ETV Bharat / state

Road Mishap: କଳିଙ୍ଗା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍‌, 20 ଆହତ

author img

By

Published : Dec 16, 2021, 10:59 PM IST

Updated : Dec 17, 2021, 6:55 AM IST

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା କଳିଙ୍ଗା ଘାଟିରେ ଟୁରିଷ୍ଟ ବସ ଦୁର୍ଘଟଣାରେ 20 ଆହତ । ବସଟି ପଶ୍ଚିମବଙ୍ଗ ପୂର୍ବ ମେଦିନାପୁରରୁ ବାହାରି ପୁରୀ ଅଭିମୁଖେ ଯାତ୍ରା ସମୟରେ କନ୍ଧମାଳର କଳିଙ୍ଗା ଘାଟିରେ ଦୁର୍ଘଟଣା ଘଟିଥିଲା । ଅଧିକ ପଢନ୍ତୁ

ପଶ୍ଚିମବଙ୍ଗରୁ ଆସୁଥିବା ଟୁରିଷ୍ଟ ବସ ଦୁର୍ଘଟଣା: ୧୫ ଆହତ

ଭଞ୍ଜନଗର/ଫୁଲବାଣୀ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା କଳିଙ୍ଗା ଘାଟିରେ ଟୁରିଷ୍ଟ ବସ ଦୁର୍ଘଟଣାରେ 15 ଆହତ । ବସଟି ପଶ୍ଚିମବଙ୍ଗ ପୂର୍ବ ମେଦିନାପୁରରୁ ଦୁଇଦିନ ତଳେ ବାହାରି ପୁରୀ ଅଭିମୁଖେ ଯାତ୍ରା କରୁଥିଲା । ଯାତ୍ରା ସମୟରେ କନ୍ଧମାଳ ଜିଲ୍ଲାରୁ ଗଞ୍ଜାମ ଜିଲ୍ଲାକୁ ଆସିବା ବେଳେ କଳିଙ୍ଗା ଘାଟିରେ ବସଟି ଦୁର୍ଘଟଣା ଘଟିଥିଲା ।

ଘାଟି ରାସ୍ତାରେ ଅଭିଜ୍ଞତା ନଥିବାରୁ ବସଟି ରାସ୍ତା ଉପରେ ଓଲଟି ପଡିଥିଲା । ଯାହାଫଳରେ ବସରେ ବସିଥିବା 40 ଜଣଙ୍କ ମଧ୍ୟରୁ 20 ଆହତ ହୋଇଛନ୍ତି ।ଖବର ପାଇ ଭଞ୍ଜନଗର ପୋଲିସ ଏବଂ 108 ଆମ୍ବୁଲାନ୍ସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ମହିଳା ଏବଂ ଜଣେ ପୁରୁଷ ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ ଓ କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

Last Updated : Dec 17, 2021, 6:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.