ETV Bharat / state

କନ୍ଧମାଳରେ ନିର୍ବାଚନ ଆଚରଣ ବିଧି କଡାକଡି, ହଟିଲା ପୋଷ୍ଟର

କନ୍ଧମାଳରରେ ନିର୍ବାଚନ ଆଚରଣ ବିଧିକୁ କଡାକଡି କରିଛନ୍ତି ଜିଲ୍ଲା ନିର୍ବାଚନ କର୍ତ୍ତୃପକ୍ଷ । ଫୁଲବାଣୀ ସହରର ସର୍ବସାଧାରଣ ସ୍ଥାନ ମାନଙ୍କରେ ଲାଗିଥିବା ପୋଷ୍ଟର, ବ୍ୟାନର ଓ ଦଳୀୟ ପତାକାକୁ ହଟାଇଛି ପୌରପାଳିକା ।

author img

By

Published : Apr 7, 2019, 6:18 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

କନ୍ଧମାଳ: ମୁଣ୍ଡ ଉପରେ ନିର୍ବାଚନ । ତେବେ ଏହାକୁ ଆଖିଆଗରେ ରଖି କନ୍ଧମାଳରରେ ନିର୍ବାଚନ ଆଚରଣ ବିଧିକୁ କଡାକଡି କରିଛନ୍ତି ଜିଲ୍ଲା ନିର୍ବାଚନ କର୍ତ୍ତୃପକ୍ଷ । ଫୁଲବାଣୀ ସହରର ସର୍ବସାଧାରଣ ସ୍ଥାନ ମାନଙ୍କରେ ଲାଗିଥିବା ପୋଷ୍ଟର, ବ୍ୟାନର ଓ ଦଳୀୟ ପତାକାକୁ ହଟାଇଛି ପୌରପାଳିକା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ପୌରପାଳିକାର ଅଧିକୃତ ଅଧିକାରୀଙ୍କ ଉପସ୍ଥିତିରେ ସହରର ବିଜୁ ପଟ୍ଟନାୟକ ଛକ, ଏଫସିଆଇ ଛକ, କୋର୍ଟ ଛକ ପ୍ରଭୃତି ସ୍ଥାନରେ ଲାଗିଥିବା ଏପରି ଦଳୀୟ ପୋଷ୍ଟର ବ୍ୟାନର ଓ ପତାକା ମାଳକୁ ବାହାର କରାଯାଇଛି ।

ଲଗାତାର ଭାବେ ଏପରି ତଦାରଖ ଓ ଚଢାଉ ସ୍କ୍ବାର୍ଡ ତରଫରୁ ମଧ୍ୟ କରାଯାଉଥିବା ସୂଚନା ଦେଇଛନ୍ତି ପୌର ପରିଷଦ ନିର୍ବାହୀ ଅଧିକାରୀ ରାଧାମୋହନ ବେହେରା ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:Body:

gfhtftfghf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.