ETV Bharat / state

ନକଲି ମାଓବାଦୀ ଗିରଫ

ମାଓବାଦୀ ନାଁରେ ଫୋନରେ ଧମକ ଦେବା ମାମଲାରେ ଜଣକୁ ଗିରଫ କରିଛି ଦାରିଙ୍ଗବାଡି ପୋଲିସ । ଗିରଫ ନକଲି ମାଓବାଦୀ କଂଗ୍ରେସର ଜଣେ କର୍ମୀ ବୋଲି ଜଣାପଡ଼ିଛି ।

author img

By

Published : Feb 10, 2019, 2:47 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, କନ୍ଧମାଳ

କନ୍ଧମାଳ: ମାଓବାଦୀ ନାଁରେ ଫୋନରେ ଧମକ ଦେବା ମାମଲାରେ ଜଣକୁ ଗିରଫ କରିଛି ଦାରିଙ୍ଗବାଡି ପୋଲିସ । ଗିରଫ ନକଲି ମାଓବାଦୀ କଂଗ୍ରେସର ଜଣେ କର୍ମୀ ବୋଲି ଜଣାପଡ଼ିଛି । ଅଭିଯୋଗକାରୀ କଂଗ୍ରେସର ସ୍ଥାନୀୟ ଦଶ ନମ୍ବର ଜୋନର କଂଗ୍ରେସ ସଭାପତି ବୋଲି ଜଣାପଡିଛି ।

ଦାରିଙ୍ଗବାଡି ଥାନାରେ କଂଗ୍ରେସ ନେତା କାଳୀପ୍ରସାଦ ମଲ୍ଲିକ ଏତଲା ଦେଇଛନ୍ତି । ସେ ଏତଲାରେ ଦର୍ଶାଇଛନ୍ତି ଯେ, ତାଙ୍କୁ ଗତ ସପ୍ତାହେ ଧରି କେହି ଫୋନକରି ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ । ମୁଁ ମାଓନେତା ସୁନୀଲ କହୁଛି ଏବଂ ତୁମେ ଆମକୁ ଭେଟି ସାହାଯ୍ୟ କର ନଚେତ ଆମେ ତୁମକୁ ମାରିଦେବୁ । ପରେ ବାରମ୍ବାର ଏପରି ଧମକ ଆସିବା ଯୋଗୁଁ କାଳୀପ୍ରସାଦ ଥାନାର ଆଶ୍ରୟ ନେଇଥିଲେ ।

ଏପରିକି ଥାନାରେ ରାତ୍ରୀଯାପନ ମଧ୍ୟ କଲେ । ଗତ ରାତିରେ ପୁଣି ଫୋନ୍ ଆସିବା ପରେ ପୋଲିସ କଥା ହେବା ସହିତ ଟ୍ରାକ କରି ନକଲି ମାଓବାଦୀକୁ ଧରି ଜେରା କରିଥିଲେ ।

ନକଲି ମାଓବାଦୀ ହେଲେ ବିଶ୍ବନାଥ ହାୱଡା ସିଂ । ସେ କଂଗ୍ରେସର ଜଣେ କର୍ମୀ ବୋଲି ଜଣାପଡିଥିଲା । ପଚରାଉଚରା ପରେ ସେ ନିଜର ଦୋଷ ସ୍ବୀକାର କରିଥିବା କହିଛନ୍ତି ଥାନା ଅଧିକାରୀ ଅଲେଖ ଗରଡିଆ ।

ଫଳରେ ଥାନାରେ ମାମଲା ନମ୍ବର 13/2019 ଅନୁସାରେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯିବ ବୋଲି କହିଛନ୍ତି ଥାନା ଅଧିକାରୀ । କଂଗ୍ରେସ ବିଧାୟକ ଜାକବ୍ ପ୍ରଧାନଙ୍କ ଉଭୟ ସମର୍ଥକ ଓ ବିରୋଧି ହୋଇଥିବାରୁ ଏପରି ହୋଇଥିବା ଆଲୋଚନା ଚାଲିଥିବା ବେଳେ ଗିରଫ ବିଶ୍ବନାଥ କହିଛନ୍ତି ।

undefined

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:Body:

ଦାରିଙ୍ଗବାଡି ଥାନାରେ କଂଗ୍ରେସ ନେତା କାଳୀପ୍ରସାଦ ମଲ୍ଲିକ ଏତଲା ଦେଇଛନ୍ତି । ସେ ଏତଲାରେ ଦର୍ଶାଇଛନ୍ତି ଯେ, ତାଙ୍କୁ ଗତ ସପ୍ତାହେ ଧରି କେହି ଫୋନକରି ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ । ମୁଁ ମାଓନେତା ସୁନୀଲ କହୁଛି ଏବଂ ତୁମେ ଆମକୁ ଭେଟି ସାହାଯ୍ୟ କର ନଚେତ ଆମେ ତୁମକୁ ମାରିଦେବୁ । ପରେ ବାରମ୍ବାର ଏପରି ଧମକ ଆସିବା ଯୋଗୁଁ କାଳୀପ୍ରସାଦ ଥାନାର ଆଶ୍ରୟ ନେଇଥିଲେ । ଏପରିକି ଥାନାରେ ରାତ୍ରୀଯାପନ ମଧ୍ୟ କଲେ  । ଗତ ରାତିରେ ପୁଣି ଫୋନ୍ ଆସିବା ପରେ ପୋଲିସ କଥା ହେବା ସହିତ ଟ୍ରାକ କରି ନକଲି ମାଓବାଦୀକୁ ଧରି ଜେରା କରିଥିଲେ ।

ନକଲି ମାଓବାଦୀ ହେଲେ ବିଶ୍ବନାଥ ହାୱଡା ସିଂ । ସେ କଂଗ୍ରେସର ଜଣେ କର୍ମୀ ବୋଲି ଜଣାପଡିଥିଲା । ପଚରାଉଚରା ପରେ ସେ ନିଜର ଦୋଷ ସ୍ବୀକାର କରିଥିବା କହିଛନ୍ତି ଥାନା ଅଧିକାରୀ ଅଲେଖ ଗରଡିଆ । ଫଳରେ ଥାନାରେ ମାମଲା ନମ୍ବର 13/2019 ଅନୁସାରେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯିବ ବୋଲି କହିଛନ୍ତି ଥାନା ଅଧିକାରୀ  । କଂଗ୍ରେସ ବିଧାୟକ ଜାକବ୍ ପ୍ରଧାନଙ୍କ ଉଭୟ ସମର୍ଥକ ଓ ବିରୋଧି ହୋଇଥିବାରୁ ଏପରି ହୋଇଥିବା ଆଲୋଚନା ଚାଲିଥିବା ବେଳେ ଗିରଫ ବିଶ୍ବନାଥ କହିଛନ୍ତି  ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ନ୍ୟୁଜ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.