିଲ୍ଲା ସଭାପତି,କନ୍ଧମାଳ ବିଜେପି

Conclusion:ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା କମଳାକାନ୍ତ ପାଣ୍ଡେ,ପରେଶ ମହାପାତ୍ର,ଦେବ ନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
କନ୍ଧମାଳରୁ ସଦାଶିଵ ପାତ୍ର,ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.