ETV Bharat / state

ଦଣ୍ଡୁଆଙ୍କ ସନ୍ଦେହଜନକ ମୃତ୍ୟୁ

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଦଣ୍ଡୁଆଙ୍କ ସନ୍ଦେହଜନକ ମୃତ୍ୟୁ । ଦଣ୍ଡଯାତ୍ରାରେ ସାମିଲ ଥିବା ଦଣ୍ଡୁଆ ତ୍ରିଲୋଚନ ମୁଖିଙ୍କର ଉଲଗ୍ନ ଓ କ୍ଷତବିକ୍ଷତ ମୃତଦେହ ସାରଙ୍ଗଡ ରାସ୍ତାର ତେଲିମୁଣ୍ଡା ଛକ ଠାରେ ପୋଲିସ ଗୁରୁବାର ଉଦ୍ଧାର କରିଛି ।

author img

By

Published : Apr 6, 2019, 4:00 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଦଣ୍ଡୁଆଙ୍କ ସନ୍ଦେହଜନକ ମୃତ୍ୟୁ । ଦଣ୍ଡଯାତ୍ରାରେ ସାମିଲ ଥିବା ଦଣ୍ଡୁଆ ତ୍ରିଲୋଚନ ମୁଖିଙ୍କର ଉଲଗ୍ନ ଓ କ୍ଷତବିକ୍ଷତ ମୃତଦେହ ସାରଙ୍ଗଡ ରାସ୍ତାର ତେଲିମୁଣ୍ଡା ଛକ ଠାରେ ପୋଲିସ ଗୁରୁବାର ଉଦ୍ଧାର କରିଛି । ମୃତ୍ୟୁ ସନ୍ଦେହଜନକ ଥିବା ପୋଲିସ କହିଛି ।

ମଙ୍ଗଳବାର ଠାରୁ ତ୍ରିଲୋଚନ ନିଖୋଜ ଥିଲେ । ରତଙ୍ଗ ଦଣ୍ଡ ଦଳରେ ସେ ମିଶିଥିଲେ । ସାରଙ୍ଗଡ ପଞ୍ଚାୟତ ଅଫିସରେ ଚାକିରୀ କରିଥିଲେ ତ୍ରିଲୋଚନ । ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ସେ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.