ETV Bharat / state

ବିଜେଡିକୁ ‘ବାମନ’ ଅବତାର ଭରସା - BJD campaign

ଜଣେ ବାମନକୁ ନେଇ ନିର୍ବାଚନ ପ୍ରଚାରରେ ଲାଗିଛି ବିଜେଡି  । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କମ ଉଚ୍ଚତା ବିଶିଷ୍ଟ ଘାସିରାମ ଖିଲଙ୍କ ହାତରେ ବିଜେଡି ଚିହ୍ନ ଓ ପୋଷ୍ଟର । ଶଙ୍ଖ ଚିହ୍ନ ଥିବା ପୋଷାକ ମଧ୍ୟ ପିନ୍ଧିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Apr 4, 2019, 4:08 AM IST

Updated : Apr 4, 2019, 4:16 AM IST

ଫୁଲବାଣୀ: ଆରମ୍ଭ ହୋଇଗଲାଣି ନିର୍ବାଚନ ପ୍ରଚାର । କିଏ କେଉଁ ପ୍ରକାର ପ୍ରଚାରରେ ଲାଗିଛନ୍ତି । ଭୋଟରଙ୍କୁ ମନେଇବା ପାଇଁ ଭିନ୍ନ ଭିନ୍ନ କୌଶଳ ଆପଣାଉଛନ୍ତି ରାଜନୈତିକ ଦଳ । ଜଣେ ବାମନକୁ ନେଇ ନିର୍ବାଚନ ପ୍ରଚାରରେ ଲାଗିଛି ବିଜେଡି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କମ ଉଚ୍ଚତା ବିଶିଷ୍ଟ ଘାସିରାମ ଖିଲଙ୍କ ହାତରେ ବିଜେଡି ଚିହ୍ନ ଓ ପୋଷ୍ଟର । ଶଙ୍ଖ ଚିହ୍ନ ଥିବା ପୋଷାକ ମଧ୍ୟ ପିନ୍ଧିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ତେବେ ବିଜେଡି ପାଇଁ ପ୍ରଚାର କରି ସେ ବି ବହୁତ ଖୁସି । ଜିଲ୍ଲାବାସୀ ଆକୃଷ୍ଟ ହେବା ସହିତ ବିଜେଡି ଚିହ୍ନ (ଶଙ୍ଖ) ବିଷୟରେ ଜାଣିବେ ଆଉ ଭୋଟ ଦେବେ ବୋଲି କହିଛନ୍ତି ଘାସିରାମ । ଭଗବାନ ମଧ୍ୟ ବାମନ ରୂପ ନେଇଥିଲେ ଏବଂ ଏଥିପାଇଁ କିଛି ନିଆରା ଢଙ୍ଗରେ ମୁଁ ପ୍ରଚାର କରୁଛି ବୋଲି କହିଛନ୍ତି ପ୍ରଚାରକାରୀ । ତେବେ ସୁଦୂର ମାଲକାନଗିରିରୁ ଆସି ପ୍ରଚାରରେ ସାମିଲ ହୋଇଛି ବୋଲି ସେ କହିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:Body:

ବିଜେଡିକୁ ‘ବାମନ’ ଅବତାର ଭରସା

Conclusion:
Last Updated : Apr 4, 2019, 4:16 AM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.