ETV Bharat / state

ପାଣି ହାଣ୍ଡିରେ ପଡ଼ି ଶିଶୁକନ୍ୟାର ମୃତ୍ୟୁ - ପାଣି ହାଣ୍ଡିରେ ପଡ଼ି ଶିଶୁକନ୍ୟାର ମୃତ୍ୟୁ

ପାଣି ହାଣ୍ଡିରେ ପଡ଼ି ଶିଶୁକନ୍ୟାର ମୃତ୍ୟୁ । କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାମ୍ବାଗୁଡ଼ା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଅଧିକ ପଢ଼ନ୍ତୁ

_Baby girl dies after falling into water pot in kandhamal
ପାଣି ହାଣ୍ଡିରେ ପଡ଼ି ଶିଶୁକନ୍ୟାର ମୃତ୍ୟୁ
author img

By

Published : Jun 8, 2022, 6:52 PM IST

ଫୁଲବାଣୀ: ପାଣି ହାଣ୍ଡିରେ ପଡ଼ି ଶିଶୁକନ୍ୟାର ମୃତ୍ୟୁ । କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାମ୍ବାଗୁଡ଼ା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ପାଣି ଭର୍ତ୍ତି ହାଣ୍ଡିରେ ପଡ଼ି ଜଣେ 18 ମାସ ଶିଶୁକନ୍ୟାର ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ଗତକାଲି (ମଙ୍ଗଳବାର) ସନ୍ଧ୍ୟାରେ ସୁବାସ ଦିଗାଲଙ୍କ ଶିଶୁକନ୍ୟା ଘର ପାଖରେ ଖେଳୁଥିବାବେଳେ ଅସାବଧାନତା ବଶତଃ ପାଖରେ ଥିବା ପାଣି ହାଣ୍ଡିରେ ପଡ଼ି ଯାଇଥିଲା । ସେଠାରେ କେହି ନଥିବାବେଳେ ବହୁ ସମୟ ଧରି ଶିଶୁଟି ହାଣ୍ଡି ଭିତରେ ପଡ଼ିଥିଲା। କିଛି ସମୟ ପରେ ତାଙ୍କ ମା' ଦେଖିବା ପରେ ତାକୁ ଉଦ୍ଧାର କରି ପ୍ରଥମେ ଗୁମାଗଡ଼ ଡାକ୍ତରଖାନା ଓ ପରେ ଫୁଲବାଣୀ ସଦର ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ଶିଶୁଟିର ମୃତ୍ୟୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.