ETV Bharat / state

ଅପହଞ୍ଚ ଅଞ୍ଚଳରୁ ଇସ୍ରୋ ବୈଜ୍ଞାନିକ, ଜନ୍ମମାଟିରେ କନ୍ଧମାଳର ପୁଅ ଅଭିମନ୍ୟୁ - ଅଭିମନ୍ୟୁ ମଲ୍ଲିକ

ନିଷ୍ଠା,ଉଦ୍ୟମ ଓ ଅଧ୍ୟବସାୟ ସହିତ ସୀମିତ ସମ୍ବଳକୁ ପାଥେୟ କରି ସଫଳତାର ଶିଖରରେ ଅଭିମନ୍ୟୁ ମଲ୍ଲିକ । ଅପହଞ୍ଚ ଅଞ୍ଚଳରୁ ଏବେ ଇସ୍ରୋ ବୈଜ୍ଞାନିକ । ଏନେଇ ଆମ କନ୍ଧମାଳ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ମହାକାଶ ଗବେଷଣା ସଂସ୍ଥାର ବୈଜ୍ଞାନିକ ଅଭିମନ୍ୟୁ ମଲ୍ଲିକ ।

ଡ଼ିଜାଇନ୍ ଫଟୋ
author img

By

Published : Oct 9, 2019, 9:40 PM IST

କନ୍ଧମାଳ: ଏକ ନିପଟ ମଫସଲ ଗାଁରୁ ଇସ୍ରୋରେ ବୈଜ୍ଞାନିକ । ଘାତ, ପ୍ରତିଘାତ ଓ ଦାରିଦ୍ର୍ୟତା ମଧ୍ୟରେ ରହି ମଧ୍ୟ ପ୍ରବଳ ଇଛାଶକ୍ତି ବଳରେ ଆଜି ବିଶ୍ବର ଏକ ପ୍ରମୁଖ ମହାକାଶ ସଂସ୍ଥାରେ ବୈଜ୍ଞାନିକ । ଏହି ସଫଳତାର ଶିଖରରେ ପହଞ୍ଚିପାରିଛନ୍ତି ଯୁବ ପ୍ରତିଭା ଅଭିମନ୍ୟୁ ମଲ୍ଲିକ ।

‘ଇଟିଭି ଭାରତ’କୁ ଦେଲେ ସ୍ବତନ୍ତ୍ର ସାକ୍ଷାତକାର

ଚକାପାଦ ବ୍ଲକ କୁଶୁମେଣ୍ଡି ପଞ୍ଚାୟତର ସିମ୍ବାଳି ଗାଁରେ ଜନ୍ମ ଗ୍ରହଣ କରିଛନ୍ତି ଅଭିମନ୍ୟୁ । ଏହି ଗାଁରୁ ପାଠ ପଢି ଏବେ ଇସ୍ରୋ ବୈଜ୍ଞାନିକ ହୋଇପାରିଛନ୍ତି । ବାପା ଜଣେ ସାଧାରଣ ଚାଷୀ ହୋଇଥିବା ବେଳେ ମା ଗୃହିଣୀ । ନିଜ ନିଷ୍ଠା ଓ ବାପା ମାଆଙ୍କ ତଥା ଗୁରୁଙ୍କ ପ୍ରେରଣାରୁ ଆଜି ଏଠି ପହଁଚିଥିବା ସେ କହିଛନ୍ତି ।

ଇସ୍ରୋ ସାଇନ୍ସ ଗାଡି ସହିତ ଅଭିମନ୍ୟୁ ଆସିଥିବାବେଳେ ନିଜ ଗୁରୁଙ୍କୁ ଭେଟିଛନ୍ତି । ପଛୁଆ ଅଞ୍ଚଳରୁ ପାଠ ପଢି ଏବେ ଦେଶର ମହାକାଶ ଗବେଷଣା ସଂସ୍ଥାରେ ଜଣେ ବୈଜ୍ଞାନିକ ହୋଇପାରିଛନ୍ତି । ବଣର ମଲ୍ଲି ହୋଇ ଅଭିମନ୍ୟୁ ସାରା ଦେଶରେ ନିଜର ସୁଗନ୍ଧ ଖେଳାଇପାରିଛନ୍ତି ।

କନ୍ଧମାଳରୁ ସଦାଶିଵ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲାର ଏକ ନିପଟ ମଫସଲ ଗାଁରୁ ଇସ୍ରୋରେ ବୈଜ୍ଞାନିକ। ଘାତ ପ୍ରତିଘାତ ଓ ଦରିଦ୍ରତା ମଧ୍ୟରେ ପ୍ରବଳ ଇଛାଶକ୍ତି ବଳରେ ଆଜି ବିଶ୍ୱର ଏକ ଅନ୍ୟତମ ମହାକାଶ ସଂସ୍ଥାରେ ଆଜି ବୈଜ୍ଞାନିକ ହୋଇଛନ୍ତି ଆଦିବାଦୀ ଯୁବ ପ୍ରତିଭା ଅଭିମନ୍ୟୁ ମଲ୍ଲିକ। ନିଷ୍ଠା,ଉଦ୍ୟମ,ଅଧ୍ୟବସାୟ ସହିତ ସୀମିତ ସମ୍ବଳକୁ ପାଥେୟ କରି ଏହି ସଫଳତା ପାଇଛନ୍ତି ବୈଜ୍ଞାନିକ ଅଭିମନ୍ୟୁ। ଈଟିଭି ଭାରତର exclusive ରିପୋର୍ଟ।

Body:କନ୍ଧମାଳର ନିପଟ ମଫସଲ ଗାଁ ସିମ୍ବାଳି। ଚକାପାଦ ବ୍ଲକ କୁଶୁମେଣ୍ଡି ପଞ୍ଚାୟତର ଏହି ଗାଁ ଏବେ ମଧ୍ୟ ଦୁର୍ଗମ ରହିଛି। ତେବେ ଏହି ଗାଁରୁ ପାଠ ପଢି ଏବେ ଇସ୍ରୋ ବୈଜ୍ଞାନିକ ହୋଇଛନ୍ତି ଅଭିମନ୍ୟୁ। ବାପା ଜଣେ ନାମମାତ୍ର ଚାଷୀ,ମା ଗୃହିଣୀ। ନିଜ ନିଷ୍ଟ ଓ ବାପା ମାଙ୍କ ତଥା ଗୁରୁଙ୍କ ପ୍ରେରନାରୁ ଆଜି ଏଠି ପହଁଚିଥିବା କହିଛନ୍ତି। ଇସ୍ରୋ ସାଇନ୍ସ ଗାଡି ସହିତ ଆସିଥିବାବେଳେ ଭେଟିଛନ୍ତି ନିଜ ଗୁରୁଙ୍କୁ। କଥା ହୋଇଥିଲେ ଆମ ପ୍ରତିନିଧି। ଇଟିଭିର exclusive ରିପୋର୍ଟ।

Conclusion:ଅଭିମନ୍ୟୁ ସମସ୍ଥଙ୍କୁ ପାଇଁ ପ୍ରେରଣା। ବନ ମଲ୍ଲି କେବେବି ନୁହେଁ ଅଲୋଡ଼ା। ଆଦିବାସୀ ଛାତ୍ର କରିପାରେ ,ତାଥି ରହିଛି ସେହି ଯୋଗ୍ୟତା।
କନ୍ଧମାଳରୁ ସଦାଶିଵ ପାତ୍ର,ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.