ETV Bharat / state

କନ୍ଧମାଳରେ ଶୀତର ଲହରୀ, ଜାଡରେ ଅସ୍ତବ୍ୟସ୍ତ ଲୋକେ

ସାରା ରାଜ୍ୟରେ ପ୍ରବଳ ଶୀତ ଲହରୀ ଅନୁଭୂତ ହେଉଥିବାବେଳେ କନ୍ଧମାଳ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଫୁଲବାଣୀର ତାପମାତ୍ରା 7.6 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡିର ତାପମାତ୍ରା 9 ଡିଗ୍ରୀ ସେଲସିୟସ ରହିଛି।

author img

By

Published : Jan 15, 2020, 11:55 AM IST

Cold wave continues in Kandhamal
କନ୍ଧମାଳରେ ଶୀତର ଲହରୀ, ଜାଡରେ ଅସ୍ତବ୍ୟସ୍ତ ଲୋକେ

ଫୁଲବାଣୀ: ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ । ସାରା ରାଜ୍ୟରେ ପ୍ରବଳ ଶୀତର ଲହରୀ ଅନୁଭୂତ ହେଉଥିବାବେଳେ କନ୍ଧମାଳ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଗତ 4 ରୁ 5 ଦିନ ଧରି କନ୍ଧମାଳ ଜାଡ ପ୍ରକୃତରେ ଆରମ୍ଭ ହୋଇଛି ବୋଲି ସ୍ଥାନୀୟ ଓ ପୁରୁଖା ଲୋକେ କହୁଛନ୍ତି । ଶୀତରୁ ରକ୍ଷା ପାଇବା ପାଇଁ ସ୍ଥାନେ ସ୍ଥାନେ ଲୋକେ ନିଆଁ ଜାଳି ବସୁଛନ୍ତି । ସ୍ଥାନୀୟ ଲୋକଙ୍କ ସହ ସିଧାସଳଖ କଥା ହୋଇଛନ୍ତି ଆମ ସମ୍ବାଦଦାତା ।

କନ୍ଧମାଳରେ ଶୀତର ଲହରୀ, ଜାଡରେ ଅସ୍ତବ୍ୟସ୍ତ ଲୋକେ

ଫୁଲବାଣୀର ତାପମାତ୍ରା 7.6 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡିର ତାପମାତ୍ରା 9 ଡିଗ୍ରୀ ସେଲସିୟସ ରହିଛି। ସେହିପରି ଜିଲ୍ଲାର ହାରାହାରି ତାପମାତ୍ରା 5 ଡିଗ୍ରୀ ରହିଥିବା ବେଳେ କେତେକ ଆଭ୍ୟନ୍ତରୀଣ ସ୍ଥାନରେ ହାଲକା ତୁଷାରପାତର ସୂଚନା ମିଳୁଛି । ଏପରି ପାଣିପାଗ କିଛିଦିନ ଲାଗି ରହିବ ବୋଲି ସ୍ଥାନୀୟ ବିଭାଗ ସୂଚନା ଦେଇଛି।

କନ୍ଧମାଳରୁ ସଦାଶିବ ପାତ୍ର, ଈଟିଭି ଭାରତ

Intro:କନ୍ଧମାଳରେ ଲାଗିରହିଛି ଜାଡ। ସାରାବଜିଲ୍ଳାରେ ପ୍ରବଳ ଶୀତ ଲହରି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ସହର ଗାଁ ଗଣ୍ଡା ସବୁଠି ନିଆଁ ଜାଳି ବସିରହୁଛନ୍ତି ଲୋକେ। ଗତ 4ରୁ 5 ଦିନ ଧରି କନ୍ଧମାଳ ଜାଡ ପ୍ରକୃତରେ ଆରମ୍ଭ ହୋଇଛି ବୋଲି ସ୍ଥାନୀୟ ଓ ପୁରୁଖା ଲୋକେ କହୁଛନ୍ତି। ଏପରି ଏକ ନିଆଁ ଜାଳି ବସିଥିବା ସ୍ଥାନ ଫୁଲବାଣୀ ଡିଆରଡ଼ିଏ ଛକରେ ଲୋକଙ୍କ ସହିତ କଥା ହୋଇଛନ୍ତି ଆମ ପ୍ରତିନିଧି।

Body:ଆଜି ଫୁଲବାଣୀର ତାପମାତ୍ରା 7.6 ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡିର ତାପମାତ୍ରା 9 ଡିଗ୍ରୀ ସେଲସିଅସ ରହିଛି। ସେହିପରି ଜିଲ୍ଳାର ହାରାହାରି ତାପମାତ୍ରା 5 ଡିଗ୍ରୀ ରହିଥିବା ବେଳେ କେତେକ ଆଭ୍ୟନ୍ତରୀଣ ସ୍ଥାନରେ ହାଲକା ତୁଷାରପାତର ସୂଚନା ମିଳୁଛି।

Conclusion:ଏପରି ପାଣିପାଗ କିଛିଦିନ ଲାଗିରହିବ ବୋଲି ସ୍ଥାନୀୟ ବିଭାଗ ସୂଚନା ଦେଇଛି।
କନ୍ଧମାଳରୁ ସଦାଶିଵ ପାତ୍ର,ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.